ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,
ଆଜି ଆମେ ଓଡ଼ିଆ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ କଥା ତେବେ ସେ ଆଜି ମଧ୍ୟ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ଅଟନ୍ତି ତାଙ୍କର ଅଭିନୟ ସମସ୍ତେ ପାଗଳ ଅଟନ୍ତି , ତେବେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ନିକଟରେ ହୋଇଯାଇଥିବା କାଣ୍ଡ ତାଙ୍କ ଜୀବନକୁ ସଂପୁର୍ଣ୍ଣ ବଦଳାଇ ରଖିଦେଇଛି , ମନରେ ଥିବା କଷ୍ଟ ଯେପରି ଗୋଟିଏ ହସ ଦୂର କରିପାରିବ ନାହିଁ , ମନର କଷ୍ଟକୁ ମଧ୍ୟ ହସ ଲୁଚାଇ ପାରିବ ନାହିଁ ,
ତେବେ ଏହି କଥାରେ କେତେ ଯେ ଵିସ୍ତଵତା ରହିଛି ତାହା କହିବା କଷ୍ଟକର , ଏହା କେବଳ ମନ ବିଜ୍ଞାନ ମାତ୍ର , ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଫେସବୁକ ରେ ଲେଖିଛନ୍ତି A smile can hide so much pain ….. ଅର୍ଥାତ୍ ହସଟିଏ ବହୁତ କଷ୍ଟକୁ ଲୁଚାଇ ଦେଇ ପାରେ , ବର୍ଷା ପ୍ରିୟଦର୍ଶିନୀ ଏହି ପୋଷ୍ଟ କେଉଁ ଉଦ୍ଦେଶ୍ୟରେ କରିଛନ୍ତି ତାହା କେବଳ ସେହି କହି ପାରିବେ , କିନ୍ତୁ ପ୍ରଶ୍ନ ହେଉଛି କଷ୍ଟ ଯେଉଁଠି ଥିବା ସେଠି ହସ ଆସିବ କେଉଁଠୁ ,
ହସ ଓ କଷ୍ଟ ଯେଉଁଠି ପରସ୍ପର ବିରୋଧୀ ହସ ଥିଲେ କଷ୍ଟ ନ ଥାଏ ତ କେତେବେଳେ କଷ୍ଟ ଥିଲେ ହସ ନ ଥାଏ , ଯଦୀ ଉଭୟ କେବଳ ଗୋଟିଏ ସ୍ଥାନରେ ଅଛନ୍ତି ଏହା କେବଳ ମନକୁ ବୁଝାଇବା କଥା , ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ବିଧାୟକ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚା ଥମୁନଥିଵା ବେଳେ ଗୋଟିଏ ପରେ ଗୋଟି ସୋସିଆଲ ମିଡ଼ିଆ ପୋଷ୍ଟ କରି ଚର୍ଚ୍ଚାକୁ
ଆହୁରି ବଢାଇ ଦେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ, ଏହା ପୂର୍ବରୁ ଏକ ଭିଡ଼ିଓ ପୋଷ୍ଟ କରି କହିଥିଲେ ଯେ ଏକୁଟିଆ ବାଟ ଚାଲିବାରେ ଡରନ୍ତୁ ନାହିଁ , ତେବେ ଆପଣ ଚାହୁଁଛନ୍ତି କି ବର୍ଷା ଓ ଅନୁଭବ ଏକ ହୋଇଯାଆନ୍ତୁ ବୋଲି ତେବେ ନିଶ୍ଚିତ କମେଣ୍ଟ କରି କୁହନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।