2

ମୀନ ରାଶିର ଫେବୃଆରୀ ମାସର ମାସିକ ରାଶିଫଳ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର ମୀନ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ ,

ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ , ତେବେ ଆମେ ପ୍ରଥମେ କହି ରଖୁଛୁ ଯେ ଯେଉଁମାନଙ୍କର ଯେକୌଣସି ମାସର ୩,୧୨,୨୧,୩୦ ତାରିଖ କିମ୍ଵା ତୃତୀୟା ତିଥିରେ ଜନ୍ମଗ୍ରହଣ କରିଥିବେ ସେମାନଙ୍କର ମୀନ ରାଶି ହେବ , ତେବେ ଆସନ୍ତୁ ଜାଣିବା ଏହି ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ୨୦୨୨ ମସିହା ଫେବୃଆରୀ ମାସଟି କିପରି ଫଳ ପ୍ରଦାନ କରିବ ,

rasi4

ଦେଖିବାକୁ ଗଲେ ଏ ମାସରେ ଶୁଭା ଶଭ ମିଶ୍ରିତ ଫଳ ଆପଣ ପ୍ରାପ୍ତ କରିବେ , ଆଦରେ କୈାଣସି ଉନ୍ନତି ହେବ ନାହିଁ , ଦେହ ଭଲ ରହିବ ନାହିଁ ଆପଣଙ୍କ ମାନସିକ ଅବସ୍ଥା ଚଳଚଞ୍ଚଳ ରହିବ , ବାଣିଜ୍ୟ କାର୍ଯ୍ୟରେ ସରକାରୀ ଚାପ ପଡ଼ିଶାରେ ସମ୍ଭାବନା ଅଛି , କୃଷି କାର୍ଯ୍ୟରେ ଅସୁବିଧା ରହିବ ନାହିଁ , ରାଜନିତିରେ ଜଟତା ଦେଖା ଦେବ ଏଥିପାଇଁ ସାବଧାନ ରହିବେ , କିନ୍ତୁ ଆପଣ ଏ ମାସରେ କୈାଣସି ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି , ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ , ଯେଉଁ କାର୍ଯ୍ୟ ଆପଣଙ୍କର ପୂର୍ବ ମାସରେ ଅଧୁରା ରହିଯାଇଛି ତାହା ସଂପୂର୍ଣ୍ଣ ହେବ ,

rasi1

ଯେଉଁ କାର୍ଯ୍ୟ ଆପଣ ଏହି ମାସରେ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣ ସଫଳ ଅର୍ଜନ କରିବେ , ଦେହ ମନ ଆପଣଙ୍କର ଭଲ ରହିବ , ଆୟ ଵେୟ ଆପଣଙ୍କର ସମାନ ରହିବ , ଆପଣ ଯେଉଁ କ୍ଷେତ୍ରରେ କାମ କରିବେ ସେଥିରେ କରୁଥିବା ଆୟ ଆପଣଙ୍କ ଵେୟ ସହ ସମାନ ରହିବ , ଆପଣ ଅଧିକ ପରିମାଣରେ ଖର୍ଚ୍ଚ କରିବେ ସେଥିପାଇଁ ଖର୍ଚ୍ଚ ପ୍ରତି ଧ୍ୟାନ ଦେଵେ , ଯେଉଁ ଜାଗାରେ ଆପଣ ଚାକିରି କରୁଛନ୍ତି ସେଠି ବିରୋଧିମାନଙ୍କୁ ଦୂରେଇ ଦେବ , ନାରୀମାନଙ୍କ ମନ ପ୍ରଫୁଲ୍ଲ ରହିବ , ଏହି ରାଶିର ଲୋକମାନଙ୍କର ଆର୍ଥିକ ଉନ୍ନତି ହେବ ସହ ଆନନ୍ଦ ଉଲ୍ଲାସ ହେବ ,

ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଏହିମାସଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ , ଓଃ ନମ୍ଃ ଶିବାୟ ଏହି ମନ୍ତ୍ରକୁ ଜପ କରି ବାହାରକୁ ଯାଆନ୍ତୁ ଦେଖିବେ ଆପଣ ନିଶ୍ଚିତ ସଫଳତା ପାଇବେ , ତା ସହ ଆପଣ ନିଶ୍ଚିତ ହନୁମାନ ଚାଳିଶା ପାଠ କରନ୍ତୁ ଦେଖିବେ ଆପଣଙ୍କୁ ଆହୁରି ଶୁଭ ଫଳ ପ୍ରାପ୍ତି ହେଵ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *