7

ସୂର୍ଯ୍ୟ, ବୃହସ୍ପତି ଓ ଶୁକ୍ର ଗ୍ରହର ମହାସଂଯୋଗ ପଡ଼ିବାକୁ ଯାଉଛି ଏହି ରାଶି ଉପରେ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ୨୦୨୨ର ଫେବୃଆରୀ ମାସ ଏହି ଛଅଟି ରାଶି ପାଇଁ ଅପାର ଧନ ସୁଖ ନେଇ ଆସୁଛି , ଏମାନେ ଧନରେ ପୁରା ମାଲାମାଲ ହେବାକୁ ଯାଉଛନ୍ତି , ଗୋଟିଏ କଥା ସତ ଅଟେ ଆମ ଜୀବନରେ ହେଉଥିବା ଆର୍ଥିକ ଲାଭ , ଏବଂ ହାନି ବା ବହୁତ କିଛି କଥା ତାହା ଗ୍ରହର କ୍ଷେତ୍ର ମାନଙ୍କ ଦଶା ଉପରେ ନିର୍ଭର କରିଥାଏ , ଗ୍ରହନକ୍ଷେତ୍ର ମାନଙ୍କ ଦ୍ଵାରା କିଛି ଲୋକ ନିଜ ଦିନ ତଳଯ୍ୟା ଆରମ୍ଭ କରିଥାନ୍ତି , ପ୍ରତ୍ୟେକ ଲୋକଙ୍କ ଇଛା ଥାଏ ଯେ ତା ପାଖରେ ପ୍ରଚୁର ଧନ ରହୁ ଏବଂ ଏହା ଦ୍ଵାରା ସେ ତାର ସବୁ ଜରୁରି ଇଛାକୁ ପୂରଣ କରୁ , କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇଥାଏ କିଛି ଲୋକ ନିଜ ଲକି କାରଣରୁ ଧନୀ ହୋଇଯାଇଥାନ୍ତି , କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ନିତିଦିନିଆ ଖାଦ୍ୟକୁ ଖାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ,

କିନ୍ତୁ ଗ୍ରହମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତିକି ଚେଷ୍ଟା କରିଥାଉ ନା କାହିଁକି ଯେତେ ବି ପରିଶ୍ରମ କରିଥାଉ ନା କାହିଁକି ଆମେ ସଫଳ ହୋଇନଥାଏ , କିନ୍ତୁ ବେଳେ ବେଳେ ଏପରି କିଛା ସମୟ ଆସିଥାଏ ଯେ ଅଳ୍ପ ପରିଶ୍ରମରେ ଦ୍ଵାରା ହିଁ ସବୁକିଛି ମିଳିଯାଇଥାଏ , ଯାହା ଆଶାଠାରୁ ଅଧିକ ଥାଏ , ତେବେ ଆସୁଥିବା ସମୟ ଠାରୁ ଏମାନଙ୍କର ଜୀବନରେ ଏପରି କିଛି ହେବାକୁ ଯାଉଛି ଯେଉଁଠାରେ ଖୁସି ହିଁ ଖୁସି ଲାଗିଵାରେ ଯାଉଛି , ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୈାଣସି ରାଶିର ଗ୍ରହର ଉଦୟ ଓ ଅସ୍ତ ହେବାର ପ୍ରଭାବ ସିଧା ଆମ ରାଶି ଉପରେ ପଡ଼ିଥାଏ ,

rasi4

ତେବେ ୨୦୨୨ ଫେବୃଆରୀରେ କିଛି ବଡ଼ ନକ୍ଷତ୍ର ଗ୍ରହ ଙ୍କର ଦିଗ ପରିବର୍ତ୍ତନ ହେବାକୁ ଯାଉଛି , ତେବେ ସେହି ଗ୍ରହ ହେଉଛି ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର , ବୃହସ୍ପତି ୨୨ ଫେବୃଆରୀକୁ କୁମ୍ଭ ରାଶିରେ ଅସ୍ତ ହେବାକୁ ଯାଉଛି , ଏବଂ ୨୩ ମାର୍ଚ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରହିବେ , ବୃହସ୍ପତିଙ୍କ ଅସ୍ତ ରୁ ପାଞ୍ଚଟି ରାଶିକୁ ବିଶେଷ ଲାଭ ମିଳିବ , ୧୩ ଫେବୃଆରୀ ପର୍ଯ୍ୟନ୍ତ ସୂର୍ଯ୍ୟ ମକର ରାଶିରେ ବିରାଜମାନ ରହିବେ , ମକର ରାଶିରେ ରହି ସୂର୍ଯ୍ୟ ଦେଵ କିଛି ରାଶି ଉପରେ ବିଶେଷ କୃପା ବର୍ଷା କରିବେ , ୧୩ ଫେବୃଆରୀକୁ ସୂର୍ଯ୍ୟ ଏବଂ ୨୮ ଫେବୃଆରୀକୁ ମଙ୍ଗଳ ତାଙ୍କ ଦିଗ ପରିବର୍ତ୍ତନ କରିବେ , ଶୁକ୍ରର ରାଶି ପରିବର୍ତ୍ତନ ବି ଏହି ମାସରେ ହେବ ,ଶୁକ୍ର ନିଜର ରାଶି ୨୭ ଫେବୃଆରୀକୁ ବଦଳାଇବ , ଏହା ଛଡ଼ା ଶନି ଏବଂ ବୁଦ୍ଧ ଫେବୃଆରୀରେ ମକର ରାଶିରେ ରହିବେ ,

ଗ୍ରହମାନଙ୍କର ସ୍ଥିତିକୁ ଦେଖି ଏହି ମାସ କିଛି ରାଶି ପାଇଁ ସୁନ୍ଦର ରହିଵ , କିଛି ରାଶି ପାଇଁ ଏହି ସମୟ ଆପଣଙ୍କୁ ମାଲାମାଲ କରିଦେଇପାରେ , ଫେବୃଆରୀ ମାସ ୧୧ ଦିନ ବିଶେଷ ଯୋଗ ରହିବ , ଏହି ଶୁଭ କାରଣରୁ ଏହି ଛଅଟି ରାଶିର ଭାଗ୍ୟରେ ବିଶେଷ ପରିବର୍ତ୍ତନ ଦେଖା ଦେବ , ଏହା ଦ୍ଵାରା ଏହି ଛଅଟି ରାଶି ଉନ୍ନତି କରିବେ , ତେବେ ପ୍ରଥମ ରାଶି ହେଲା ମେଷ ରାଶି ମେଷ ରାଶିର ଜାତକଙ୍କ ପାଇଁ ପୁରା ବଦଳିବ , ଅନେକ ଜାଗାରେ ଧନ ଲାଭ ହେବ ,ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ ହିଁ ଶୁଭ ରହିଛି , ମଙ୍ଗଳଙ୍କ ପ୍ରଭାବରୁ ଏହି ରାଶିର ଜାତକଙ୍କୁ ସୁନ୍ଦର ପ୍ରଭାବ ଦେଶ , ତା ସହିତ ଏହି ରାଶିର ଲୋକମାନଙ୍କୁ ସକରାତ୍ମକ ପ୍ରଭାବ ଦେବ , ଅଟକି ରହିଥିବା ଧନ ଆପଣଙ୍କୁ ହଠାତ୍ ପ୍ରାପ୍ତି ହେବ , ଘରେ ମାଙ୍ଗଳିକ କାର୍ଯ୍ୟ ପୁର୍ଣ୍ଣ ହେବ ,

ସ୍ଵାସ୍ଥ୍ୟକୁ ନେଇ ଆପଣ ସାବଧାନତା ରଖନ୍ତୁ , ଦ୍ଵିତୀୟ ରାଶି ହେଲା କନ୍ୟା ରାଶି , ଏହି ଜାତକଙ୍କୁ କାରବାରରେ ସଫଳତା ମିଳିବ , ଭାଇ ବନ୍ଧୁଙ୍କର ସହଯୋଗ ମିଳିବ , ପରିଶ୍ରମ ଅଧିକ ରହିବ ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ , ବସ୍ତ୍ର ଇତ୍ୟାଦି ଉପହାରରେ ମିଳିପାରେ , ଚାକିରିରେ ପରିବର୍ତ୍ତନ ସହିତ ଅନ୍ୟ ସ୍ଥାନକୁ ଯିବା ପାଇଁ ପଡିବ , ମାତୃ ସୁଖ ବାହନ ସୁଖରେ ବୃଦ୍ଧି ହେବ , ଚାକିରିରେ ବରିଷ୍ଠ ମାନଙ୍କ ସହଯୋଗ ମିଳିବ , ଏହି ରାଶିର ଵ୍ୟକ୍ତି ବିଶେଷମାନେ ଆପଣ ଆପଣଙ୍କର କାର୍ଯ୍ୟ ଧର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବ , ଯେଉଁ କାର୍ଯ୍ୟ ଆପଣଙ୍କର ପୂର୍ବ ମାସରେ ଅଧୁରା ରହିଯାଇଛି ତାହା ସଂପୂର୍ଣ୍ଣ ହେବ , ଯେଉଁ କାର୍ଯ୍ୟ ଆପଣ ଏହି ମାସରେ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣ ସଫଳ ଅର୍ଜନ କରିବେ , ତୃତୀୟ ହେଲା ତୁଳା ରାଶି ,

rasi1

୨୦୨୨ ଆପଣଙ୍କ ପାଇଁ ସଫଳତା ନେଇ ଆସିବ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ଏବଂ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଚତୁର୍ଥ ହେଲା ମକର ରାଶି , ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ , ଆପଣ ନିଜ କାର୍ଯ୍ୟକୁ ପ୍ରାଥମିକତା ଦେଇ କାର୍ଯ୍ୟ କରନ୍ତୁ ,

ଆପଣଙ୍କର କାର୍ଯ୍ୟ ଧର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବ , ଯେଉଁ କାର୍ଯ୍ୟ ଆପଣଙ୍କର ପୂର୍ବ ମାସରେ ଅଧୁରା ରହିଯାଇଛି ତାହା ସଂପୂର୍ଣ୍ଣ ହେବ , ଯେଉଁ କାର୍ଯ୍ୟ ଆପଣ ଏହି ମାସରେ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣ ସଫଳ ଅର୍ଜନ କରିବେ , ଦେହ ମନ ଆପଣଙ୍କର ଭଲ ରହିବ , ଆୟ ଵେୟ ଆପଣଙ୍କର ସମାନ ରହିବ , ପଞ୍ଚମ ହେଲା କୁମ୍ଭ ରାଶି , କୁମ୍ଭ ରାଶି ଜାତକ ଙ୍କ ଭାଗ୍ୟ ଫେବୃଆରୀ ୨୦୨୨ରେ ବଦଳିବାକୁ ଯାଉଛି , ଧନ ଲାଭର ଅନେକ ଯୋଗ ଵନୁଛି , ଚାକିରିରେ ପରିବର୍ତ୍ତନ ଦେଖିବାକୁ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ଦେଖିବାକୁ ମିଳିଵ , ବ୍ୟାପାରରେ ଅଧିକ ସଫଳତା ଦେଖିବାକୁ ମିଳିଵ , ନୂଆ କାର୍ଯ୍ୟରେ ଆରମ୍ଭ କରିପାରନ୍ତି , ବାଦ ବିବାଦ କରନ୍ତୁ ନାହିଁ, ଘରେ କୌଣସି ପ୍ରକାରର କଳହ ଓ ଝଗଡ଼ା କରନ୍ତୁ ନାହିଁ ଯେଉଁଠି ଝଗଡ଼ା ଓ କଳହ ହୋଇଥାଏ ସେଠାରେ ମା ଲକ୍ଷ୍ମୀଙ୍କର କୃପା ରହିନଥାଏ। ଏଥିପ୍ରତି ସାବଧାନ ଶେଷ ରାଶି ହେଉଛି ମିଥୁନ ରାଶି , ଏହି ସମୟ ସୀମା ମଧ୍ୟରେ ଏମାନଙ୍କୁ କିଛି ଉପହାର ମଧ୍ୟ ମିଳିବାକୁ ସମ୍ଭାବନା ମଧ୍ୟ ରହିଅଛି , ଚାକିରି କ୍ଷେତ୍ରରେ ଲାଭ ଅର୍ଜନ କରିବେ , ନୂଆ ବ୍ୟାପାର ମଧ୍ୟ ଆରମ୍ଭ କରିବେ , ଏଥିରେ ଧନ ଲାଭର ସମ୍ଭାବନା ରହିଛି ଓ ଏହି ରାଶିର ଛାତ୍ରମାନେ ଆର୍ଥିକ ସହାୟତା ମଧ୍ୟ ମିଳିବ , ଏହି ରାଶିର ଵ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *