ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର ,
ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , କିନ୍ତୁ ଆଜିର ଏହି ଘଟଣା ସଂପୁର୍ଣ୍ଣ ଭିନ୍ନ ଅଟେ ଏଇଟା ନା ପ୍ରେମ ସଂପର୍କରେ ନା କୈାଣସି ଅଶ୍ଳୀଳ ଭିଡ଼ିଓ ଉପରେ ଆଜି ହେଉଛି ମଣିଷତ୍ଵ ବିଷୟରେ
ଯେଉଁଠାରେ ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ଏକ ଛେଳିର ଜୀଵନ ବଞ୍ଚାଇଛନ୍ତି , କିପରି ଏହି ଯୁବକ ଏକ ଗଭୀର ଗାତ ଭିତରକୁ ଯାଇଛନ୍ତି ଜାଣନ୍ତୁ , କେତେକ ଲୋକ ଏପରି ହୋଇଥାନ୍ତି ଯେଉଁଠାରେ କିଏ ପଶୁ ପକ୍ଷୀ ପଶିଗଲେ ବଣ ଅଧିକାରୀ ଙ୍କୁ ଡାକିଥାନ୍ତି , କିନ୍ତୁ ଏଠାରେ ସେ ନିଜେ ଗାତ ଭିତରକୁ ଯାଇଛନ୍ତି , ତେବେ ଏଠାରେ ଵୁଝିପାରୁଥିବେ ଯେ ସେ କିପରି ନିଜର ଜୀଵନ ଵାଜି ଲଗାଇଛନ୍ତି , ଏଠାରେ ଏହି ବ୍ୟକ୍ତି ନିଜ ମୁଣ୍ଡକୁ ତଳକୁ କରି ପଶୁଛନ୍ତି ଓ କେତେକ ଲୋକ ତାଙ୍କ ଗୋଡ଼କୁ ଧରି ରଖିଛନ୍ତି , ଏହି ଦୃଶ୍ୟ ପୁରା ବିପଦ ଜନକ ଅଟେ ,
କିଛି ସମୟ ପରେ ବାହାରେ ଥିବା ଲୋକେ ତାକୁ ବାହାରକୁ ଟାଣିଛନ୍ତି ଯେଉଁଥିରେ ସେ ବ୍ୟକ୍ତି ବାହାରକୁ ଆସିବା ସମୟରେ ଛେଳି ଛୁଆକୁ ଵାହାରକୁ ଟାଣିଛନ୍ତି , ତେବେ କିପରି ଭାବେ ଛେଳି ବୁଲୁ ବୁଲୁ ଆସି ଗାତରେ ପଡ଼ିଯାଇଥିଲା କିନ୍ତୁ ଏହି ଦୟାବାନ୍ ଲୋକଙ୍କ ଯୋଗୁଁ ଏହି ଛେଳି ବଞ୍ଚି ପାରିଛି ଯାହା ସୋସିଆଲ ମିଡ଼ିଆରେ ନିଜେ ସେଠାରେ ପୋଲିସ ଅଧିକାରୀ ଭାଇରାଲ କରିଛନ୍ତି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।