1

ଝିଅ ହୋଇ ଝିଅ ସମାଜ ପ୍ରତି କହିଛି ଏପରି ଜାଣିଲେ ହେବେ ଆଶ୍ଚର୍ଯ୍ୟ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ |

ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁଠାରେ ଗୋଟିଏ ଝିଅ କିପରି ସୋସିଆଲ ମିଡ଼ିଆରେ ଆସି ଏପରି କହିଛନ୍ତି ଯାହା ଝିଅ ସମାଜ ପ୍ରତି ଲଜ୍ୟା ଜନକ ଅଟେ , ତେବେ ଆସନ୍ତୁ ଜାଣିବା ଝିଅଟି କଣ କହିଛି ” କିଛି ଏମିତି ଝିଅ ଥାନ୍ତି ଯେଉଁମାନେ କି ପ୍ରକୃତରେ ଫେସନଏଵଲ ଆଉ ସେମାନେ ମାର୍କେଟରୁ ଡ୍ରେସ୍ ଆଣି ପିନ୍ଧନ୍ତି ,

girll

ଆଉ କିଛି ଝିଅ ଏପରି ରହିଥାନ୍ତି ଯେଉଁମାନେ କି ନିଜ ଥିବା ଡ୍ରେସକୁ କାଟି କୁଟିକି ପିନ୍ଧୁଛନ୍ତି , ଏତିକି ବି ଠିକ୍ ଅଛି କିନ୍ତୁ ଡ୍ରେସ୍ ଭିତରେ ଯାହା ପିନ୍ଧନ୍ତି ଆମର କହିବାକୁ ଖରାପ ଲାଗୁଛି ତଥାପି କହୁଛି ସେଗୁଡ଼ାକ ପିନ୍ଧି ଆସି ଏଠାରେ ଡିଆଁ ମାରୁଛନ୍ତି , କାରଣ ଆମେ ବହୁତ ଷ୍ଟାଇଲିସ ଅଟୁ , ତମକୁ ଲାଜ ଲାଗୁନି ତମକୁ ଯଦି ମଡେଲ ହେବାର ଇଛା ଅଛି ତେବେ ମଡେଲ ହୁଅ କିନ୍ତୁ ଏହି ଛୋଟ ପିଲାଙ୍କ ଆଗରେ ଏପରି ହୁଅନ୍ତୁ ନାହିଁ , ତେବେ ଏପଟେ ଆଉ ଜଣେ ଝିଅ କହିଛନ୍ତି ଯେ ଯଦି ଯେଉଁମାନେ ଆଶା ରଖିଛନ୍ତି ଗୋଟିଏ ଝିଅକୁ ବାହା

marrage 2

ହେବା ପାଇଁ ତେବେ ଶୁଣନ୍ତୁ ଯଦି ଗୋଟିଏ ଝିଅ କରିବ ତ କରିବ କଣ ଯଦି ସେ ଗୋଟିଏ ପୁଅକୁ ଭଲ ପାଇଲା ତେବେ ତାକୁ ସମାଜ ଲୋକଙ୍କ ସହିତ ଘରେ ଦୋଷ ଦେବେ , ଝିଅ ହେଇକି ଏମିତି କାମ କରୁଛୁ ଛି ଲାଜ ଲାଗୁନି , ଏହିପରି କିଛି କଥା କହିବେ କିନ୍ତୁ ଏପଟେ ଯଦି ଝିଅ ନ ଭଲ ପାଇଲା ତେବେ ତା ଉପରକୁ ଏସିଡ ପକେଇଦେଵେ ଓ ଯଦି ସେ ଭଲ ପାଇ ବାହା ନ ହୋଇପାରିଲା ତେଵେ ସେ ପୁଅ ଆଗରେ ଦୋଷୀ ହୋଇଗଲା , ପୁଅ ସମାଜ ଆଗରେ ଦୋଷୀ ହେଇଗଲା , ତେବେ ଗୋଟିଏ ଝିଅ କରିବ ତ କରିବ କଣ ଯଦି ଲୁଚି ପଳାଇଲା ତେବେ ଘର ଲୋକଙ୍କ ଆଗରେ ଦୋଷୀ କଣ କହିବ ଏ ସମାଜ ,

ସେଥିପାଇଁ ଆପଣଙ୍କୁ ନିବେଦନ କରି କହୁଛି ଯେତେବେଳେ ବି ଆପଣ କେଉଁ ଝିଅକୁ ଭଲ ପାଉଛନ୍ତି ତେବେ ନିଶ୍ଚିତ ଭାବେ ପୁଅମାନେ ବିଶେଷ କରି ପଚାରନ୍ତୁ ମୋ ଆଇ ଲଭ ୟୁ ର ଉତ୍ତର ଦେବା ପୂର୍ବରୁ ଯାଇକି ଘରେ ପ୍ରଥମେ ପଚାରିକି ଆସ , ତେବେ ଏହି ଦୁଇଟି ଝିଅର ଝିଅମାନଙ୍କ ପ୍ରତି ଥିବା ଘୃଣା ଭାବ ଦେଖିଲେ ତେବେ ନିଶ୍ଚିତ ଭାବେ ଆପଣଙ୍କ ମତାମତ ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *