12

କର୍କଟ ରାଶିର ଫେବୃଆରୀ ମାସର ମାସିକ ରାଶିଫଳ – ଜାଣି ରଖନ୍ତୁ ପୁରା ଖବର |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର କର୍କଟ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ , ତେବେ ବନ୍ଧୁଗଣ ଏହି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇ ଏହି ୨୦୨୨ ମସିହା ଫେବୃଆରୀ ମାସଟି ଅପେକ୍ଷାକୃତ ଉତ୍ତମ ରହିବ ,

ରୋଜଗାର କ୍ଷେତ୍ରରେ ଅପେକ୍ଷାକୃତ ସଫଳତା ପ୍ରଦାନ କରିବ , ବ୍ୟବସାୟରେ ଭାଗ୍ୟର ସହଯୋଗ ମିଳିବ ଏବଂ ଆପଣଙ୍କ ପରିଶ୍ରମର ଫଳ ଉତ୍ତମ ରହିବ , କିନ୍ତୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିବ , ରାହୁ କେତୁଙ୍କ ଅଶୁଭ ପ୍ରଭାବ ପଡିବା କାରଣରୁ ବିଦ୍ୟାର୍ଥି ମାନେ ଶିକ୍ଷା କ୍ଷେତ୍ରରେ ଭ୍ରମିତ ହେବେ , ଏଥିପାଇଁ ବିଦ୍ୟାର୍ଥୀ ମାନେ ବିଦ୍ୟା ଅର୍ଜନ କରିବା ପାଇଁ ଚେଷ୍ଟା କରନ୍ତୁ ,ଖେଳ କୁଦରେ ମନ ବିଶେଷ ଦିଅନ୍ତୁ ନାହିଁ , କ୍ୟାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ , ଚାକିରି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ,

rasi4

କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ସହ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି , ଏଥିପାଇଁ ଆପଣ ସାବଧାନ ରହିବା ନିହାତି ଆବଶ୍ୟକ , ଏବଂ ପଦ ଉନ୍ନତିର ଅବରୋଧ ଉତ୍ପନ୍ନ ହେବ , ମାସର ଦ୍ଵିତୀୟ ଅଧ୍ୟାୟରେ ସ୍ଥିତିରେ ସୁଧାର ଆସିବ , ଆପଣଙ୍କ ବ୍ୟବହାର ଦ୍ଵାରା ସହଯୋଗି ପ୍ରିୟ ପ୍ରାପ୍ତି ହେବେ , ଆପଣଙ୍କ ପାଇଁ ଏହି ଫେବୃଆରୀ ମାସଟି ଏକ ଯୋଗ ସୃଷ୍ଟି ହେବାକୁ ଯାଉଛି , ଆପଣଙ୍କ ଏହି ମାସ ଜୀବନର ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି , ତା ସହିତ ଏମାନଙ୍କର ଟଙ୍କା ପଇସାର ଆଗମନ ରହିଛି , ଏହି ମାସର ଫଳ ଆପଣଙ୍କ ପାଇଁ ସ୍ଵାଗତ ଯୋଗ୍ୟ ରହିବ ,

କର୍ମ କ୍ଷେତ୍ରରେ ଆପଣମାନେ ସମ୍ମାନିତ ହେଵେ , ଆପଣ ଯେକୌଣସି କର୍ମ କରନ୍ତୁ ନାହିଁ ନା କାହିଁକି ନିଶ୍ଚିତ ଭାବେ ଫଳ ପ୍ରଦାନ ହେବ , ପାରିବାରିକ ଶାନ୍ତି ବଜାଇ ରହିବ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବ , ଯଦି ଆପଣ କୈାଣସି ବିଜନେସ ବା ବେପାର ବାଣିଜ୍ୟ କରୁଛନ୍ତି ତେବେ ନିଶ୍ଚିତ ଭାବେ ଉନ୍ନତି କରିବେ , ରାଜନୈତିକ କ୍ଷେତ୍ରରେ ନେତୃତ୍ବ ନେଇ ସୁନାମ ଅର୍ଜନ କରିବେ , ମହିଳାମାନେ ଅସୁସ୍ଥ ହେତୁ କାର୍ଯ୍ୟରେ ଅଵହେଳା ମଧ୍ୟ କରିପାରନ୍ତି ,

ସେଥିପାଇଁ ମହିଳାମାନେ ଆପଣ ଆପଣଙ୍କ ଶରୀର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି , ଦିନ ଚର୍ଯ୍ୟା ଠିକ ରଖନ୍ତୁ , ଛାତ୍ର ଛାତ୍ରୀ ମାନେ ନିଜର କର୍ମଫଳ ଉପଭୋଗ କରିବେ , ପ୍ରତିକାର ସ୍ବରୂପ ଦାନ ଧର୍ମ କରନ୍ତୁ ନିଶ୍ଚିତ ଭାବେ ଶୁଭ ଫଳ ପାଇବେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *