2

ଆପଣଙ୍କର ନାମର ପ୍ରଥମ ଅକ୍ଷର S, R, B, M ରୁ ଆରମ୍ଭ ହୋଇଛି କି ? ଆପଣଙ୍କ ପାଇଁ ଖୁସି ଖବର ଶୀଘ୍ର ଦେଖନ୍ତୁ ।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରଥମ ନାମର ଅକ୍ଷର ରୁ ହିଁ ନିଜର ଭବିଷ୍ୟତ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଜ୍ୟୋତିଷ ଶାସ୍ତ୍ର ରେ ଆମର ନାମର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କୁହାଯାଇଛି ଏବଂ ଆମେ ଏହି ନାମର ରୁ ହିଁ ସେହି ବ୍ୟକ୍ତି ର ପସନ୍ଦ ନା ପସନ୍ଦ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ଥାଉ । ଏହି ନାମର ପ୍ରଥମ ଅକ୍ଷର ରୁ ହିଁ ସେହି ବ୍ୟକ୍ତି ର କେରିଅର ବିଷୟରେ ବି ଜାଣି ହେବ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ନିଜର ନାମ ର ପ୍ରଥମ ଅକ୍ଷର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ।

ତେବେ ଆସନ୍ତୁ ଜାଣିବା । ପ୍ରଥମେ ହେଉଛି S ନାମର ଲୋକ ମାନେ -: ସବୁ ସମୟ ରେ ସାହାସୀ ଏବଂ ପରିଶ୍ରମୀ ହୋଇ ଥାନ୍ତି । ନିଜ ଲାଇଫ୍ କୁ ବିନ୍ଦାସ୍ ରେ କାଟିବା ଏମାନଙ୍କର କାମ ହୋଇ ଥାଏ । ଏମାନଙ୍କ ଲାଇପ୍ ରେ କାହାର ବି ଇଣ୍ଟର ଫିୟର ପସନ୍ଦ ଆସେ ନାହିଁ । ଏମାନେ ବହୁତ କର୍ତ୍ତବ୍ୟ ନିଷ୍ଠା ସହିତ କାର୍ଯ୍ୟ କରିଥାନ୍ତି । ଏମାନଙ୍କ ପାଇଁ ଖୁସୀ ଖବର ହେଉଛି ଯେଉଁମାନଙ୍କର ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି ।

rasi4
ସେହି ପରି କ୍ଷେତ୍ରରେ ଯଦି ଆମେ R ନାମର ଲୋକ ମାନଙ୍କ ବିଷୟ ରେ କହିବା । ତେବେ ଏମାନେ ବହୁତ ବୁଦ୍ଧି ମାନ ହେବା ସହିତ ଏମାନେ ବହୁତ ସରଳ ଏବଂ ଚାଲାଖ୍ ଲୋକ ହୋଇ ଥାନ୍ତି । ଏମାନେ ବହୁତ ଭାବୁକ ଏବଂ ଲୋକ ମାନଙ୍କୁ ସବୁ ସମୟ ରେ ସାହାଯ୍ୟ କରିବା ପାଇଁ ପସନ୍ଦ କରନ୍ତି । ଏମାନେ ନିଜର କେରିଅର କୁ ନେଇ ବହୁତ ସିରିଏସ୍ ହୋଇ ଥାନ୍ତି । ଏହି ନାମର ଲୋକ ମାନେ ସବୁ ସମୟ ଅତ୍ୟଆବଶ୍ୟକ କାର୍ଯ୍ୟ ରେ ମନ ଦିଅନ୍ତି ଏବଂ ଏମାନେ ସବୁ ସମୟ ରେ ଲୋକ ମାନଙ୍କୁ ସାହାଯ୍ୟ କରିବା ସହିତ ନିଜର ପରିବାର କୁ ଭଲ ପାଆନ୍ତି ଏବଂ ପରିବାର ମଧ୍ୟ ରେ ପ୍ରିୟ ଏବଂ ନିଜର କେରିଅର ରେ ମଧ୍ୟ ।

rasi1
ଏହା ପରେ ରହିଛି B ନାମର ଲୋକ ମାନେ । ଏମାନେ ସବୁ ସମୟ ରେ ବହୁତ ଆକର୍ଷକ ହୋଇ ଥାନ୍ତି ଏବଂ ଏମାନେ କାହା ସହିତ ସେତେ ମିଶିବା ପାଇଁ ପସନ୍ଦ କରନ୍ତି ନାହିଁ । ଏମାନେ ଜାହା ସହିତ ସାଙ୍ଗ ହୁଅନ୍ତି ପୁରା ମନ ରୁ ହିଁ ହୁଅନ୍ତୁ ଏମାନେ ସବୁ ସମୟ ରେ ଲୋକ ମାନଙ୍କୁ ରେସ୍ପେକ୍ଟ କରିବା ସହିତ ଏମାନେ ସବୁ କିଛି ଛାଡି ନିଜର କେରିଅର ଆଡକୁ ମଧ୍ୟ ମନ ଦିଅନ୍ତି । ଏହି ନାମର ଲୋକ ମାନେ କେବେ ବେଶୀ ସ୍ୱ ଅଫ୍ କରନ୍ତି ନାହିଁ । ଏମାନେ ନିଜର ମନ ଇଚ୍ଛା କାମ କରନ୍ତି ଏମାନେ ସବୁ ସମୟ ରେ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି ଏମାନେ ସବୁ ସମୟ ରେ ଆଗୁଆ ରୁହନ୍ତି ନିଜର କେରିଅର କୁ ନେଇ ।

ସେହି ପରି ଭାବେ M ଅକ୍ଷର ର ଲୋକ ମାନେ ସମ୍ଭେଦନ ଶୀଳ ଏବଂ ଆତ୍ମ ନିର୍ଭର ଶୀଳ ହୋଇ ଥାନ୍ତି । ନିଜର ଲାଇଫ୍ କୁ ଏନଜୟ କରିବା ବହୁତ ପସନ୍ଦ ହୋଇ ଥାଏ । ଏମାନଙ୍କ ଠାରେ କ୍ରିୟଟି ଭିଟି ବହୁତ ଅଧିକ ହେବା ସହିତ ଏମାନେ ଲୋକ ମାନଙ୍କ ମଧ୍ୟ ବହୁତ ଶିଘ୍ର ମିଶିଥାନ୍ତି ଏମାନେ ସବୁ ସମୟ ରେ ସଫଳ ହେବା ସହିତ ନିଜର କେରିଅର କୁ ନିଜେ ତିଆରୀ କରନ୍ତି । ଏହି ନାମର ଲୋକ ମାନଙ୍କ ପାଖରେ ବି ଏମିତି କିଛି ଦେଖିବା ପାଇଁ ମିଳେ କି ଏମାନେ ଦେଖିବା ପାଇଁ ସୁନ୍ଦର ଅଟନ୍ତି ଏମାନେ ସବୁ ସମୟ ରେ ପରିବାର ଧ୍ୟନ ରଖନ୍ତି ନିଜେ ନ ଖାଇ ଲୋକ ଙ୍କୁ ଦିଅନ୍ତୁ ତେବେ ଏମାନେ ବହୁତ ପରିଶ୍ରମୀ ଏବଂ ଏମାନେ ସବୁ ସମୟ ରେ କେରିଅର ରେ ଧ୍ୟନ ଦିଅନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *