19

ଖଟ ବା ଶେଜରେ ବସି ଖାଦ୍ୟ ଗ୍ରହଣ କଲେ ଜୀବନରେ ମିଳିଥାଏ ଏହି କଷ୍ଟ – ଜାଣି ରଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଖଟ ବା ଵେଡ ଉପରେ ବସି ଖାଉଛନ୍ତି ତେବେ ଆପଣଙ୍କୁ ଆମର ଦିଆଯାଇଥିବା ବାର୍ତାକୁ ନିଶ୍ଚିତ ପଢନ୍ତୁ , ଅନେକ ଲୋକଙ୍କ ରଙ୍ଗ ଢ଼ଙ୍ଗରେ ପଡ଼ି ସେମାନେ ସେମାନଙ୍କ ସଂସ୍କୃତି ଭୁଲି ସାରିଲେଣି , ଯାହାର ପ୍ରଭାବେ ସେମାନଙ୍କ ଉପରେ ପଡୁଛି , ପ୍ରାଚୀନ କାଳରେ ଅନେକ ସମୃଦ୍ଧି ଓ ଅଧିକ ଆୟୁ ପର୍ଯ୍ୟନ୍ତ ବଞ୍ଚି ରହୁଥିଲେ , କିନ୍ତୁ ଏବେ ଲୋକମାନଙ୍କର ଆୟୁ କମ ଓ ବହୁତ କମ୍ ବୟସରେ ମୃତ୍ୟୁ ବରଣ କରୁଛନ୍ତି , ଯେତେବେଳେ ଲୋକେ ତଳେ ବସି ଅନ୍ନ ଗ୍ରହଣ କରୁଥିଲେ ଏବଂ ତଳେ ଶୋଉଥିଲେ ଯାହାଫଳରେ ସେମାନଙ୍କ ଉର୍ଜାର ଠିକ ମିଳନ ହେଉଥିଲା ଯାହାଫଳରେ ଏମାନେ ଶକ୍ତିଶାଳୀ ବିଶାଳ ଦେହ ସଂପୁର୍ଣ୍ଣ ଥିଲେ , ଶାସ୍ତ୍ର ଅନୁସାରେ ଘରେ ସୁଖ ସମୃଦ୍ଧି ବଜାଇ ରଖିଵା ପାଇଁ ଅନେକ କିଛି ଉପାୟ ବିଷୟରେ ବର୍ଣନା ମଧ୍ୟ କରାଯାଇଛି ,

ଏବଂ କିଛି ଏପରି କାର୍ଯ୍ୟ ଯାହା ମଣିଷମାନେ କରିବା ଅନୁଚିତ ହୋଇଥାଏ , ସେହିପରି ଶାସ୍ତ୍ର ଅନୁସାରେ ଖାଦ୍ୟ ଖାଇବାର କିଛି ନିୟମ ବିଷୟରେ କୁହାଯାଇଛି ଯାହାକୁ ଖାଦ୍ୟ ଖାଇବା ସମୟରେ ଆପଣଙ୍କୁ ପାଳନ କରିବା ଉଚିତ , ଏବଂ ଏହି ସବୁ ନିୟମ ବିଜ୍ଞାନ ଦୃଷ୍ଟିରେ ସଠିକ ସାବ୍ୟସ୍ତ ହେବ , ଯାହାକି ପ୍ରାଚୀନ କାଳରେ ହଜାର ହଜାର ମୁନି ଋଷିଙ୍କ ଦ୍ଵାରା ହୋଇଯାଇଥିଲା , ଏବଂ ଖାଦ୍ୟ ଖାଇବା ଦ୍ଵାରା ଜନ୍ମ କୁଣ୍ଡଳିରେ ମଧ୍ୟ ଅନେକ ପ୍ରଭାବ ପଡିଥାଏ , ଆଜି ଆମେ ଜାଣିବା ଖାଦ୍ୟ ଖାଇବା ସମୟରେ କେଉଁ କେଉଁ କଥାର ବିଶେଷ ଧ୍ୟାନ ରଖିବା ଉଚିତ , ପ୍ରଥମରେ ଭୋଜନ କକ୍ଷ ବା ବାସ୍ତୁ ଅନୁସାରେ ବୃହସ୍ପତିଙ୍କ ସହ ତୁଳନା କରାଯାଇଛି ,

food 1

ପ୍ରାଚୀନ କାଳରେ ଭୋଜନ କକ୍ଷ ଏହି କଥାର ଧ୍ୟାନ ରଖି କରାଯାଉଥିଲା , ଭୋଜନ କକ୍ଷ କଦାପି ଶୈଚାଳୟ ବା ସ୍ନାନ ଘର ସ୍ନାନ ଘର ପାଖରେ ନିର୍ମାଣ କରିବା ଅନୁଚିତ , ଏହା ସହିତ ସ୍ନାନ କକ୍ଷ ଓ ଭୋଜନ କକ୍ଷ ସାମ୍ନା ସାମ୍ନି ରଖିବା ଅନୁଚିତ୍ ହୋଇଥାଏ , ପୂର୍ବକୁ ମୁହଁ କରି ସବୁବେଳେ ଖାଦ୍ୟ ଗ୍ରହଣ କରିବା ଶୁଭ ହୋଇଥାଏ , ଏହି ଦୁଇ ଦିଗକୁ ମୁଖ କରି ଖାଇବା ଦ୍ଵାରା ମନୁଷ୍ୟଙ୍କ ଶରୀର ସଠିକ ରହିଥାଏ , ଏବଂ ଘର ମଧ୍ୟରେ ଦେବା ଦେବୀଙ୍କ କୃପା ସଦା ସର୍ବଦା ରହିଥାଏ , ଦକ୍ଷିଣ ଦିଗକୁ ମୁଖ କରି ଖାଇବା ଦ୍ଵାରା ମନୁଷ୍ୟକୁ ପୂର୍ବ ପୁରୁଷମାନଙ୍କର ଆଶିର୍ବାଦ ପ୍ରାପ୍ତି ହୋଇଥାଏ , ଯେଉଁମାନଙ୍କର ମାତା ପିତା ରହିଛନ୍ତି ସେମାନେ ପଶ୍ଚିମ ଦିଗକୁ ମୁଖ କରି ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ , ଏବଂ ପଶ୍ଚିମ ଓ ଦକ୍ଷିଣ ଦିଘରେ ଥିବା କୋଣକୁ ମୁଖ କରି ଖାଇବା ଉଚିତ୍ ନୁହେଁ ,

laxmi

ଏହା ପାଚନ ଜନିତ ସମସ୍ୟା ସୃଷ୍ଟି କରିଵା ସହିତ ଶରୀରରେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରିଥାଏ , ଖାଦ୍ୟ ଖାଇବା ପୂର୍ବରୁ ହାତ ଗୋଡ ଓ ମୁହଁ ଭଲ ଭାବରେ ଧୋଇ ଖାଦ୍ୟ ଗ୍ରହଣ କରିବା ରାଜ ଯୋଗ ପ୍ରାପ୍ତି ହୋଇଥାଏ , ଏବଂ ଏହା ଆପଣଙ୍କ ଆୟୁ ବୃଦ୍ଧି ମଧ୍ୟ କରିଥାଏ , ଜଳ ପାଞ୍ଚଟି ତତ୍ତ୍ଵ ମଧ୍ୟରୁ ଏପରି ଏକ ତତ୍ତ୍ୱ ଯାହାର ସ୍ପର୍ଶ ମାତ୍ରେ ଆପଣଙ୍କୁ ପବିତ୍ର କରିଥାଏ , ଏବଂ ତଳେ ବସି ଖାଇବା ଦ୍ଵାରା ଶରୀର ଓ ମନ ମଧ୍ୟରେ ଶାନ୍ତି ସୃଷ୍ଟି ହେବା ସହିତ ନକରାତ୍ମକ ଶକ୍ତି ନାଶ ହୋଇଥାଏ , ଶାସ୍ତ୍ରରେ ମଧ୍ୟ ଚଟାଣ ଉପରେ ବସି ଖାଇବା ଦ୍ଵାରା ସର୍ବ ଉତ୍ତମ ବୋଲି ବର୍ଣ୍ଣିତ ରହିଛି , ଯେଉଁମାନଙ୍କୁ ଧନର ଅଭାବ ରହୁଛି ସେମାନେ ପଶ୍ଚିମ ଦିଗକୁ ମୁଖ କରି ଖାଇବା ଅତ୍ୟନ୍ତ ଶୁଭ ବୋଲି ମନା ଯାଉଛି , ଏହି ଦିଗକୁ ମୁଖ କରି ଖାଇବା ଦ୍ଵାରା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ ,

କଦାପି ଭଙ୍ଗାରୁଜା ବା ଚେପା ହୋଇଥିବା ଶାସନରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ , ଏହା ଆପଣଙ୍କ ଦରିଦ୍ରତା ଓ ଅଭାବକୁ ନିମନ୍ତ୍ରଣ କରିଥା୍ଏ ,ଶୟନ କକ୍ଷର ଖଟ କିମ୍ଵା ଶେଜ ଉପରେ ବସି କେବେବି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ , ଏପରି ଖଟ କିମ୍ଵା ଶେଷରେ ବସି ଖାଦ୍ୟ ଗ୍ରହଣ କରିବା ଦ୍ଵାରା ଖାଦ୍ୟରୁ ବାହାରୁଥିବା ଉର୍ଜା ପୃଥିବୀର ଉର୍ଜା ସହ ସଠିକ ଭାବରେ ମିଳନ ହୋଇପାରିନଥାଏ , ଫଳରେ ଶରୀରରେ ସେହି ଉର୍ଜା ରହେ ଓ ମାନସିକ ହାନି ପହଞ୍ଚାଇ ଥାଏ ତେବେ ଏହା ଥିଲା ଆପଣଙ୍କ ପାଇଁ ସତର୍କତା ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *