4

ଝିଅକୁ ୨0 ବେଳେ ପ୍ରେମିକ ୭୭ ବୟସ ଜାଣନ୍ତୁ କିପରି ହୋଇଛି ରାସଲୀଳା – ଜାଣି ରଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ |

yeello

ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ୭୭ ବର୍ଷିୟ ବୃଦ୍ଧଙ୍କ ପ୍ରେମରେ ୨୦ ବର୍ଷିୟ ଯୁବତୀ , କେବଳ ଯେ ପ୍ରେମ ନୁହେଁ ଅଳ୍ପ ଦିନ ମଧ୍ୟରେ ବିବାହ ମଧ୍ୟ କରିବାକୁ ଯାଉଛନ୍ତି , ଵ୍ୟକ୍ତି ଜଣଙ୍କ ବ୍ରିଟେନର ନିବାସୀ ହୋଇଥିବା ବେଳେ ଯୁବତୀ ମିଆମାରରେ ରୁହନ୍ତି , ଏହା ସତ୍ବେ ଭିନ୍ନ ଦେଶ ଓ ଉଭୟଙ୍କ ମଧ୍ୟରେ ଥିଵା ପାର୍ଥକ୍ୟ ଏମାନଙ୍କ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରିନାହିଁ ,

ତେବେ ଏହି ଯୋଡି ଓ ସେମାନଙ୍କ ମଧ୍ୟରେ ପ୍ରେମ କାହାଣୀ ଗଣ ମାଧ୍ୟମରେ ବେଶ ଚର୍ଚାର ଵିଷୟ ପାଲଟିଛି , ଯୁବତୀଙ୍କ ନାମ ଯୋ ହୋଇଥିବା ବେଳେ ସେ ଜଣେ ଛାତ୍ରୀ ଅଟନ୍ତି , କିଛି ମାସ ତଳେ ତାଙ୍କ ମୟୁଜିକ ପ୍ରଣ୍ଡୁସର ଏକ ରିପିନ ସାଇଡରେ ଦେଖା ହୋଇଥିଲା ,ଉଭୟ କିଛି ଦିନ ପର୍ଯ୍ୟନ୍ତ କଥା ବାର୍ତା ହୋଇଥିଲେ , ଦୀର୍ଘ ଦିନ ପର୍ଯ୍ୟନ୍ତ ଉଭୟ ଯୋୖନ ସଂଵୋଧିତ କଥା ବାର୍ତା ହେଵା ପରେ ସେମାନଙ୍କ ଭିତରେ ଭାଵନାତ୍ମକ ସଂପର୍କ ଗଢି ଉଠିଥିଲା , ଯୋ ଏପରି ଜଣେ ବ୍ୟକ୍ତି ଖୋଜୁଥିଲେ ଯିଏ ତାକୁ ପାଠ ପଢ଼ାରେ ଏବଂ ଆର୍ଥିକ ରୂପେ ସାହାଯ୍ୟ କରିବ ,

ଅନ୍ୟ ପକ୍ଷରେ ଡେଭିଡଙ୍କ ବୟସ ୭୭ ହୋଇଥିଲେ ହେଁ ତାଙ୍କର ମନ ଏପର୍ଯ୍ୟନ୍ତ ଯୁବା ଅବସ୍ଥାରେ ରହିଛି , ସେ ୫୦ ବର୍ଷ କମ ଯୁବତୀ ସହ ଡେଟ କରିବାକୁ ଚାହୁଁଥିଲେ , ଉଭୟ ଵିଵାହ କରିବା ପାଇଁ ରାଜି ଥିଲା ବେଳେ ଯୋଙ୍କର ପାସପୋର୍ଟ ଓ ଭିଜାକୁ ଅପେକ୍ଷା ରହିଛି ତେବେ ଏହା ଜାଣି ଆପଣଙ୍କ କିପରି ଲାଗିଲା ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *