ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଓଡ଼ିଆ ଫିମେଲ ପ୍ଲେ ବ୍ୟାକ୍ ସିଙ୍ଗର ଅସୀମା ପଣ୍ଡା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି। ଅସୀମା ପଣ୍ଡାଙ୍କୁ ଅବା କିଏ ବା ନଜାଣେ। ସେ ତାଙ୍କ ଗୀତରେ ଓଡିଶା ବାସୀଙ୍କର ସମସ୍ତଙ୍କର ମନକୁ କିଣି ଘରେ ଘରେ ପରିଚିତ ହୋଇଛନ୍ତି।ସେ ଯୋଉ ଗୀତ ଗାଆନ୍ତି ସେ ଗୀତ ହିଟ ହୁଏ । ଓଡ଼ିଶାର ଘରେ ଘରେ ପରିଚିତ ଓଲିଉଡ ପ୍ଲେ ବ୍ୟାକ୍ ଗାୟିକା ଅସୀମା ପଣ୍ଡା।ସେ ଏକାଧାରରେ ଏକ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ଏକ ଯାଦୁକରି ସ୍ୱର ଅଛି ତାଙ୍କୁ ସଂଗୀତରେ କ୍ୟାରିଅର କରିବା ପାଇଁ ଘର ଲୋକ ସମର୍ଥନ କରିଥିବାରୁ ସେ ସେଥିପାଇଁ ଘର ଲୋକଙ୍କୁ ଅଧିକ ଧନ୍ୟବାଦ ଦେଇଛନ୍ତି।
ତାଙ୍କ କହିବା ନୁସାରେ ଗୀତ ଗାଇବା ମୋର ଜୀବନ ଗୀତ ଗାଇବାକୁ କେବେ ମଧ୍ୟ ଛାଡ଼ି ପାରି ନଥିଲେ ଅସୀମା ପଣ୍ଡା ଏହାପରେ ଅସୀମା ଆଗକୁ ବଢି ଚାଲିଲେ।ଅସୀମା ପଣ୍ଡାଙ୍କ ଜୀବନଶୈଳୀ ବିଷୟରେ ଯଦି ଆମେ କଥା ହେବାକୁ ଯିବା ତେବେ ଅସୀମା ପଣ୍ଡା ନିଜେ ଏକ ସାକ୍ଷାତକାର ରେ କହିଥିଲେ କି ସେ ବିବାହିତା ଥିଲେ ଏବଂ ଛାଡପତ୍ର ନେଇ ସାରିଛନ୍ତି। ଅସୀମା ପଣ୍ଡା ଙ୍କ ସମ୍ପତ୍ତି ବିଷୟରେ ଯଦି କହିବାକୁ ଯିବା, ଅସୀମା ଙ୍କ ଘର ଢେଙ୍କାନାଳ ରେ ଅଟେ। ତାଙ୍କ ଘରର ଦାମ୍ ୨୦ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୨୫ ଲକ୍ଷ ଟଙ୍କା। ସେ ଗୋଟିଏ ଫିଲ୍ମ ଗୀତ ଗାଇବା ପାଇଁ ୫୦ ହଜାର ଟଙ୍କା ନେଉଥିବା ବେଳେ ଗୋଟିଏ ଆଲବମ ଗୀତ ଗାଇବା ପାଇଁ ୧୦ ହଜାର ରୁ ୧୫ ହଜାର ଟଙ୍କା ନେଇଥାନ୍ତି ଦଶହରା ଦୀପାବଳୀ ଲକ୍ଷ୍ମୀ ପୂଜା ଭଳି ଉତ୍ସବ ରେ ଷ୍ଟେଜ ଶୋ କରିବା ପାଇଁ ସେ ରାତିକୁ ୫୦ ହଜାର ଟଙ୍କାରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି।
ତାଙ୍କର ଏକ କାର ରହିଛି। ନିକଟରେ ସେ ଲଣ୍ଡନ ବୁଲିବାକୁ ଯାଇଥିଲେ ନିଜ ବାପା ଙ୍କ ସହିତ ଏହି ଟ୍ରିପ ରେ ସେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଅସୀମା ଙ୍କର ନିଜସ୍ୱ ଏକ ଗୀତ ପ୍ରଡକ୍ସନ ହାଉସ ଏପି ମ୍ୟୁଜିକ ମଧ୍ୟ ରହିଛି।ତାଙ୍କ ଜୀବନରେ ମଧ୍ୟ ଅନେକ ବାଧା ବିଘ୍ନ ଆସିଥିଲା। ସେସବୁ କୁ ପଛରେ ପକାଇ ଆଜି ସେ ଓଡ଼ିଶାର ନମ୍ବର ୧ ଫିମେଲ ପ୍ଲେ ବ୍ୟାକ୍ ସିଙ୍ଗର ତାଙ୍କ +୨ କଲେଜ ସମୟରେ କିଛି ସମୟ ପାଇଁ ସେ ସଙ୍ଗୀତରୁ ବିଚ୍ୟୁତ ହୋଇଥିଲେ ମଧ୍ୟ ସେ କଲେଜରୁ ପାସ୍ କରିବା ପରେ ସେ ପୁଣିଥରେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ତାଙ୍କ ଜୀବନର ମଧ୍ୟ କିଛି ସିକ୍ରେଟ ଅଛି ଯାହା କି ସେ ଏକ ସାକ୍ଷାତକାର ରେ ସ୍ୱୀକାର କରିଥିଲେ ଅସୀମା ପଣ୍ଡାଙ୍କ ସ୍ୱାମୀ ଆନସ ମିଶ୍ର ଥିଲେ।
ସେ ଜଣେ ବିଜନେସ ମ୍ୟାନ୍ ଥିଲେ ୨୦୧୪ ମସିହା ରେ ସେ, ଅସୀମା ଙ୍କୁ ବିବାହ କରିଥିଲେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କ ରେ ଫାଟ ଆସିଲା ଏବଂ ଦୁହେଁ ଦୁହିଁଙ୍କୁ ୨୦୧୬ ମସିହା ରେ ଡିଭର୍ସ ବା ଛାଡପତ୍ର ଦେଇଥିଲେ।ଏହାପରେ ଅସୀମା ସିଙ୍ଗଲ ଅଛନ୍ତି।ଆଜି ସୁଧା ଡ଼ିଭର୍ସର କାରଣ ଅସ୍ପଷ୍ଟ ଡିଭର୍ସ ପରେ ଅସୀମା ଓଲିଉଡ ରେ ଆହୁରି ଅଧିକ କାମ ପାଇବାରେ ଲାଗିଲେ ରାତାରାତି ହଳଦୀ ଗିନା ଗୀତରୁ ସିଙ୍ଗିଙ୍ଗ ସୁପରଷ୍ଟାର ହୋଇଗଲେ ଅସୀମା ପଣ୍ଡା । ଏହାପରେ ରାନୁ ଲୋ ରାନୁ ଗୀତରୁ ପପୁ ପମ ପମ୍ ଙ୍କ ସହ ଗାଈ ସଫଳତାର ଆହୁରି ଗୋଟିଏ ପାହାଚ ଚଢ଼ିଲେ ଅସୀମା ପଣ୍ଡା ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।