4

ପାଞ୍ଚ ବର୍ଷିୟ ନାବାଳିକା ଝିଅକୁ ଦୁଷ୍କର୍ମ ଜାଣନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ , ପୁଣି ଲଜ୍ୟା , ପୁଣି ଅଭାବନୀୟ , ଏଭଳି ଛାତି ଥରାଇବା ପରି ଘଟଣା କୁକର୍ମ ଏଭଳି ଘଟଣା ଜଗନ୍ନାଥଙ୍କ ଧାମ ପୁରୀରୁ ଆସିଛି , ଆଉ ଯୈାନ ପିପାସୁ ମାନଙ୍କର ଶିକାର ହୋଇଛନ୍ତି ଜଣେ ପାଞ୍ଚ ବର୍ଷିୟ ନାବାଳିକା , ସହରରେ ବଢୁଛି ଅପରାଧ ,

6

ଦିନକୁ ଦିନ ଯୈାନ ପିପାସୁ ଙ୍କ ଆଡା ପାଲଟିଛି ପୁରୀ , ଏହାର ଶୀକାର ହେଉଛନ୍ତି କୋମଳ ବତୀ ନାବାଳିକା , ପୁରୀ ଟାଉନ୍ ଥାନାରେ ଜଣେ ପାଞ୍ଚ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି , ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି , ଏଭଳି ଘୃଣିତ କାମ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି , ରବିବାର ଦିନ ୧୧ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି ,

ବର୍ତମାନ ପୀଡ଼ିତାଙ୍କୁ କଟକ ତାପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି , ଆଉ ଅଭିଯୁକ୍ତକୁ ଧରିଵା ପାଇଁ ଚାରିଜଣିଆ ପୋଲିସ ଟିମ୍ ମଧ୍ୟ ଗଠିତ ହୋଇଛି , ତେବେ ଖୁବ ଶୀଘ୍ର ଅପରାଧୀ ଙ୍କୁ ଧରିବ ବୋଲି ଏସ ପି କେ ଵିସାଲ କହିଛନ୍ତି , ଅନ୍ୟପଟେ ଜଣେ ଛୋଟ ପିଲା ପ୍ରତି ଏଭଳି ଅମାନବୀୟ କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ତୀକ୍ଷ୍ଣ ପ୍ରତିକ୍ରିୟା ପ୍ରକାଶ ପାଇଛି , ତୁରନ୍ତ ଅପରାଧିଙ୍କୁ ଧରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି ପୋଲିସ , ଆଗକୁ ଜାଣିବା ପାଇଁ ଯୋଡ଼ି ରୁହନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *