3

ଛୁଆ ପିଲା ହେଉନଥିଲେ ବା ଗର୍ଭ ରହୁନଥିଲେ କରନ୍ତୁ ଏହି ଉପାୟ ନିଶ୍ଚିତ ରହିବ ଗର୍ଭ |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାରମ୍ଵାର ଚେଷ୍ଟା ପରେ ବି ଯଦି ଆପଣଙ୍କ ଗର୍ଭ ରହୁନାହିଁ ତେବେ ଆଜିର ଏହି ଭିଡିଓକୁ ସଂପୁର୍ଣ୍ଣ ଦେଖନ୍ତୁ , ଅନେକ ଲୋକ ବିଭିନ୍ନ ପ୍ରକାରର ଉପାୟ ଆପଣାଇଲା ପରେ ବି ସେମାନଙ୍କର ଗର୍ଭ ରହିନଥାଏ , ଗର୍ଭ ନ ରହିବାର ଅନେକ ପ୍ରକାରର କାରଣ ହୋଇଥାଏ , କିନ୍ତୁ ଆୟୁର୍ବେଦ ରେ କିଛି ଏମିତି ଉପାୟ ବର୍ଣିତ ଅଛି ଯାହାର ପ୍ରୟୋଗ କରି ବା ଯାହାର ସେବନ କରି ଆପଣଙ୍କ ଗର୍ଭ ରହିପାରିବ ,

ତେବେ ସମୟ ବିଳମ୍ବ ନ କରି ଆସନ୍ତୁ ଜାଣିବା ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବା ଗର୍ଭ ରଖିବା ପାଇଁ ଆଜିର ଏହି ଘରୋଇ ଉପଚାରକୁ କିପରି ବଳେଇବେ ଏବଂ ଏହାର ସେବନ କିପରି କରିବେ , ବନ୍ଧୁଗଣ ପ୍ରଥମେ ଆପଣଙ୍କୁ ଏହି ରେମେଡି ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ଵସାଆନ୍ତୁ ଏବଂ ସେଥିରେ ଏକ ଲିଟର ନର୍ମାଲ ପାଣି ଢାଳନ୍ତୁ , ଏବେ ସେହି ପାଣିରେ ଆପଣ ଆଢେଇଶ କ୍ଷୀର ଢାଳନ୍ତୁ ,

pregnet 2

ଆପଣ ଏଥିପାଇଁ କଞ୍ଚା କ୍ଷୀର ବା ଫୁଟା କ୍ଷୀରର ପ୍ରୟୋଗ କରିପାରିବେ , ଏବେ ଏଥିରେ ଆପଣ ଏକ ଚାମଚ ଅଶ୍ଵଗନ୍ଦା ଚୂନ ପକାନ୍ତୁ , ଏହା ଆପଣଙ୍କୁ କୈାଣସି ବି ପୁଟଳ ବଣିଆ ଦୋକାନରେ ସହଜରେ ମିଳିଯିବ , ଏହାକୁ ଏବେ ଭଲ ଭାବରେ ଫୁଟାନ୍ତୁ , ଏବେ ଏଥିରେ ଆପଣ ଏକ ଚାମଚ ବା ଖଣ୍ଡେ ମିଶ୍ରି ପକାନ୍ତୁ , ଏବେ ଆପଣ ଏଥିରେ ଅଧା ଚାମଚ ଗାଈ ଘିଅ ନିଶ୍ଚିତ ପକାନ୍ତୁ ,

ଦେଖନ୍ତୁ ବନ୍ଧୁଗଣ କ୍ଷୀରକୁ ୨୦ ରୁ ୧୫ ମିନିଟ ଫୁଟାଇବା ପରେ ଏହା ଫୁଟି ଫୁଟି ଆଢେଇଶ ଏମ.ଏଲ ହୋଇଯାଇଥିବା , ଏବେ ଏହାକୁ ବନ୍ଦ କରି କ୍ଷୀରକୁ ଥଣ୍ଡା ହେବାକୁ ଦିଅନ୍ତୁ , କ୍ଷୀର ଅଳ୍ପ ଥଣ୍ଡା ହେଵା ପରେ ଆପଣ ଏହାକୁ ଗୋଟିଏ ଗ୍ଳାସରେ ଢାଳିନିୟନ୍ତୁ , ଏବେ ଆପଣଙ୍କ ଏହି ଉପଚାର ବିନି ପ୍ରସ୍ତୁତ , ଏବେ ଜାଣିବା ଆପଣ ଏହାର ସେବନ କିପରି କରିବେ , ବନ୍ଧୁଗଣ ଏହା ଧ୍ୟାନ କରି ପଢନ୍ତୁ ଯେ ଏହାର ସେବନ କରିବାର ବିଧି ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ ,

ଆପଣ ଏହାକୁ ଏହିପରି ବନେଇ ଋତୁସ୍ରାବର ଚାରିଦିନ ରୁ ଆରମ୍ଭ କରି ପାଞ୍ଚ ଦିନ ଯାଏ ଏହାକୁ ଲଗାତାର ପିଇବାକୁ ହେବ , ତାପରେ ଆପଣ ନିଜ ପାଟନର୍ ସହ ସହବାସ କରିବେ ତେବେ ଗର୍ଭ ସୁନିଶ୍ଚିତ ରହିବ , ଏହା ବହୁ ପରୀକ୍ଷିତ ଓ ବହୁ ପୁରାତନ ଘରୋଇ ଉପଚାର ଅଟେ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *