29

ମିଠା ପାଇଁ ମାଁ ଝିଅ ମିଶି ପିଟିଛନ୍ତି ନିରୀହ ଝିଅକୁ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ |

marriage

ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଝିଅଟି ଏପରି କହି କହି କାନ୍ଦୁଛି , ତେବେ ଜାଣନ୍ତୁ କଣ କହିଛି କଥା , ତେବେ ଝିଅଟି ହଠାତ୍ ସୋସିଆଲ ମିଡ଼ିଆରେ ଆସିଅଛି ଏପରି କଥା କହିଛି ଯାହା ଆଶ୍ଚର୍ଯ୍ୟ କର ଅଟେ , ତେବେ ଝିଅଟି କାନ୍ଦି କାନ୍ଦି କହିଛି ଯେ “”ଆପଣ ମାନେ ଭାବୁଥିବେ ଯେ ଏତେ ରାତି ହେଲାଣି ମୁଁ କାହିଁକି

ଶୋଇନାହି ମାଡ଼ ଖାଇଛି ମୁଁ ଆଜି ଘରେ ମୋ ମାଁ ଭଉଣୀ ଦୁଇଜଣ ମିଶି ମୋତେ ମାରିଛନ୍ତି , ତେବେ ଘରକୁ ଜଣେ ଗେଷ୍ଟ ଆସିଥିଲେ ଯିଏକି ସାଥିରେ ମିଠା ନେଇ ଆସିଥିଲେ କିନ୍ତୁ ମୋ ମାଁ ମିଠା ମୋତେ ନ ଦେଇ ଫ୍ରିଜରେ ନେଇ ରଖିଦେଲା , କିନ୍ତୁ ମୁଁ ଲୁଚି ମିଠା ଆଣି ରଖିଦେଲି ଯେଉଁଥିରେ ମୋ ଭଉଣୀ ଦେଖିନେଲା ଓ ମୋ ମାଁ କୁ କହିଦେଲା ଯାହା ଶୁଣି ମୋ ମାଁ ଓ ଭଉଣୀ ମୋତେ ଆସି ପିଟିଛନ୍ତି ,

ଭାଇ ଆସିବ ଖାଇଵ ବୋଲି କହି ରଖିଛି କିନ୍ତୁ ନିଜ ଝିଅ ମରିଯାଉ , ମୁଁ ଵାହା ହେଇଯିବି ମୋ ସ୍ଵାମୀ ସବୁ ପଇସା ସୁଜି ଦେବନି କି , କାଲି ପେପରରେ ବାହାରିବ ମାଁ ଓ ଝିଅ ମିଶି ନିରିହ ଝିଅକୁ ମାରିଛନ୍ତି ତେବେ ଆପଣ ତ ଜାଣିଲେ ଏହି ଝିଅର କଥା ତେବେ ଆପଣ କ’ଣ କହିବାକୁ ଚାହୁଁଛନ୍ତି ନିଶ୍ଚିତ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *