5

ନିର୍ବାଚନ ପାଇଁ ପ୍ରାର୍ଥୀକୁ ପଡିଲା ମହଙ୍ଗା – କରିବାକୁ ହେଲା ଵିଵାହ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିର୍ବାଚନ ସମୟ ପାଖେଇ ଆସିଲାଣି ସେଥିପାଇଁ ଗାଦି ହାସଲ କରିବା ପାଇଁ କିଏ ଏଠି ଟଙ୍କା ଫିଙ୍ଗିଵ ତ କିଏ ଏଠି ଛୁରୀ ଆଦି ଚଲେଇବ , ନିର୍ବାଚନ ପାଇଁ ଲାଗିଛି ଦୈଡ , କିଏ ଜିତିବ କିଏ ହାରିବା ତାହା କେବଳ ଜନତା ହାତରେ ରହିଛି , ତେବେ ଏହି ସମୟରେ ଏପରି ଏକ ଘଟଣା ଭାଇରାଲ ହୋଇଛି ଯିଏକି ନିର୍ବାଚନ ପାଇଁ ଵିଵାହ କରିଛନ୍ତି ,

ତେବେ ଆସନ୍ତୁ ଜାଣିବା କାହିଁକି ଵିଵାହ ପଡ଼ିଲା ଏତେ ଜରୁରୀ , ନିର୍ବାଚନ ମଇଦାନରେ ଘର ଘର ବୁଲି ଅପେକ୍ଷା କରିଛନ୍ତି ବର କନ୍ୟା , ହାତରୁ ମେହେନ୍ଦି ଲିଭି ନାହିଁ ପାଖରୁ ଅଳତା ଗାଁର ଯାଇ ନାହିଁ , ତଥାପି ଘରେ ଘରେ ବୁଝାଇବାରେ ଲାଗିଛନ୍ତି ନବବିବାହିତା ଦମ୍ପତି , ଗାଦି ହାତେଇବା ପାଇଁ କିଏ ପାଣି ଖୋଳି ଟଙ୍କା ଖର୍ଚ କରୁଛି ତ କିଏ ଜନତାଙ୍କ ସ୍ନେହ ଶ୍ରଦ୍ଧକୁ ପାର୍ଥେୟ କରି ଆଗକୁ ବଢୁଛନ୍ତି ,

marrage 2

କିନ୍ତୁ ଏ ପ୍ରାର୍ଥୀ ଙ୍କ କ୍ଷେତ୍ରରେ ସଂପୁର୍ଣ୍ଣ ଭିନ୍ନ , ଏ ପ୍ରାର୍ଥୀଙ୍କୁ ସରପଞ୍ଚ ଗାଦି ହତେଇଵା ପାଇଁ ତାଙ୍କୁ ଵିଵାହ କରିବାକୁ ପଡିଲା , ସରପଞ୍ଚ ଗାଦି ପାଇଁ ସିନ୍ଥି ରେ ସେ ପିନ୍ଧିଲେ ସିନ୍ଦୁର , ଏହା ବ୍ୟତିତ ଅନ୍ୟ କୈାଣସି ବିକଳ୍ପ ନଥିଲା , ଗଞ୍ଜାମ ଜିଲ୍ଲା ଖଲିକୋଟ ଵ୍ଳକର ଆଇଟି ପୁର ପଞ୍ଚାୟତର ପ୍ରସାନ୍ତ କୁମାର ପଲାଇ , ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହେବେ ବୋଲି ଇଚ୍ଛୁକ ଥିଲେ ,

ଅଚାନକ ସେ ସରପଞ୍ଚ ପଦଵି ମହିଳାଙ୍କ ପାଇଁ ସୁରକ୍ଷିତ ହୋଇଗଲା , ଶେଷରେ ପ୍ରସାନ୍ତ ନିଷ୍ପତ୍ତି ନେଲେ ଯେ ଚଳିତ ପଞ୍ଚାୟତ ଇଲେକ୍ସନ ରେ ନିଜ ପତ୍ନୀଙ୍କୁ ପ୍ରାର୍ଥୀ ଭାବେ ଠିଆ କରିବେ ବୋଲି ମନସ୍ଥ କରିଥିଲେ, ପତ୍ନୀ ପ୍ରଭାତି ମଧ୍ୟ ଇଲେକ୍ସନ ପାଇଁ ରାଜି ହୋଇଛନ୍ତି , ତେବେ ସରପଞ୍ଚ ଗାଦି ହାତେଇବା ପାଇଁ ଏଠି ସ୍ଵାମୀ ସ୍ତ୍ରୀ ଜୋରଦାର କସରତ ଆରମ୍ଭ କରିଛନ୍ତି ,

ଲୋକଙ୍କ ସେବା ପାଇଁ ଯିଏ ବାହାହେବା ପାଇଁ ପଛେଇନାହାନ୍ତି ସେ ଲୋକଙ୍କ ସେବା କରିବେ ବୋଲି ପ୍ରମାଣ ମିଳିିଛି ତେବେ ଆପଣଙ୍କ କଣ ରହିଛି ମତାମତ ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *