22

ପ୍ରେମ ବନ୍ଧନ ପାଲଟିଲା ଫାଶି ଦୈାଡି, ଦୁଃଖଦ ଘଟଣା ପ୍ରେମ ପଡ଼ିଛି ମହଙ୍ଗା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ |

ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଜଣେ ଯୁବକ ପ୍ରେମରେ ପଡି ନିଜକୁ ଫାଶି ଲଗାଇବାକୁ ପଛେଇ ନାହାନ୍ତି , ତେବେ ଜୀବନରେ ସାଥି ହୋଇ ସ୍ଵପ୍ନ ଦେଖୁଥିବା ଯୁଵକ ମୃତ୍ୟୁର ବାଟ ବାଛନ୍ତି କାହିଁକି ,

dreamm

ବେକରେ ଫୁଲ ମାଳ ପକାଇ ହାତକୁ ହାତ ଧରି ଚାଲୁଥିବା ସ୍ଵପ୍ନ କାହିଁକି ରହିଗଲା ଅଧୁରା , ଜଣେ ଉଦ୍ୟମାନ ମଡେଲ ଙ୍କ ଵେକକୁ ମୃତ୍ୟୁର ଦୈାଡି ଆସିଥାନ୍ତା ବା କାହିଁକି , ଦୁଇ ବର୍ଷର ସଂପର୍କ ଏବଂ ପରିବାର ଭିତରେ ମିଳା ମିଶା ପରେ ସୈମ୍ୟ ରଂଜନ ପାଣିଗ୍ରାହୀ ଏହି ଓଲିଉଡ ସିଂଗରକୁ ନେଇ ବହୁତ କିଛି ଭାବି ନେଇଥିଲେ , ହେଲେ ଯେତେବେଳେ ଏହି ଭାବନାରେ ଯେତେବେଳେ ଆଘାତ ଲାଗିଲା ସେ ସେତେବେଳେ ସହୟ କରିପାରିନଥିଲେ ସୈମ୍ୟରଂଜନ ,

ବନ୍ଧୁତାରୁ ଆରମ୍ଭ ହୋଇଥିବା ସଂପର୍କ ପ୍ରେମ ହୋଇ ଜୀଵନ ସାଥି ପର୍ଯ୍ୟନ୍ତ ଯାଇଥିଲା , ଡିସେମ୍ବର ମାସରେ ବାହାଘର ପାଇଁ ପ୍ରସ୍ତୁତି ମଧ୍ୟ ହୋଇସାରିଥିଲା , କିନ୍ତୁ ଯୁବତୀ ଜଣଙ୍କ ଅନ୍ୟ ଜଣେ ପୁଅଙ୍କ ସଂପର୍କରେ ଆସିଥିବା ଆଶଙ୍କା କରିଥିଲେ ସୋୖମ୍ୟ ରଂଜନ , ଆଉ ଏହି ସଂପର୍କକୁ ସେ ସହଜରେ ଗ୍ରହଣ କରିପାରିନଥିଲେ , ବିଶ୍ଵାସର ପ୍ରେମରେ ବିଷର ଆଭାସ , ଯେତେବେଳେ ସୋନାଲି ତାଙ୍କ ଗାଁ କୁ ବୁଲିବାକୁ ଯାଇଥିଲେ ସେତେବେଳେ ସୋୖମ୍ୟ ଶୁଣିବାକୁ ପାଇଲେ ଯେ ସେ ଅନ୍ୟ ଏକ ପୁଅ ସହ ବୁଲୁଛନ୍ତି , ସେତେବେଳେ ତାଙ୍କ ମନକୁ ବହୁତ ବଡ଼ ଧକା ଲାଗିଥିଲା ,

ଗୋଟିଏ ସୁନ୍ଦର ସ୍ବପ୍ନ ଦେଖିବା ସୋମ୍ୟରଞ୍ଜନଙ୍କ ସ୍ବପ୍ନ ଜାଳି ପୋଡ଼ି ଛାରଖାର ହୋଇଗଲା , ଆଜି ଅକାରଣେ ଚାଲିଗଲା ଜଣେ ଉଦ୍ୟାନ ଯୁବକର ଜୀବନ ଦୀପ , ଯେଉଁ ପ୍ରେମକୁ ସେ ଫୁଲ ମାଳ ଭାବି ଗ୍ରହଣ କରିଥିଲେ ସେ ଫୁଲ ମାଳ ନୁହେଁ ବରଂ ଥିଲା ଫାଶି ଦୈାଡି , ତେବେ ଏହିପରି କେତେକ ଘଟଣା ଦେଖିବାକୁ ମିଳୁଛି ତେବେ ଆପଣ ଏହି ପ୍ରେମ ସଂପର୍କକୁ କଣ କହିବାକୁ ଚାହିଁବେ ନିଶ୍ଚିତ ଭାବେ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *