9

ଏହି ସବୁ ରାଶି ଉପରେ ପ୍ରସନ୍ନ ହେଲେ ହନୁମାନ – ଆଜି ସଂନ୍ଧାରୁ ବଦଳିଯିବ ଏହି ସବୁ ରାଶିର ଲୋକଙ୍କ ଭାଗ୍ୟ ।

RASIPHALA

ଭଗବାନ ହନୁମାନଙ୍କୁ ଲୋକ ସଙ୍କଟ ମୋଚନ କହିଥାନ୍ତି , କାହିଁକିନା ମାନ୍ୟତା ଅନୁଯାଇ ଭଗବାନ ହନୁମାନ ଲୋକଙ୍କ ଜୀବନ ସବୁ ସଙ୍କଟ ଦୂର କରିଥାନ୍ତି । ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଭଗବାନ ଶ୍ରୀ ହନୁମାନ ଏକମାତ୍ର ଏମିତିକା ଦେବତା ଅଟନ୍ତି ଯିଏ ବଞ୍ଚିଥିବାର କୁହା ଯାଇଛି, ତେବେ ଭଗବାନ ଶ୍ରୀ ହନୁମାନଙ୍କୁ ଭଗବାନ ରାମ ଏହା ଆଦେଶ ଦେଇଥିଲେ ଯେ କଳିଯୁଗ ସମାପ୍ତି ପର୍ଯ୍ୟନ୍ତ ତାଙ୍କୁ ପୃଥି ଲୋକରେ ବାସ କରିବାକୁ ହବ , ଆଉ ମଣିଷକୁ ସତ୍ୟ ପାଇଁ ପ୍ରୋତ୍ସାହିତ କରିବାକୁ ହବ ।

ତେବେ କେହି ଜାଣି ନାହାଁନ୍ତି ଭଗବାନ ହନୁମାନ କେଉଁଠାରେ ଅଛନ୍ତି କିନ୍ତୁ ଏବେ ବି ମାନ୍ୟତା ଅଛି ଯେ ଭଗବାନ ହନୁମାନ ଜୀବିତ ଅଛନ୍ତି । ତେବେ କିଛି ରାଶିଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ହବାକୁ ଯାଉଛି ଆଉ ଏହି ରାଶି ମାନଙ୍କୁ ଉପରେ ଧନର ବର୍ଷା ହବାକୁ ଯାଉଛି । ବଡ ଜୋତିଷଙ୍କ ମତରେ ଆଜି ସଂନ୍ଧାରୁ ଗ୍ରହ ନକ୍ଷେତ୍ରରେ ବନୁଛି ମହା ସଂଯୋଗ । ଯେଉଁଥିପାଇଁ କିଛି ରାଶିହ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ । ଆସନ୍ତୁ ଜାଣି ନେବା ସେହି ସବୁ ରାଶିଙ୍କ ବିଷୟରେ ।

rasi4

ଏହି ରାଶିଙ୍କ ଭାଗ୍ୟ ବଦଳୁଛି ।
ମକର : ଏହି ରାଶି ମାନେ ନିଜ ଇଛା ରେ ଯେଉଁ କାର୍ଯ୍ୟ କରନ୍ତି ତାହା ସଫଳ ହୋଇଥାଏ କିନ୍ତୁ ଯଦି କେହି ତାଙ୍କ କଥା ଖଣ୍ଡନ କରିଥାଏ ତେବେ ତାଙ୍କ କ୍ରୋଧ ର ଶିକାର ହୋଇଥାଏ । ହେଲେ ଜୋତିଷଙ୍କ ମତରେ ଆଜିଠାରୁ ଏହି ରାଶି ଉପରେ ସ୍ୱୟଂ ପବନ ପୁତ୍ର ଙନୁମାନଙ୍କର କୃପା ଦୃଷ୍ଟି ପଡୁଛି , ଯେଉଁ କାରଣରୁ ଏହି ରାଶିଙ୍କୁ ଏହି ଦିନରେ ଦୁନିଆର ସବୁ ଖୁସି ମିଳିବା ସହିତ , ଏମାନଙ୍କର ସ୍ୱାସ୍ତ୍ୟରେ ଅନେକ ପରିବର୍ତ୍ତନ ଦେଖା ଦେବ ।

rasi1
କନ୍ୟା : ଏହି ରାଶି ଲୋକଙ୍କ ଜୀବନରେ ବର୍ତମାନ ବହୁତ ସୁଖ ସମୟ ଆସିଛି ଏହି ରାଶି ଲୋକ ଯଦି କୌଣସି କାର୍ଯ୍ୟ ପାଇଁ ଇଛା ରଖନ୍ତି ତେବେ ତାହା ବର୍ତମାନ ପୂର୍ଣ୍ଣ ହବାର ସମ୍ଭାବନା ବହୁତ ଅଧିକ ଅଛି । ହନୁମାନଙ୍କ କୃପାରୁ ଏହି ରାଶିଙ୍କୁ ସଚ୍ଚା ପ୍ରେମ ମଧ୍ୟ ମିଳିବାକୁ ଜାଉଛି । ଏହା ସହିତ ଏମାନଙ୍କର ଜୀବନର ସବୁଠୁ ବଡ ସ୍ୱପ୍ନ ଏହି ଦିନରେ ପୁରଣ ହେବ ।

କୁମ୍ଭ : ଏହି ରାଶି ଲୋକଙ୍କ ବିବାହ ହୋଇ ପାରୁ ନଥିଲା ବର୍ତମାନ ସବୁ ବଦଳି ଯାଇଛି ଆପଣଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ ଆଉ ଏହି ବର୍ଷ ଆପଣଙ୍କ ବିବାହ ମଧ୍ୟ ହୋଇଯିବ । ଟଙ୍କା ପଇସାର ଟିକେ ଅଭାବ ଦେଖା ଦେଲେ ବି ଘରେ ପରିବାର ସହ ଖୁସିରେ ସମୟ କଟିବ । ହନୁମାନଙ୍କ କୃପାରୁ ଏହି ଅଙାବ ଅଧିକ ଦିନ ଜାଏ ରହିବନି ।
ଯଦି ଆପଣ ନିଜ ରାଶି ଓ ଜାତକ ସମନ୍ଧୀୟ ତଥ୍ୟ ପଢିବାକୁ ଚାହୁଁଛନ୍ତି , ତେବେ ଗୋଟିଏ ଲାଇକ ନିଶ୍ଚୟ କଲେ ଆମେ ଆପଣଙ୍କୁ ଆପଣଙ୍କ ରାଶି ବିଷୟରେ ସୁଚନା ଦେବୁ । ନିଜ ଭାଗ୍ୟ ଓ ଭବିଷ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲେ , ନିଶ୍ଚୟ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *