ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର ,
ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଵିଵାହର ଦୁଇ ମାସ ପରେ ସ୍ତ୍ରୀର ମେଡିକାଲ ରିପୋର୍ଟ ଧରି ଥାନାରେ ପହଞ୍ଚିଲା ସ୍ଵାମୀ , ସ୍ତ୍ରୀ ସହ ଆଠ ଜଣଙ୍କ ନିମରେ ଦେଲା ଏତଲା ,
ଏହିପରି ଏକ ଘଟଣା କାନପୁର ସହର ରେ ଘଟିଛି ,ଘଟଣା ପଛରେ ଥିବା କାରଣକୁ ନେଇ ସବୁଠାରୁ ଅଧିକ ଚର୍ଚା ହେଉଛି , ଏହି ଘଟଣା ମୁତାଵକ କାନପୁର ସହରରରେ ରହୁଥିବା ଜଣେ ଯୁବକର କିଛି ମାସ ତଳେ ଵିଵାହ ହୋଇଥିଲା , କିନ୍ତୁ ଵିଵାହ ପରେ ନିଜ ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବା ନେଇ ତାଙ୍କର ଅସୁବିଧା ହୋଇଥିଲା ସ୍ତ୍ରୀ ଏହା ଏକ ସ୍ଵାସ୍ଥ୍ୟ ଗତ ସମସ୍ୟା କହି ଏଥିରୁ ଆଡ଼େଇ ଯାଇଥିଲେ , କିନ୍ତୁ ଦିନ ଗଢ଼ିବା ସହ ଏପରି ବାରମ୍ଵାର ହେଵାରୁ ସ୍ଵାମୀ ସ୍ତ୍ରୀକୁ ଏକ ଗୁପ୍ତ ରୋଗ ଚିକିତ୍ସା କରୁଥିଵା ଡାକ୍ତର ପାଖକୁ ନେଇ ଯାଇଥିଲେ ,
ସେଇଠାରେ ମହିଳାଙ୍କ ଯାଞ୍ଚ ପରେ ସେ ଜଣେ କିନ୍ନର ବୋଲି ଡାକ୍ତର କହିଥିଲେ , ଏହାପରେ ଯୁବକ ଜଣଙ୍କ ମେଡିକାଲ ରିପୋର୍ଟ ଧରି ଥାନାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଜାଣି ଶୁଣି ଜଣେ କିନ୍ନର ସହ ଵିଵାହ କରିଥିଲେ ବୋଲି ଅଭିଯୋଗ କରିଥିଲେ , ଯୁବକଙ୍କ କଥାକୁ ଆଧାର କରି ଉକ୍ତ ମହିଳା ସମେତ ପରିବାରର ଆଠ ଜଣ ସଦସ୍ୟ ଉପରେ ଏକ ଠକେଇ ମାମଲା ରୁଜୁ କରିଛି ,ଥାନା ଅଧିକାରୀ କୁଞ୍ଜ ବିହାରୀଙ୍କ କହିବା ଅନୁସାରେ କାନପୁର ଶାସ୍ତ୍ରି ନଗରରେ ଏହି ଘଟଣା ଘଟିଛି ,
ଏବଂ ଉକ୍ତ ବ୍ୟକ୍ତି ୨୮ ମାର୍ଚ ୨୦୨୧ ରେ ଵିଵାହ କରିଥିଲେ , ଅଭିଯୋଗ କରିଥିବା ବ୍ୟକ୍ତି ନିଜ ସ୍ତ୍ରୀ ଓ ଶଶୁର ଘରର ଆଠ ଜଣଙ୍କ ସହ ଏତଲା ଦେଇଛନ୍ତି ଏଥିପାଇଁ ସେ ଏକ ମେଡ଼ିକାଲ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି , ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।