ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ |
ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ପ୍ରଥମେ ବନ୍ଧୁତା , ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ଵିଵାହର ପ୍ରତିଶୃତି ପରେ ପ୍ରତାରଣା ଦେଇ ଫେରାର ମାରିଲା ପ୍ରେମିକ , ପ୍ରତିଶୃତି ଦେଇ ଏଭଳି ହୃଦୟ ଭାଙ୍ଗିବା ଖବର ରାଜ ଦଙ୍ଗା ପୁରରୁ ସାମ୍ନାକୁ ଆସିଛି , ଆଉ ଏହି ରସିକିଆ ପ୍ରେମୀକ ହେଲେ ବୀରେନ୍ଦ୍ର ନାଥ ପ୍ରଦାନ ,
ଏଠାରେ ଜଣେ ବିଧବା ନାରୀକୁ ଵିଵାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା ପରେ ଅନ୍ୟ ଜଣେ ପୁରୁଷ ସହ ସଂପର୍କ ରଖିବାକୁ କହିଥିଲା ରସିକିଆ ପ୍ରେମିକ , ଏଥିରେ ମହିଳା ରାଜି ନ ହେବାରୁ ତାଙ୍କୁ ଛାଡି ଚମ୍ପଟ ମାରିଛି ପ୍ରେମିକ , ୨୦୨୧ ରେ ଟ୍ରାନ୍ସପୋର୍ଟ ନାମକ ଏକ କମ୍ପାନୀରେ ବୀରେନ୍ଦ୍ର ନାମକ ବ୍ୟକ୍ତିଙ୍କ ସହ ପ୍ରଥମେ ଦେଖା ହୋଇଥିଲା , ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା , ଏହା ପରେ ପରସ୍ପର ନିକଟତର ହୋଇଥିଲେ , ପ୍ରେମ ସଂପର୍କ ଗଢି ଉଠୀଥିଲା , ତାପରେ ଉଭୟଙ୍କ ଭିତରେ ଶାରୀରିକ ସଂପର୍କ ଓ ବିଭିନ୍ନ ସମୟରେ ଉଭୟ ଉଭୟଙ୍କୁ କରୁଥିଲେ ଦେଖା ଏମିତିକି ବୁଲିବାକୁ ଯାଉଥିଲେ ଉଭୟ ,
ତାପରେ ବୀରେନ୍ଦ୍ର ନିଜ ଅସଲୀ ରୂପ ଦେଖାଇଛି ଶାରୀରିକ ସଂପର୍କ ପରେ ଵିଵାହକୁ ହେଲେ ଅନ୍ୟ ଏକ ଵ୍ୟକ୍ତି ସହ ଶାରୀରିକ ସଂପର୍କ ରଖିଲେ ଯାଇ ବୀରେନ୍ଦ୍ର ଵିଵାହ କରିଵେ ବୋଲି କହିଲେ , କିନ୍ତୁ ମହିଳା ଜଣଙ୍କ ମନା କରିବାରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଥା କଟା କଟି , ତେବେ ଵିଵାହ ସମୟରେ ବୀରେନ୍ଦ୍ର ବୀରେନ୍ଦ୍ର ଫେରାର ହୋଇଯାଥିଲେ ମହିଳା ଜଣଙ୍କ ବୀରେନ୍ଦ୍ରକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ , ମହିଳାଙ୍କ ବୟାନ ଅନୁସାରେ ସେ ତାଙ୍କ ଘରକୁ ପ୍ରାୟତଃ ସମୟରେ ଆସୁଥିଲେ ଏବଂ ଦେହର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରି ଶାରୀରିକ ସଂପର୍କ ରଖୁଥିଲେ , ଯେତେବେଳେ ଵିଵାହ ପାଇଁ ପ୍ରତିଶୃତି ଆସୁଥିଲା
ସେତେବେଳେ ବୀରେନ୍ଦ୍ର କିଛି ଦିନ ରହିବା ପାଇଁ କହୁଥିଲେ , କିନ୍ତୁ ତାଙ୍କ କମ୍ପାନୀର ଜଣେ ଉପର ଅଧିକାରୀ ଙ୍କ ଯୋଗୁଁ ବୀରେନ୍ଦ୍ର ଙ୍କ କାମରେ ବାଧା ପ୍ରାପ୍ତି ହେବାରୁ ସେ ନିଜ ପ୍ରେମିକା ସେ ମହିଳାଂକୁ ସେ ଉପର ଅଧିକାରୀ ସହ ଗୋଟିଏ ରାତି ବା ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ ତାପରେ ଯାଇ ସେ ଵିଵାହ କରିବେ ବୋଲି ମାନି ଥିଲେ କିନ୍ତୁ ଏଥିରେ ବୀରେନ୍ଦ୍ର ମନା କରିଦେଇଥିଲେ ଏବଂ ଫେରାର ହୋଇଯାଇଥିଲେ , ଏ ନେଇ ମହିଳା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ , ତାପରେ ପୋଲିସ ତଦନ୍ତ କରି ବୀରେନ୍ଦ୍ରକୁ ଖୋଜିବାରେ ଲାଗିଛି ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।