unnamed (1)

ଏହି 5ଟି ଲକ୍ଷଣ ଥିବା କନ୍ୟା – ନିଜ ସ୍ୱାମୀଙ୍କୁ କରନ୍ତି (ମାଲାମାଲ୍) |

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପାଞ୍ଚ ଟି ଲକ୍ଷଣ ରହି ଥିବା ଲୋକ ମାନେ ସ୍ୱାମୀ ଙ୍କୁ କରି ଥାନ୍ତି ମାଲାମାଲ୍ । ମଣିଷ ଶରୀର ର ହସ୍ତ ରେଖା ତଥା ଶରୀର ରେ ରହି ଥିବା ବିଭିନ୍ନ ଚିହ୍ନ ଏବଂ ଶାରୀରିକ ଗଠନ ରୁ ଜଣେ ଯୁବତୀ ଙ୍କର ସ୍ୱଭାବ ଏବଂ ଚରିତ୍ର ବିଷୟ ରେ ଜାଣି ହୋଇ ଥାଏ । ତଥା ସେମାନଙ୍କ ଭାଗ୍ୟ ଏବଂ ଭବିଷ୍ୟତ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆକଳନ କରି ହୋଇ ଥାଏ ।

ସେହି ପରି ସାମୁଦ୍ରିକ ଶାସ୍ତ୍ରରେଏକ ପ୍ରାଚୀନ ଶାସ୍ତ୍ର ଯେଉଁ ଥିରେ ଏହି ବିଷୟ ରେ ସବୁ କିଛି ମିଳି ଥାଏ । ଏହି ଶାସ୍ତ୍ର ଅନୁସାରେ କନ୍ୟା ର ଲକ୍ଷଣ ଯଦି ଏହି 5 ପ୍ରକାରର ହୋଇ ଥାଏ ତେବେ ସେମାନେ ନିଜର ସ୍ୱାମୀ ଙ୍କୁ ମାଲା ମାଲ କରି ଦେଇ ଥାନ୍ତି । ତେବେ ଆମେ ଆଜି ଏଠାରେ ଆପଣ ମାନଙ୍କୁ ସେହି ସବୁ ଲକ୍ଷଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ

girl
ତେବେ ପ୍ରଥମ ଲକ୍ଷଣ ଟି ହେଲା ସିଧା ବା ଉନ୍ନତ ସାଶା ବା ନାକ କୁ ଶୁଭଙ୍କର ବୋଲି କୁହା ଜାଇଛି । ଏହା ସହିତ ଲାଲ ରଙ୍ଗ ର ଓଠ ହୋଇ ଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା ହୋଇଛି । ଏମାନେ ନିଜ ସ୍ୱାମୀ ଙ୍କୁ ଭାଗ୍ୟ ଶାଳୀ କରିଥାନ୍ତି ।

ଦ୍ୱତୀୟ ଲକ୍ଷଣ ଯେଉଁ କନ୍ୟା ମାନଙ୍କ ଜିଭ ଲମ୍ଭା ଏବଂ ବେକ ଛୋଟ ହୋଇ ଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏମାନେ ନିଜ ସ୍ୱାମୀ ଙ୍କ ଅଧିକ ଯତ୍ନ ନେଇ ଥାନ୍ତି । ତୃତୀୟ ଲକ୍ଷଣ ହେଲା କନ୍ୟା ର ଶୀର ଯଦି ଆଗ ପଟକୁ ଉଞ୍ଚା ରହି ଥାଏ ତେବେ ବି ସେ ସ୍ୱଭାଗ୍ୟବତୀ ହୋଇ ଥାନ୍ତି । ଏମାନେ ସବୁ ବେଳେ ସ୍ୱାମୀ ଙ୍କ ପ୍ରତି ବିଶ୍ୱସ୍ଥ ହୋଇ ଥାନ୍ତି ।

ଏବଂ ଚାରି ନମ୍ବର ଲକ୍ଷଣ ହେଲା ଯେଉଁ କନ୍ୟାର ତଳିପାଦ ଚିକଣ ଏବଂ ସମତଳ ହୋଇ ଥାଏ ସେମାନେ ଲକ୍ଷ୍ମୀବନ୍ତ ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କୁ ଧନୀ ହେବାର ବି ବହୁତ ସାହାଯ୍ୟ କରି ଥାନ୍ତି ।

ସେହି ପରି ସେଷ ଲକ୍ଷଣ ହେଲା ଯେଉଁ ନାରୀ ର ଗଭୀର ନାଭୀ ଥାଏ ସେମାନେ ବି ଧନ ସଂମ୍ପତୀ କ୍ଷେତ୍ର ରେ ବହୁତ ଗୁରୁତ୍ୱର ହୋଇ ଥାନ୍ତି । ଏମାନେ ସ୍ୱାମୀ ଙ୍କୁ ଧନୀ କରିବାରେ ଲାଗି ପଡି ଥାନ୍ତି ।

Leave a Reply

Your email address will not be published. Required fields are marked *