6

ଧନୁ ରାଶିର ଫେବୃଆରୀ ମାସର ମାସିକ ରାଶିଫଳ – ଜାଣି ରଖନ୍ତୁ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର ଧନୁ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,

ତେବେ ଏହି ମାସିକ ରାଶିଫଳ କିପରି ଫଳ ପ୍ରଦାନ କରିବ , ଏବଂ କଣ କରିବେ ଅଶୁଭ ଗ୍ରହର ଅଶୁଭ ପ୍ରତିକାରକୁ ଖଣ୍ଡନ କରିବା ପାଇଁ , ତେବେ ଆସନ୍ତୁ ଜାଣିବା ଧନୁ ରାଶି ବିଷୟରେ , ବନ୍ଧୁଗଣ ଯେଉଁମାନଙ୍କର ଯେକୌଣସି ମାସର ୭,୧୬,୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜଳ୍ମ ହୋଇଥିବେ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ଧନୁ ରାଶି ହେବ , ତେବେ ଆସନ୍ତୁ ଜାଣିବା ଏହି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମାସଟି କିପରି ଫଳ ପ୍ରଦାନ କରିବ , ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କ ଦମ୍ଭ ଭାଙ୍ଗି ଯାଇପାରେ ଏବଂ ସନ୍ତାନମାନଙ୍କ ଚିନ୍ତାରେ ଆପଣ ବୁଡି ରହିବେ ,

rasi4

ପାରିବାରିକ ସୁଖ ଲାଭ କରିବେ , ନିଶ୍ଚିତ ଭାବରେ ଯେକୌଣସି ଜାଗାକୁ ମଧ୍ୟ ବୁଲାବୁଲି ମଧ୍ୟ କରିବାକୁ ଯାଇପାରନ୍ତି , ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ ମଧ୍ୟ କରିପାରନ୍ତି , ଏହି ମାସ ଆପଣ କାର୍ଯ୍ୟ କ୍ଷେତ୍ରରେ ଅଧିକ ସକ୍ଷମ ରହିବେ , ବିଦ୍ୟାର୍ଥୀ ମିଳେ ନିଜ ପାଠ ପଢ଼ାରେ ସକ୍ଷମ ହେବେ , ଫେବୃଆରୀ ରେ ଆପଣ କୈାଣସି ପାଟନର୍ ସହ ବ୍ୟାପାର କରିପାରନ୍ତି , ଯଦି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କୈାଣସି ସମସ୍ୟା ଆସିବ ତେବେ ପରିବାର ଲୋକେ ଆପଣଙ୍କୁ ସାହାଯ୍ୟ କରିବେ ,

ଫେବୃଆରୀ ମାସ ଆପଣଙ୍କ ବ୍ୟାପାର ଧୀର ହୋଇଯିବ , ତେବେ ଆପଣ ଏଥିରେ ଭାଙ୍ଗି ପଢନ୍ତୁ ନାହିଁ , ଏହି ମାସରେ ଆପଣ ନିଜ ଉପର ଅଧିକାରୀ ପାଖରୁ ଗାଳି ଶୁଣି ପାରନ୍ତି ସେଥିପାଇଁ ଦେଖି ଚାହିଁ କାର୍ଯ୍ୟ କରିବା ଉଚିତ , ଏବେ ଜାଣିବା ପାରିବାରିକ ଜୀବନ ଏହି ରାଶିର କିପରି କଟିବ , ପରିବାର ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାହୟତା ମିଳିବ , ଏହି ମାସ ଆପଣ ଆପଣଙ୍କ ଘରେ କୈାଣସି ଧାର୍ମିକ କାର୍ଯ୍ୟ କରିପାରନ୍ତି , ଘରେ ଭାଇ ଭଉଣୀଙ୍କର ପ୍ରେମ ବଢିବ , ଆପଣଙ୍କ ସାମାଜିକ ଜୀଵନରେ ସମ୍ମାନ ବଢିବ , ଏହି ମାସ ଆପଣଙ୍କ ଶଶୁର ଘରେ କୋୖଣସି ଧାର୍ମିକ କାର୍ଯ୍ୟ ହେବ ଯେଉଁଥିରେ ଆପଣ ଭାଗ ନେଇପାରନ୍ତି ,

rasi1

ଏହି ମାସ ଆପଣଙ୍କ ବୈବାହିକ ଜୀବନଯାପନ ଭଲ ରହିବ , ଏହି ମାସ ଆପଣଙ୍କ ଜୀଵନ ସକରାତ୍ମକ ଦିଗରେ ଅଗ୍ରସର କରିବ , ଆପଣ ନିଜ ବୁଦ୍ଧି ଵଳରେ ବ୍ୟବସାୟରେ ସାମାନ୍ୟରୁ ଅଧିକ ଲାଭ ବାନ ହେବେ , ଆପଣଙ୍କୁ ନିଜ କ୍ରୋଧ ଉପରେ ବିଶେଷ ନିୟନ୍ତ୍ରଣ ରଖିବାକୁ ହେବ , ଆପଣଙ୍କୁ ନିଜ କାର୍ଯ୍ୟ ସ୍ଥଳ ବା ଉଚ ନିଚର ସାମ୍ନା କରିବାକୁ ପଡ଼ିବ ,ଏହି ରାଶିର ବିବାହିତା ଵ୍ୟକ୍ତି ପାଇଁ ମାସଟି ସାମାନ୍ୟ ରହିବ ,

କିନ୍ତୁ ମାସଟି ପାରିବାରିକ ଦୃଷ୍ଟିରୁ ଉତ୍ତମ ରହିବ କାରଣ ଏହି ମାସ ଗୃହ କାର୍ଯ୍ୟ ରେ କୈାଣସି ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ରହିଛି , ପ୍ରେମ ସମ୍ବନ୍ଧରେ ମଧ୍ୟ ପୂର୍ବରେ ଥିବା ମତାମତକୁ ଦୂର କରିବାରେ ସକ୍ଷମ ହେବେ , ଏକା ଥିବା ଵ୍ୟକ୍ତି ମଧ୍ୟ ଜୀବନରେ ନୂତନ ଉର୍ଜାର ଅନୁଭଵ କରିବେ , ଆର୍ଥିକ ଦୃଷ୍ଟିକୋଣରୁ ଦେଖିଲେ ଆପଣଙ୍କୁ ଭାଗ୍ୟର ପୁର୍ଣ୍ଣ ସମର୍ଥନ ପ୍ରାପ୍ତି ହେବ , ତେବେ ଆପଣଙ୍କର କଣ ରହିଛି ମତାମତ ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *