2

ସ୍ଵାମୀର ସବୁ ମଦ ସ୍ତ୍ରୀ ପିଇ ନେଇଥିବାରୁ ସ୍ତ୍ରୀକୁ ପିଟି ମାରିଦେଲା ସ୍ଵାମୀ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର ,

ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ସ୍ତ୍ରୀ ସବୁ ମଦ ପିଇ ଦେବାରୁ ମାରିଦେଲା ସ୍ଵାମୀ , ସାଧାରଣତଃ ସ୍ଵାମୀ ମଦ ପିଇବାରୁ ସ୍ତ୍ରୀ ବିରୋଧ କରିବା କଥା ଆପଣ ନିଶ୍ଚିତ ଶୁଣିଥିଵେ ,

wine 1

କିନ୍ତୁ ଛତିଶଗଡ଼ କୋରଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ସ୍ଵାମୀ ରଖିଯାଇଥିଵା ମଦକୁ ସ୍ତ୍ରୀ ପିଇଯାଇଥିଵାରୁ ତା ଜୀବନ ନେଇଯାଇଛି ସ୍ଵାମୀ , ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏଥିରେ ପୋଲିସ ଅଭିଯୁକ୍ତ ସ୍ଵାମୀଙ୍କୁ ଗିରଫ କରିଥିବା କଥା ଜଣାଯାଇଛି , ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ଵାମୀ ପିସକଟା ଓ ତାଙ୍କ ସ୍ତ୍ରୀ ପ୍ରେମା ଉଭୟ ମଦ୍ୟ ପାନରେ ଅଭ୍ୟସ୍ତ ଥିଲେ , ସେମାନେ ପ୍ରାୟତଃ ଏକାଠି ବସି ମଦ୍ୟ ପାନ କରୁଥିଲେ , ମହିଳା ଜଣଙ୍କ ଏତେ ନିଶାସକ୍ତ ଥିଲେ ଯେ ସେ ନିଜ ଘରେ ଦେଶୀ ମଦ ତିଆରି କରୁଥିଲେ ,

ଗତ ଶନିବାର ପ୍ରେମା ପୂର୍ବ ଭଳି ମଦ ତିଆରି କରି ରଖିଥିଲେ , ସ୍ଵାମୀ ଚିରଣ କାମରୁ ଫେରି ମଦ ପିଇବେ ବୋଲି ମିଶି କରି କଥା ହୋଇଥିଲା , କିନ୍ତୁ ସନ୍ଧ୍ୟାରେ ଚିରଣ ଫେରିବା ପରେ ତା ସ୍ତ୍ରୀ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରେ ପଡି ରହିଥିଲେ , ଏହା ଦେଖି ସ୍ତ୍ରୀକୁ ବାରମ୍ଵାର ମଦ ବିଷୟରେ ପଚାରିଥିଲେ ହେ ନିଶାରେ ଥିବା ପ୍ରେମା କୈାଣସି ଉତ୍ତର ଦେଇନଥିଲେ , ଏଥିରେ ରାଗିଯାଇ ଚିରଣ ତାର ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିଥିଲା ଏବଂ ରାତିରେ ବାହାରେ

ଛାଡ଼ି ଦେଇଥିଲା କିନ୍ତୁ ଯେତେବେଳେ ସକାଳେ ଚିରଣ ଉଠିଲା ବେଳକୁ ତା’ର ସ୍ତ୍ରୀର ମୃତ ଦେହ ତାଙ୍କ ଘର ଠାରୁ କିଛି ଦୂରରେ ଠାଵ କରାଯାଇଥିଲା , ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଆପଣ ଏହାକୁ ନେଇ କଣ କହିବାକୁ ଚାହୁଁଛନ୍ତି ନିଶ୍ଚିତ ଜଣାନ୍ତୁ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *