ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି | ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି |
ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର | ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ |
ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଝିଅ ସହ ହୋଇଛି ଚଉଠୀ ରାତିରେ ଗଣ ଦୁଷ୍କର୍ମ | ତେବେ ଵିଵାହ ପରେ ଝିଅ ଅନେକ ଆଶା ନେଇ ଆସିଥାଏ | ନୂଆ କରି ସଂସାର ଗଢ଼ିବ ଓ ବାକି ଜୀଵନ ସ୍ଵାମୀ ସହ କଟାଇଵ ବୋଲି ସବୁ ନବ ଵିଵାହିତଙ୍କ ସ୍ବପ୍ନ ରହିଥାଏ | କିନ୍ତୁ କିଛି ଅମଣିଷ ପାଇ କିଛି ଝିଅମାନଙ୍କର ସ୍ଵପ୍ନ ଭାଙ୍ଗି ଚୁର ଚୁର ହୋଇଯାଏ |
ତେବେ ଏହିପରି ଏକ ମାମଲା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଯେଉଁଠାରେ ଜଣେ ନବବିବାହିତା ଙ୍କୁ ତାଙ୍କ ସ୍ଵାମୀ ଓ ଦୁଇ ସାଙ୍ଗ ଗଣ ଦୁଷ୍କର୍ମ କରିଥିବା କଥା ମାମଲା ସାମ୍ନାକୁ ଆସିଛି | ୟୁପିର ଇଟାୱଆ ଜିଲ୍ଲାର ଚାଓଵିୟା ପୋଲିସ ଥାନା ଅଞ୍ଚଳର ଜମିଦାର ଯୁବତୀଙ୍କ ନଭେମ୍ବର ୨୮ ତାରିଖରେ ଵିଵାହ ଅନୁଷ୍ଠିତ ହୋଇଥିଲା ସେ ଶାଶୁ ଘରକୁ ଆସିବା ପରେ ଚଉଠୀ ରାତିରେ ତାଙ୍କ ସ୍ଵାମୀ ମହିଳାଙ୍କୁ ଏକ ଟେଵଲେଟ ଖାଇବାକୁ ଦେଇଥିଲେ ଟେଵଲେଟ ଖାଇଵା ପରେ ମହିଳା ଜଣଙ୍କ ହଠାତ୍ ବେହୋସ୍ ହୋଇଯାଇଥିଲେ ଏବଂ ହୋସ ଆସିବା ପରେ ଦେଖିଲେ ଯେ ଦୁଇ ଜଣ ଅଜ୍ଞାତ ଯୁବକ ବାହାରି ଯାଇଥିବାର ମହିଳା ଜଣଙ୍କ ଦେଖିଥିବା ର ଅଭିଯୋଗ କରିଥିଲେ , ହୋସ ଆସିବା ପରେ ସ୍ଵାମୀ ଓ ତାଙ୍କ ସାଙ୍ଗ ମାନେ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଜାଣି ପାରିଥିଲେ |
ଏହା ବିଷୟରେ ପଚାରିବାରୁ ସ୍ଵାମୀ ଓ ତାର ଶଶୁର ଘର ଲୋକେ ପାଲଟା ଦୋଷ ଦେଇଥିବା ପୀଡିତା କହିଛନ୍ତି , ତେବେ ଏହା ପରେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି , ପୀଡ଼ିତାଙ୍କ ପରିଵାର ଲୋକେ କରିଥିବା ଅଭିଯୋଗକୁ ଆଧାର କରି ପୋଲି ତଦନ୍ତ ଆରମ୍ଭ କରିଛି , ତେବେ ଏହା ପ୍ରତି ଆପଣଙ୍କ କଣ ରହିଛି ମତାମତ ନିଶ୍ଚୟ ଜଣାନ୍ତୁ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।