17

ଏହି କାରଣରୁ ଲଣ୍ଡା ହୋଇନାହାନ୍ତି ଅମ୍ଳାନ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି , ଓଲିଉଡ ହେଉକି ଵୋଲିଉଡ ସବୁଥିରେ କିଛି ନା କିଛି ଏପରି ଦୁଃଖ ଘଟଣା ଶୁଣିବାକୁ ମିଳୁଛି ଯାହା ଦ୍ଵାରା ପୁରା ଇଣ୍ଡଷ୍ଟ୍ରି ଶୋକରେ ପଡିଯାଇଥାଏ ,

ସେହିପରି ନିକଟରେ ଓଲିଉଡ ର ଜଣେ ମହାନ କଳାକାର ମିହିର ଦାସ ଙ୍କ ପରଲୋକ ଘଟିଛି , ଯାହା ଦ୍ଵାରା ପୁରା ଓଲିଉଡ ଇଣ୍ଡଷ୍ଟ୍ରି ଦୁଃଖରେ ଅଛି , ଏହି ଶୋକ କାରଣରୁ କେତେକଙ୍କ ଆଖିରୁ ଏ ଯାଏ ଲୁହ ଶୁଖି ନାହିଁ , ବର୍ତମାନ ସମୟରେ ମିହିର ଦାସଙ୍କ ସ୍ମୁତି ପାଇଁ ଅନୁଷ୍ଠିତ ହୋଇଥିଲା ଏକ ସଭା ଏହି ସଭା ମିହିର ଦାସଙ୍କ ଦ୍ଵାଦଶ ଦିନ ଅନୁଷ୍ଠିତ ହୋଇଥିଲା , ଏବଂ ଏଥିରେ ମିହିର ଦାସଙ୍କ ସମେତ ଓଲିଉଡର ବହୁତ ଅଭିନେତ୍ରୀ ଅଭିନେତା ମଧ୍ୟ ଯୋଗ ଦେଇଥିଲେ , ତେବେ ଏଥିରେ ମିହିର ଦାସଙ୍କ ଦୁଇ ପୁଅ ଅମ୍ଳାନ ଦାସ ଓ ଅକ୍ଳାନ ଦାସ ମଧ୍ୟ ସାମିଲ ଥିଲେ ,

18

ଏଥିରେ ଅମ୍ଳାନ ଦାସ ଙ୍କ ଉପରେ ବହୁ ଲୋକ ପ୍ରଶ୍ନ ଉଠାଇଥିଲେ ଯେ ଅମ୍ଳାନ ଦାସ କଣ ପାଇଁ ଲଣ୍ଡା ହୋଇନାହାନ୍ତି , ତେବେ ଆପଣ ମାନେ ତ ଜାଣିଥିବେ ଆମ ହିନ୍ଦୁ ଧର୍ମ ଅନୁସାରେ ଯଦି ବାପ ମୃତ୍ୟୁ ବରଣ କରିଥାଏ ପୁଅମାନେ ନିଶ୍ଚିତ ଭାବେ ଲଣ୍ଡା ହୋଇଥାନ୍ତି , କିନ୍ତୁ ଏଥିରେ ଅମ୍ଳାନ ଦାସ ଲଣ୍ଡା ହୋଇନଥିଲେ ଏଥିରେ ଅନେକ ଲୋକ ପ୍ରଶ୍ନ ଉଠାଉଛନ୍ତି , ଯେଉଁଥିରୁ ଜଣାପଡିଛି ଯେ ଅମ୍ଳାନ ଏକ ଫିଲ୍ମ ସୁଟିଂ ରେ କାମ କରୁଛନ୍ତି ଏବଂ ସେହି ଫିଲ୍ମ ସୁଟିଂ ଅଧା ରହିଯାଇଛି , ସେଥିପାଇଁ ସେ ଲଣ୍ଡା ହୋଇନାହାନ୍ତି ତେବେ ସେ ଯାହା ହେଉ ନା କାହିଁକି ଏହି ଦୁଃଖଦାୟକ ସମୟରେ ଅମ୍ଳାନ

ଉପରେ ଏପରି ଆରୋପ ବା ଦୋଷ ଲଗାଇବା ଯମାଵି ଠିକ କଥା ନୁହେଁ , ତେବେ ସୋସିଆଲ ମିଡ଼ିଆରେ ବହୁତ ଲୋକ ଏପରି କଥା କହୁଛନ୍ତି , ଅମ୍ଳାନକୁ ନେଇ ଯାହା ହେଉ ନା କାହିଁକି ଦୁଇ ପୁଅ ଅମ୍ଳାନ ଓ ଅକ୍ଳାନ ଦୁଇଜଣ ବାବାଙ୍କ ଗେଲାହା ପୁଅ , ଦୁଇ ଜଣ ବାପାଙ୍କୁ ହରାଇ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି , ବହୁ କମ ସମୟରେ ମାଆକୁ ହରାଇଥିଲେ ଏବେ ବାପା ଛେଉଣ୍ଡ ହୋଇଯାଇଛନ୍ତି ତେବେ ଆଶା କରିବା ଯେ ବାପାଙ୍କ ନାଁ କୁ ରଖନ୍ତୁ ଏବଂ ବାପାଙ୍କ ନାଆଁ କୁ ଆଗକୁ ନିୟନ୍ତୁ , ଆପଣମାନେ ସ୍ଵର୍ଗତ ମିହିର ଦାସଙ୍କ ପାଇଁ ଶାନ୍ତି ପ୍ରାର୍ଥନା କରନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *