1

ପିଲାଟି ଗୁଡ଼ି ଉଡାଉଥିଵା ସମୟରେ ପହଞ୍ଚି ଗଲା ପୋଲିସ ତାପରେ ଘଟିଲା ଏହି କାଣ୍ଡ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମୟ ସମୟରେ ଏପରି କିଛି ଛୋଟ ଭୁଲ ହୋଇଯାଏ ଯାହା ଦ୍ଵାରା ଅନେକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡ଼ିଥାଏ , ଯେପରି ଛୋଟ ଛୋଟ କଥା ଘର ସଂସାର ଵର୍ଵାଦ କରିଦେଇଥାଏ ସେହିପରି ଏକ ଛୋଟ ଭୁଲ ଜଣେ ମଣିଷର ଜୀବନ ମଧ୍ୟ ନେଇପାରେ , ତେବେ ଆମ ହାତରେ ଏପରି ବହୁତ ଛୋଟ ଭୁଲ ହୋଇଥାଏ କିନ୍ତୁ ତାହା ଆମ ନଜରରେ ଆସିନଥାଏ , ଅଜଣତାରେ ହେଉଥିବା ଭୁଲ ମଧ୍ୟ ଗୋଟିଏ କାଳ ସୃଷ୍ଟି କରେ ,

ତେବେ ଆସନ୍ତୁ ଜାଣିବା ଏକ ଛୋଟ ଘଟଣା ଯାହା ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ତେବେ ଆପଣ ସମସ୍ତେ ତ ଗୁଡ଼ି ଉଡ଼ାଇବା କଥା ନିଶ୍ଚୟ ଜାଣିଥିବେ ଏବଂ ଆପଣ ଉଡ଼ାଇ ଥିବେ ମଧ୍ୟ , ତେବେ ନିକଟରେ ଗୁଡ଼ି ଉଠାଉଥିବା ସମୟରେ ତାର ସୂତା ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁବରଣ କରିଥିବା କଥା ନିଶ୍ଚୟ ଜାଣିଥିବେ , କିନ୍ତୁ ଏହା ଜାଣି ମଧ୍ୟ ଏକ ଛୋଟ ବାଳକ ଯିଏକି ପଡ଼ିଆରେ ଗୁଡ଼ି ଉଡାଉଥିଲା ଏବଂ ସେହି ସମୟରେ ପହଞ୍ଚି ଯାଇଥିଲା ପୋଲିସ ,

police 1

ତାକୁ ଦେଖି ତାର ଗୁଡିକୁ ତଳକୁ ଆଣିବାକୁ କହିଥିଲେ ଏବଂ ଗୁଡି ଉଡାଇଲେ ଥାନାକୁ ନୈଇଯିଵା କଥା କହି ଧମକି ମଧ୍ୟ ଦେଇଛନ୍ତି ଯେଉଁଥିରେ ଛୋଟ ପିଲା କାନ୍ଦିପକାଇଛି ଓ କ୍ଷମା ମାଗିଛି ଯେ ଏପରି ଆଉ ଥରେ ହେବ ନାହିଁ , ଏଥିରେ ପୋଲିସ ତାକୁ ଗାଳି ଦେଇଛନ୍ତି ଏବଂ ପିଲାଟି କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରୁଛି ଯାହା ଏକ ହାସ୍ୟ ରୂପ ନେଇଛି ଆପଣ ଏହା ଦେଖିବା ମାତ୍ରେ ନ ହସିଲେ ରହିପାରିବେ ନାହିଁ ,

ଶେଷରେ ପୋଲିସ ପିଲାଟିକୁ ଘରକୁ ପଠାଇ ଦେଇଛନ୍ତି , ଆପଣ ଏହି ଘଟଣାଟିକୁ ନେଇ କିପରି ଲାଗିଲା ନିଶ୍ଚୟ ଆମ ସହ ସେୟାର କରିଵେ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *