18

ବାବୁସାନ୍ ଙ୍କ ଏହି ଶଗଡ଼ ଉପରେ ନାଚ ଦେଖି ଗଡିଯିଵେ ଆପଣ ଦେଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି , ଆଜିର ସମୟରେ ଏପରି ବହୁତ ଅଭିନେତା ଅଛନ୍ତି ଯେଉଁମାନେ କି କରୋନା କାଳରେ ନିଜ ନିଜ ଗାଁ ବା ଘରେ ଯାଇ ରହିଛନ୍ତି ,

ତେବେ ସେଥିମଧ୍ୟରୁ ଆମ ଓଲିଉଡର ସୁପରଷ୍ଟାର ବାବୁସାନ୍ ଯିଏକି ଗାଁ କୁ ବୁଲିବାକୁ ଯାଇଛନ୍ତି , ତେବେ ସେ ତାଙ୍କ ଅଭିନୟ ଦ୍ଵାରା ଓଡ଼ିଶାର ଘରେ ଘରେ ସୁଖ ପରିଚିତ , ତାଙ୍କର ଅଭିନୟ ସହିତ ହାସ୍ୟ କଳାପ କରିବାର ଅଭ୍ୟାସ ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ , ସେ ତାଙ୍କ ଫିଲ୍ମ ରୋମିଓ ଜୁଲେଟ ଦି ଲୋଭର ବୋଏ , ସଂଜୁ ଆଉ ସଂଜନା , ୧୪୩ , ଚକୋଲେଟ , ଥୁକୁଲୁ , ଦୋସ୍ତି , ଯିଏ ଯାହା କହୁ ମୋର ଢୋ , ପ୍ରେମ ଅଢ଼େଇ ଅକ୍ଷର ପରି ଆହୁରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି , ସେ ଅନେକ ସୋ ତରଫରୁ ଆୱାର୍ଡ଼ ମଧ୍ୟ ଦିଆଯାଇଛି ,

babusan

କିନ୍ତୁ ବର୍ତମାନ ସମୟରେ ଚାଲୁଥିବା ମହାମାରି ସମସ୍ତଙ୍କ ପାଇଁ କାଳ ସୃଷ୍ଟି କରି ଆସିଛି , ତେଣୁ ସେ ବର୍ତମାନ ଗାଁ କୁ ଯାଇ ସେଠାକାର ମନ ରୋମାଞ୍ଚକର ଦୃଶ୍ୟ ଦର୍ଶନ କରୁଛନ୍ତି , ବର୍ତ୍ତମାନ ଗାଁ ରେ କେତେକ ଜାଗାରେ ବାବୁସାନ୍ ଙ୍କୁ ଦେଖିବାକୁ ମିଳୁଛି ଯେଉଁଠାରେ ସେ ବହୁତ ମଜା ନେଉଛନ୍ତି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯେପରି କି ଶଗଡ଼ ଉପରେ ବସି ଖେଳୁଛନ୍ତି , ଶଗଡ଼ ଉପରେ ଶୋଇରହିଛନ୍ତି ଏବଂ ନିକଟରେ ରିଲିଜ ହୋଇଥିବା

ଗୀତ ପୁଷ୍ପା ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି ତେବେ ଏହା ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଛି , ଏବଂ ଏହା ସୋସିଆଲ ମିଡ଼ିଆରେ ଜୋର ସୋରରେ ଭାଇରାଲ ମଧ୍ୟ ହେଉଛି , ତେବେ ବାବୁସାନ୍ ଙ୍କ ଏହି ଡ୍ୟାନ୍ସ ଦେଖି ଆପଣ କିପରି ଲାଗିଲା ଆମ ସହ ନିଶ୍ଚିତ ସେୟାର କରନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *