ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,
ତେଵେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ଷ୍ଟାଇଲିସ ମଧ୍ୟ ହୋଇଥାନ୍ତି , କେତେକ କଳାକାର ଏପରି ଅଛନ୍ତି ଯେଉଁମାନେ କି ଵିଵାହ କରିସାରିଛନ୍ତି ଓ କେତେକ ଏପରି ଅଛନ୍ତି ଯେଉଁମାନେ କି ଅବିବାହିତା ଅଛନ୍ତି , ତେବେ ଆଜି ଆମେ ଜାଣିବା ସେହି ଅଭିନେତାଙ୍କ ବିଷୟରେ ଯାହାଙ୍କର କିଛି ଦିନ ହେବ ଵିଵାହର ଚର୍ଚା ଚାଲି ରହିଥିଲା ,
କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଵିଵାହ ହୋଇସାରିଛି ତେବେ ସେ ଆଉ କେହି ନୁହେଁ ଆମେ ଯାହାଙ୍କୁ ଅନେକ ଥର ଚଳଚିତ୍ର , ଟିଭି ସୋ , ଓ ହାସ୍ୟ ସୋ ରେ ମଧ୍ୟ ଦେଖିବାକୁ ପାଇଛୁ ଯିଏ ହେଉଛନ୍ତି ହାସ୍ୟ ଅଭିନେତା ପ୍ରଜ୍ଞାନ , ହଁ ବନ୍ଧୁଗଣ ହାସ୍ୟ ଅଭିନେତା ପ୍ରଜ୍ଞାନ ଯିଏକି ନିଜର ଅଭିନୟ ଦ୍ଵାରା ଓଡ଼ିଶାର ଘରେ ଘରେ ପରିଚିତ , ତାଙ୍କର ହାସ୍ୟ ଅଭିନୟ ଦେଖି ଲୋକେ ରହିପାରନ୍ତି ନାହିଁ , ସେ ଏତେ ହାସ୍ୟ ଅଭିନୟ କରିଥାନ୍ତି ଯାହାକୁ ଦେଖିଲେ ଆମେ ନ ହସି ରହିପାରିଵୁ ନାହିଁ ,
ତାଙ୍କର ଅନେକ ଟିଭି ସିରିଏଲ ରହିଛି ସେଥିମଧ୍ୟରୁ ମିଷ୍ଟର.ନୋନସେନ୍ସ , ସିଆଇଡି , ଭେଜା ଫ୍ରାଏ , କେ.ଵି.ସି , କଣ କଲା ସେ , ପରି ଓଡ଼ିଆ ଟିଭି ସିରିଏଲ ରେ କାମ କରିଛନ୍ତି , ଆହୁରି ମଧ୍ୟ ତାଙ୍କ ଓଡ଼ିଆ ଚଳଚ୍ଚିତ୍ର ଇଡିଓଟ , ମୁଁ ପ୍ରେମୀ ମୁଁ ପାଗଳ , ତୁ ମୋ ଆରମ୍ଭ ତୁ ମୋ ଶେଷ , ସୁପର ମିଛୁଆ , ତୁ ମୋ ଲଭ୍ ଷ୍ଟୋରି , ଏହିପରି ସେ ୩୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ,
ତାଙ୍କର ପୂର୍ବତନ ପ୍ରେମିକା ସୁନନ୍ଦା ଯାହାଙ୍କୁ ସେ ବହୁତ ଭଲ ପାଉଥିଲେ ଏବଂ ଶେଷରେ ସେ ତାଙ୍କୁ ହିଁ ଵିଵାହ କରିଛନ୍ତି , ତେବେ ତାଙ୍କ ଵିଵାହ ରେ ଅନେକ ଅଭିନେତା ଅଭିନେତ୍ରୀ ଆସି ବହୁତ ଏଞ୍ଜୟ୍ କରିଛନ୍ତି , କିନ୍ତୁ ବର୍ତମାନ କିଛି ସମୟ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଵାରେ ଲାଗିଛି ଯେ ସୁନନ୍ଦା ବର୍ତମାନ ପ୍ରଜ୍ଞାନ ଙ୍କ ପ୍ରେମକୁ ଭୁଲି ତାଙ୍କ ନଣନ୍ଦଙ୍କ ପ୍ରେମରେ ପଡିଛନ୍ତି ,
ସେ ଘରକୁ ପ୍ରଜ୍ଞାନ ଙ୍କ ଘରେ ପହଞ୍ଚି ଯାଇଛନ୍ତି , ଏବଂ ସେଠାରେ ପ୍ରଜ୍ଞାନ ଙ୍କ ସାନ ଭଉଣୀକୁ ବହୁତ ଭଲ ପାଉଛନ୍ତି , ନିଜ ହାତରେ ସେ ନଣନ୍ଦଙ୍କୁ ଖୋଇଦେଵାର ଦୃଶ୍ୟ ମଧ୍ୟ ଭାଇରାଲ ହେଉଛି , ତେବେ ଆପଣ ମଧ୍ୟ ଦେଖିପାରୁଥିବେ କିପରି ସେ ନିଜ ନଣନ୍ଦଙ୍କ ପ୍ରେମରେ ପଡିଯାଇଛନ୍ତି ତେବେ ଆପଣଙ୍କ କଣ ରହିଛି ମତାମତ ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।