ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁମାନେ ମାଳିକାକୁ ମାନୁଛନ୍ତି ସେମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ ଯେ ମାଳିକାର ପ୍ରତିଟି ପୃଷ୍ଠା ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଛି ,ଆଜିର ଯୁଗରେ ମାଳିକା ଯାହା ସବୁ ରଚନା କରିଯାଇଛି ତାର ସବୁ ଭବିଷ୍ୟତ ଵାଣୀ ମଧ୍ୟ ଧୀରେ ଧୀରେ କରି ସବୁ ସତ ହେବାକୁ ଲାଗିଲାଣି , ଭୂସ୍ଖଳନ , ବନ୍ୟା , ବାତ୍ୟା , ମହାମାରୀର ପରି ଭୟଙ୍କର ଘଟଣା ସବୁ ସତ ହେବାରେ ଲାଗିଲାଣି , ମହାପୁରୁଷ ମାନେ ମାଳ ମାଳ କରି ମାଳିକା ପୋଥିର ରଚନା କରିଯାଇଛନ୍ତି ,
ତେବେ ଆଜି ଆମେ ଅଗଣାରେ ଉପସ୍ଥିତ ହୋଇଛନ୍ତି ରାଜୀବ ନାରାୟଣ ଦେବ ମହାରାଜା ବାବା ଯିଏକି ମାଳିକା ର ଭବିଷ୍ୟତ ସୂଚନା ଦେଇଛନ୍ତି , ବର୍ତମାନ ସମୟରେ ସେ ରାଧାକୃଷ୍ଣ ମନ୍ଦିର ଅଛନ୍ତି ଯାହା କି କଟକରେ ଅବସ୍ଥିତ ଅଛି , ଏଠାରେ ୧୨ ପ୍ରକାରର ବୃକ୍ଷ ବିଷୟରେ କହିଛନ୍ତି , ଯାହାକି ୧୨ ପ୍ରକାରର ବଟ ବୃକ୍ଷ ଅଟେ , କଳ୍ପ ବୃକ୍ଷ , ସତ୍ୟ ବଟ , ବ୍ରହ୍ମ ବଟ , ଗୋକର୍ଣ ବଟ , ତେବେ ଏହିପରି ୧୨ ପ୍ରକାରର ଗଛ ଏଠାରେ ରହିଅଛି , ଏଠାରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଜନ୍ମ ପିଠ ମଧ୍ୟ କୁହାଯାଉଛି , ଏହା ପ୍ରାୟତଃ ୮୦୦ ବର୍ଷ ପୁରୁଣା ପିଠ ବୋଲି କୁହାଯାଉଛି ,
ଆଜି ବାବା ମାଳିକାରେ ଥିବା ଷୋହଳ ମଣ୍ଡଳ ବିଷୟରେ ମଧ୍ୟ କହିଛନ୍ତି , ମାଁ ମଙ୍ଗଳା ମଣ୍ଡଳ , କଟକ ଚଣ୍ଡୀ ମଣ୍ଡଳ ,ହେଙ୍ଗୁଳା ମଣ୍ଡଳ , ମାଁ ସମଲେଶ୍ଵରୀ ମଣ୍ଡଳ , ତେବେ ଆଜି ଆମ ଅଗଣାରେ ଯେଉଁ ବାବା ରହିଛନ୍ତି ସେ ହେଉଛନ୍ତି ମା ବିରଜା ମଣ୍ଡଳଙ୍କ ଅନ୍ୟତମ ଭକ୍ତ ରାଜୀବ ନାରାୟଣ ଦେବ ମହାରାଜା , ତେବେ ଜାଣିବା ମାଳିକାର କେଉଁ ଗ୍ରନ୍ଥରେ ଲେଖା ଅଛି ବାବାଙ୍କ ସଂପର୍କରେ , ତେବେ ଏହା ଏକ ଶିବ କଳ୍ପରେ ଲେଖା ହୋଇଛି ଯେ ରାଜୀବ ବୋଲି ଭକ୍ତ ବଳ ,
ସୁରେନ୍ଦ୍ରପୁରେ ଗ୍ରାମେ ତାହାରି ଘର , ସୂର୍ଯ୍ୟ ମଣି ବୋଲି ଭକ୍ତ ମୋର ସୁରେନ୍ଦ୍ରପୁରେ ଗ୍ରାମେ ତାହାରି ଘର , ସେଠାରେ ଥିବା ସାଧୁ ତାହାରି ଲୋକଙ୍କୁ ବିପଦ । ଆଜି ବାବାଙ୍କୁ ଏକ ପ୍ରଶ୍ନ କରାଯାଇଛି ଯେ ମାଳିକାରେ ରଚିତ ଥିବା ପ୍ରତ୍ୟେକଟି କଥା ଧୀରେ ଧୀରେ ସତ ହେବାରେ ଲାଗୁଛି ଆଗକୁ ମଧ୍ୟ ସତ ହେଇସାରିଛି , ଆଗକୁ ମଧ୍ୟ ସତ ହେବ , ଏହି ବିଷୟରେ ସେ ଏକ ଦିଵ୍ୟ ଅନୁଭୂତ କହିଛନ୍ତି ବାବା, ମାଳିକାରେ ବର୍ଣ୍ଣିତ ଥିଲା ଯେ ଦୈତାରି ପାରାଦୀପ ରାଜପଥ ଏକ ହେବ , ଏହା ପୂର୍ବରୁ ମହାପୁରୁଷଙ୍କ ଦ୍ଵାରା ରଚିତ ଥିଲା ଯାହାକି ବର୍ତମାନ ସତ୍ୟ ହୋଇଛି ,
ଆଜି ଯିଏ ଵୋହିଵ ଶବ କାଲି ସେ ହେବ ନିଜେ ଶବ , ଯାହାକି କରୋନା ସମୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି , କିଛି ମନ୍ଦିର ରହିଛି ଯେପରି ସିଦ୍ଧ ହନୁମାନଙ୍କ ମନ୍ଦିର , ଶିବଙ୍କ ମନ୍ଦିର , ରାଧାକୃଷ୍ଣ ମନ୍ଦିର , ରାମଙ୍କ ମନ୍ଦିର , ଏବେ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଯାହାକି ବାବାଙ୍କ ଉପସ୍ଥିତରେ ହୋଇଛି , ତେବେ ଆପଣଙ୍କର କଣ ରହିଛି ମତାମତ ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।