ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଵାସ୍ତୁ ସମୀକ୍ଷାର ଆଉ ଏକ ନୂଆ ଅଧ୍ୟାୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ନୂଆ କଥା ବିଷୟରେ , ତେବେ ଆଜି ଆମେ ଏକ ଜରୁରୀ ବିଷୟରେ ଆଲୋଚନା କରିବା ଯାହା ଆପଣମାନଙ୍କ ପାଇଁ ଏକ ଜରୁରୂ ସୂଚନା ଅଟେ , ତେବେ ସବୁବେଳେ ଗୋଟିଏ କଥିତ ଆସେ ଆପଣଙ୍କ ପାଖରେ ଅନେକ ଜ୍ଞାନ ଅଛି ଅନେକ ଧନ ଅଛି , ସଂପତ୍ତି ଅଛି ଓ ପ୍ରାୟତଃ ସବୁ କିଛି ଅଛି , ତେବେ କ’ଣ ଆପଣ କରିବେ ଜୀବନରେ ଯଦି ଆପଣଙ୍କୁ ଉଚିତ ଦିଗ ବା ଦିଶା ମିଳୁନାହିଁ , ଯେ କେଉଁ ଦିଗରେ ଆପଣ ଗଲେ ତାହା ଆପଣଙ୍କ ପାଇଁ ସଫଳତା ହେବ ,
ତେବେ ଆଜି ଆମେ ଆପଣଙ୍କୁ କହିବୁ ବାସ୍ତୁର ଏକ ଛୋଟ ଉପଚାର ଯାହାକୁ ପ୍ରୟୋଗ କରି ଆପଣ ନିଶ୍ଚିତ ଭାଵରେ ଆପଣ ମାନେ ଯେଉଁ ଦିଗରେ ଯିବା କଥା ବା ଆପଣଙ୍କ ଭବିଷ୍ୟତରେ କେଉଁ ଦିଗ ଗ୍ରହଣ କରିବେ ନିଶ୍ଚିତ ପ୍ରାପ୍ତି କରିପାରିବେ , ତେବେ ଏହା ପାଇଁ ଏକ ଛୋଟ ପ୍ରତିକାର ହେଉଛି ଆମର ଦିଗ ନିର୍ଣ୍ଣୟ କାରି ଯନ୍ତ୍ର , ତେବେ ଆମେ ସମସ୍ତେ ଜାଣିଥିବା ଯେ ଦିଗ ନିର୍ଣ୍ଣୟ କାରୀ ଯନ୍ତ୍ର ହେଉଛି କମ୍ପାସ ତେଣୁ ଗୃହର ସାଉଥ ୱେଷ୍ଟ କର୍ଣ ବା ଦକ୍ଷିଣ ପଶ୍ଚିମର ସମଷ୍ଟି ଯେଉଁ କୋଣ ,
ଏହି ସ୍ଥାନରେ ଯଦି ଆମେ ଗୃହରେ ଯଦି ଗୋଟିଏ କମ୍ପାସ ରଖିନେଵା ତେବେ ଆପଣ ଦେଖି ନେବେ ନିଶ୍ଚିତ ଭାବରେ ଦିଗ ହରାଇ ବ୍ୟକ୍ତିକୁ ତାଙ୍କୁ ସଠିକ ଦିଗ ମିଳିପାରିଵ , ତେବେ ଦର୍ଶକ ବନ୍ଧୁ ସଦାସର୍ବଦା ଚେଷ୍ଟା କରିଵେ ଯେଉଁ କମ୍ପାସ ଆପଣ ବ୍ୟବହାର କରିଵେ ସେ କମ୍ପାସ ଏକ ପ୍ରପର କମ୍ପାସ ହୋଇଥିଵା ଦରକାର , ଯଦି ଆପଣ ପ୍ରପର କମ୍ପାସ ବ୍ୟବହାର କରିବେ ଯାହା
ଆପଣଙ୍କ ଦକ୍ଷିଣ ପଶ୍ଚିମ ଦିଗରେ ଯଦି କମ୍ପାସ ରଖି ଦିଅନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ତେବେ ଆପଣଙ୍କ ଜୀବନର ସଠିକ ଦିଗ ତଥା ଜୀବନର ସଠିକ୍ ଲକ୍ଷ୍ୟ ମିଳି ପାରିବ , ତେବେ ଏହିପରି କରିବା ଦ୍ଵାରା ଆପଣ ନିଶ୍ଚିତ ଜୀବନରେ ଉନ୍ନତି କରିବେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।