ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ସାଧାରଣତ ଦେଖାଯାଏ ଶାରୀରିକ ସମ୍ଫର୍କ ପରେ ଶରୀରରେ ଏକ ପ୍ରକାର ଅଲଗା ଅନୁଭୂତି ହୋଇଥାଏ ଏବଂ ପ୍ରେମ ସମ୍ଫର୍କକୁ ବଢ଼େଇବା ପାଇଁ ମଣିଷ ଯୌନ ସମ୍ଫର୍କ ବଢ଼େଇଥାଏ। ଅନ୍ୟ ଦିଗରେ ଦେଖିବାକୁ ଗଲେ ସୁରକ୍ଷିତ ଯୌନ ସମ୍ଫର୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ ଆପଣ ନିଜ ପାର୍ଟନରଙ୍କୁ ଖୁସି ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି କିନ୍ତୁ ଅନେକ ସମୟରେ ଦେଖାଯାଏ ଆମେ ଶାରୀରିକ ସମ୍ଫର୍କ ରଖିବା ପରେ ସଫାସଫି ପ୍ରତି ଧ୍ୟାନ ରଖି ନଥାଉ ଯାହା ଫଳରେ ସେହି ସମ୍ୱନ୍ଧ ମଧ୍ୟରେ ଅଳ୍ପ ବହୁତ ବାଧା ସୃଷ୍ଟି ହୋଇଥାଏ।
ଏମିତିରେ ବି ଦେଖିବାକୁ ଗଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୁଖ ସମ୍ଫର୍କ ପାଇଁ ଅସୁସ୍ଥ ଜୀବନ ଶୈଳୀ ମଧ୍ୟ ଆଵଶ୍ୟକତା ହୋଇଥାଏ ଏବଂ ଅନେକ ଦମ୍ପତି ମଧ୍ୟ ଥାଆନ୍ତି ଯେଉଁମାନେକି ସମୟ ଅଭାବ କାରଣରୁ ଦୁହେଁ ଦୁହିଁଙ୍କ ପାଇଁ ସମୟ ଦେଇ ପାରନ୍ତି ନାହିଁ। ଯଥା ସମ୍ଭବ ଦୁହେଁ ନିଜର ସେକ୍ସ ଲାଇଫଙ୍କୁ ସୁନ୍ଦର ଭାବରେ ଉପଭୋଗ କରିଥାନ୍ତି ସେକ୍ସ ଲାଇଫକୁ ଭଲ କରିବା ସଫା ସୁତରା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ପରିଶ୍ରା କରିବା ଆବଶ୍ୟକ ହୋଇଥାଏ କିନ୍ତୁ ମହିଳାମାନଙ୍କର ସଂକ୍ରମଣର କୌଣସି ଡର ନଥାଏ। କାରଣ ମହିଳାମାନଙ୍କର ମୂତ୍ର ମାର୍ଗ ଓ ପ୍ରଯୋଜନ ମାର୍ଗ ଅଲଗା ଅଲଗା ଥାଏ କିନ୍ତୁ ପୁରୁଷମାନଙ୍କର ମୂତ୍ର ମାର୍ଗ ସ୍ପର୍ମ ମାର୍ଗ ଅଲଗା ଅଲଗା ଥାଏ ଦୁହିଁଙ୍କ ମଧ୍ୟରେ ଏହି ଫରକ ଥାଏ।
ମହିଳାମାନଙ୍କର ପ୍ରାଇଭେଟ ପାର୍ଟ ବହୁତ ସମ୍ବେଦନଶୀଳ ହୋଇଥାଏ ଏବଂ ଏକ୍ସପୋର୍ଟଙ୍କ କହିବା ଅନୁସାରେ ସମ୍ୱନ୍ଧ ରଖିବା ପରେ ତୁରନ୍ତ ସେହି ସ୍ଥାନକୁ ଭଲ ଭାବରେ ସଫା ରଖିବା ଉଚିତ। ଶାରୀରିକ ସମ୍ୱନ୍ଧ ବନେଇଲା ପରେ ପରିଶ୍ରା କରିବା ଜରୁରୀ ମଧ୍ୟ ହୋଇଥାଏ କାରଣ ପରିଶ୍ରା କରିବା ଦ୍ୱାରା ପରିଶ୍ରାରେ ଥିବା ଏସିଡ ଗୁଣ ବହୁତ ସଂକ୍ରମଣରୁ ରକ୍ଷା କରିଥାଏ ତ ବନ୍ଧୁଗଣ ଜାଣିଲେ ତ ଶାରୀରିକ ସମ୍ୱନ୍ଧ ପରେ କାହିଁକି ପରିଶ୍ରା କରାଯାଏ ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।