14

ଏକା ଏକା ବୁଲୁଛନ୍ତି ବର୍ଷା – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,

ଆଜି ଆମେ ଓଡ଼ିଆ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ କଥା ତେବେ ସେ ଆଜି ମଧ୍ୟ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ଅଟନ୍ତି ତାଙ୍କର ଅଭିନୟ ସମସ୍ତେ ପାଗଳ ଅଟନ୍ତି , ତେବେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି , ପ୍ରଥମେ ସେ ବେଙ୍ଗଲ ଚଳଚିତ୍ରରେ କାମ କରୁଥିଲେ ପରେ ସେ ଓଡ଼ିଆ ଚଳଚ୍ଚିତ୍ର କୁ ଆସିଥିଲେ , ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ତୁ ମୋ ଆଖିର ତାରା , ଟୋପାଏ ସିନ୍ଦୂର ଦି ଟୋପା ଲୁହ , ଆମ ଭିତରେ କିଛି ଅଛି କି , କିଏ ସେ ଡାକୁଛି କେଉଁଠି ମୋତେ , ଛାତିରେ ଲେଖିଛି ତୋରି ନାଁ ,

barsha

ଏହିପରି ଅନେକ ଚଳଚ୍ଚିତ୍ରରେ ସେ କାମ କରିସାରିଛନ୍ତି , ସେ ପରେ ଚଳଚ୍ଚିତ୍ର ଦୁନିଆରେ ଅନୁଭବ ମହାନ୍ତିଙ୍କୁ ଵିଵାହ କରିଥିଲେ କିନ୍ତୁ ତାଙ୍କ ମଧ୍ୟରେ ସଂପର୍କ ଭଲ ନଥିବାରୁ ତାଙ୍କର ଛାଡ଼ପତ୍ର ହୋଇଯାଇଛି , ଲୋକଙ୍କ କହିବା ଅନୁସାରେ ସେ ବର୍ତ୍ତମାନ ଏକା ଏକା ରହୁଛନ୍ତି , ବର୍ତମାନ ସମୟରେ କୁହାଯାଉଛି ସେ ରାସ୍ତାରେ ଏକା ଏକା ବୁଲୁଛନ୍ତି , ଯେପରି ରାସ୍ତାରେ ତାଙ୍କ ସହ କେହି ନାହାନ୍ତି ,

ଯେପରି ହୃଦୟ ହରା ହୋଇ ବୁଲୁଛନ୍ତି , ଲୋକଙ୍କ କହିବା ଅନୁସାରେ ଅନୁଭବ ଛାଡି ଗଲା ପରେ ତାଙ୍କର ଏହି ଅବସ୍ଥା ହୋଇଛି , ତେବେ ଆପଣ ଏହା ଉପରେ କଣ କହିବାକୁ ଚାହୁଁଛନ୍ତି ନିଶ୍ଚିତ ସେୟାର କରି କୁହନ୍ତୁ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *