married

ବିବାହିତ ମହିଳା ଅନ୍ୟ ପୁରୁଷଙ୍କୁ କାହିଁକି ପସନ୍ଦ କରିଥାଏ।

FACT

ଶାରୀରିକ ସମ୍ଵନ୍ଧର ଆଵଶ୍ୟକତା ସମସ୍ତଙ୍କୁ ହୋଇଥାଏ,ଏହାକୁ କରିବା ଦ୍ୱାରା ମନ ପ୍ରଫୁଲ,ମୁଣ୍ଡ ଥଣ୍ଡା ଓ ସମ୍ପର୍କ ଭଲ ରହିଥାଏ।ପୁରୁଷ ମାନେ ନିଜ ପୁଅ ସାଙ୍ଗମାନଙ୍କ ସହ ଅନେକ ସମୟରେ ଶାରୀରିକ ସମ୍ପର୍କକୁ ନେଇ ଅଯଥା କଥାବାର୍ତ୍ତା କରି ପାରନ୍ତି କିନ୍ତୁ ମହିଳା ମାନେ ନିଜ ଭିତ୍ତେ ଏହି ପ୍ରି କଥା ବାର୍ତ୍ତାକୁ ଅସହଜ ମନକରନ୍ତି ଓ କଥା ହେବାକୁ ଲାଜ ପ୍ରକାଶ କରନ୍ତି।ସେମାନେ ଏ ବିଷୟରେ କାହାସହିତ ଖୋଲା ଖୋଲି ଭାବରେ କଥା ହୋଇ ପାରନ୍ତି ନାହିଁ।

girllll

ତଥାପି ମହିଳା ମାନେ ନିଜ ସ୍ୱାମୀ ଥାଉ ଥାଉ ଅନ୍ୟ ପର ପୁରୁଷ ସହିତ ଶାରୀରିକ ସମ୍ଵନ୍ଧ ରଖିବାକୁ କାହିଁକି ପସନ୍ଦ କରନ୍ତି।ଏହା ପଛରେ ଅନେକ କାରଣ ରହି ଅଛି ଯାହାକି ମହିଳା ମାନେ ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ଵନ୍ଧ ରଖିବାକୁ କୁଣ୍ଠା ବୋଧ କରିନଥାନ୍ତି।ବିଦେଶରେ କଣ ହୋଇଥାଏ ନା ବିବାହ ପୂର୍ବରୁ ଜଣେ ଅନେକ ସହ ଏକାଠି ରହି ସବୁ କାମ ସାରି ଦିଏ ଓ ଯାହାଫଳରେ ତାଙ୍କ ବୈବାହିକ ଜୀବନ ବହୁତ ଖରାପ ହୋଇଯାଏ ଓ ସେମାନେ ଅଲଗା ହୋଇଯାନ୍ତି।

ଆମ ଭାରତରେ ମହିଳା ମାନେ ନିଜର ସବୁ ସ୍ୱପ୍ନ ପୁର୍ଣ୍ଣ କରିବା ପାଇଁ ପଇସା ବାଳାଙ୍କ ସହ ଅବୈଧ ସମ୍ପର୍କ ସ୍ଥାପନ କରିଥାନ୍ତି।ସେମାନେ ନିଜ ଶରୀର ବଦଳରେ ସେ ନିଜର ସବୁ ପ୍ରକାର ଅଭାବ ପୁର୍ଣ୍ଣ କରି ପାରନ୍ତି।ଏପରି ମହିଳାଙ୍କ ପାଇଁ ନିଜର ଇଜ୍ଜତର ମୁଲ୍ୟ କିଛି ନଥାଏ।ସ୍ୱାମୀଠାରୁ ଅଏସ ଆରାମ ନପାଇ ପାରିଲେ ସେମାନେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇଯାନ୍ତି।ବୟସ ଜଣେ ଜବାନ ଝିଅର ବିବାହ ଜଣେ ବୁଢା ସହିତ କରି ଦିଆ ଯାଏ ତେବେ ସେ ଝିଅ କଣ କରିବ ସେ ଝିଅ ସେ ବ୍ୟକ୍ତି ଠାରୁ କେବେ ଚରମ ତୃପ୍ତି ପାଇ ପାରିବ ନାହିଁ। ଏ ପରିସ୍ଥିତିରେ ପୁରୁଷକୁ ହଁ ଶାରୀରିକ ସନ୍ତୁଷ୍ଟି ମିଳିଥାଏ କିନ୍ତୁ ସେ ନାରୀକୁ ନିଜର ଶାରୀରିକ ସନ୍ତୁଷ୍ଟି ବା ଚରମ ସୁଖ ପ୍ରାପ୍ତ ହୋଇନଥାଏ।ଯେଉଁ ମହିଳାଙ୍କ ସ୍ୱାମୀ ବିଦେଶରେ ରହୁଥିବା କାରଣରୁ ସ୍ତ୍ରୀର ଏକୁଟିଆ ପଣ ଦିନକୁ ଦିନ ବଢ଼ିବାରେ ଲାଗେ ଏ ପରିସ୍ଥିତିରେ ସେମାନେ ନିଜକୁ ସଂଯମ ରଖି ନପାରି ଅନ୍ୟ ପୁରୁଷଙ୍କ ସହିତ ସେମାନେ ସମ୍ବନ୍ଧ ତିଆରି କରିଥାନ୍ତି।

girll

ମତ ଭେଦ,ସ୍ୱାମୀ ସ୍ତ୍ରୀ ଭିତରେ କଳି ଝଗଡା ଲାଗିବା ସାଧାରଣ କଥା,କିନ୍ତୁ ପ୍ରତିଦିନ ଏହି ଭଳି କଳି ଝଗଡା ଅବୈଧ ସମ୍ପର୍କକୁ ପ୍ରସୟ ଦେବାରେ ସହଜ ହୋଇଥାଏ।ଏହା ଦ୍ୱାରା ଦୁଇ ଜଣଙ୍କ ଭିତରେ କଥା ବାର୍ତ୍ତା ଓ ଶାରୀରିକ ସମ୍ଵନ୍ଧ ବନ୍ଦ ହୋଇଯାଇଥାଏ।ଦିନସାରା ଶାରୀରିକ ପରିଶ୍ରମ କରୁଥିବା ସ୍ୱାମୀ ଯେତେବେଳେ ଘରକୁ ଆସେ ସେତେବେଳେ ସେ ସ୍ତ୍ରୀ ସହିତ ଶାରୀରିକ ସମ୍ଵନ୍ଧ ବିନା ସୋଇପଡ଼େ ଯାହାଫଳରେ ମହିଳା ଏହି ଶାରୀରିକ ସୁଖ ପାଇଁ ଅନ୍ୟ କାହା ପ୍ରତି ଆଶ୍ରିତ ହୁଏ।

girl

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *