ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁମାନେ ମାଳିକାକୁ ମାନୁଛନ୍ତି ସେମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ ଯେ ମାଳିକାର ପ୍ରତିଟି ପୃଷ୍ଠା ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଛି ,ଆଜିର ଯୁଗରେ ମାଳିକା ଯାହା ସବୁ ରଚନା କରିଯାଇଛି ତାର ସବୁ ଭବିଷ୍ୟତ ଵାଣୀ ମଧ୍ୟ ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଲାଣି , ଭୂସ୍ଖଳନ , ବନ୍ୟା , ବାତ୍ୟା ,
ମହାମାରୀର ପରି ଭୟଙ୍କର ଘଟଣା ସବୁ ସତ ହେବାରେ ଲାଗିଲାଣି , ମହାପୁରୁଷ ମାନେ ମାଳ ମାଳ କରି ମାଳିକା ପୋଥିର ରଚନା କରିଯାଇଛନ୍ତି , ତେବେ ସେମାନେ ଅନେକ ମଠ , ଧାମ , ତୀର୍ଥ ବିଷୟରେ ମଧ୍ୟ ରଚନା କରିଛନ୍ତି , ସେଥିମଧ୍ୟରୁ ମାଳିକା ର ଅନ୍ୟତମ ପିଠ ହେଉଛି ମାଳିକା ବର୍ଣ୍ଣିତ ମାଁ ଭଗବତୀ ପୀଠ , ସେଠାରେ ଆରମ୍ଭରୁ ହିଁ ଛୋଟ ରାସ୍ତା ଆରମ୍ଭ ହେବ ଯାହା ଯାଇ ଲାଗିଛି ପୀଠ ପାଖରେ ଯେଉଁଠାରେ ଭଗବାନଙ୍କ ନିମ କୀର୍ତ୍ତନ ହୋଇଥାଏ ,
ମନ୍ଦିର ଦ୍ଵାରା ସାମ୍ନାକୁ ଜଗି ରହିଛନ୍ତି ଦୁଇ ଘୋଡା , ସେଥିରେ ଲାଗିରହିଛି ଏକ ଛୋଟ ଗେଟ୍ , ଚାରିଆଡ଼େ ମାର୍ଵଲ ବିଛାଇ ହୋଇରହିଛି , ମା’ଙ୍କ ର ରହିଛି ଏକ ଅଦ୍ଭୁତ ମୂର୍ତ୍ତି , ଵାହାରପଟେ ରହିଛି ମନରୋମ ଦୃଶ୍ୟ , ମନ୍ଦିରର ଭିତର ପାର୍ଶ୍ଵ ଅତ୍ୟନ୍ତ ଶୋଭନୀୟ ଅଟେ , ଏଠାରେ ଭକ୍ତ ମାନଙ୍କର ରହିଛି ଭିଡ଼ , ଏଠାରେ ରହିଛି ଏକ ଵୃକ୍ଷ ଯେଉଁଠାରେ ବ୍ରତ ପାଇ ଲୋକେ ବିଭିନ୍ନ ବାନ୍ଧିଥାନ୍ତି ,
ଭଗବାନଙ୍କ ବିଭିନ୍ନ ରୂପକୁ ଏଠାରେ କରାଯାଇଥାଏ ପୂଜା , ଏଇ ଅଦ୍ଭୁତ ସଜ୍ଜିତ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିଵେ , ସେଠାକାର ପରିବେଶ ଏପରି ରହିଛି ଆପଣ ସେଠାକୁ ଯିବା ମାତ୍ରେ ଏକ ଶାନ୍ତିପୂର୍ଣ୍ଣ ଓ ସୁମଧୁର ପବନର ସ୍ଵର , ସେହି ଠାରେ ହିଁ ଆପଣଙ୍କୁ ରହିବାକୁ ଇଛା ହେବ , ମନ୍ଦିରର ଚାରିପଟେ ପୂରା ଶାନ୍ତ ପରିବେଶ , ସୁନ୍ଦର କାରୁକାର୍ଯ୍ୟରେ ଥିବା ମନ୍ଦିର ଆଶ୍ଚର୍ଯ୍ୟ ଅଟେ ,
ମନ୍ଦିର ଭିତରର ପରିସର ଅତ୍ୟନ୍ତ ଶୋଭନୀୟ ଅଟେ , ମନ୍ଦିର ଵାହାର ଅପେକ୍ଷା ମନ୍ଦିର ଭିତରର ପରିସ ବହୁତ ସୁନ୍ଦର ଭାବେ କାରୁକାର୍ଯ୍ୟଜୟରେ ନିର୍ମିତ ହୋଇଛି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।