31

ଥିଲେ ମହିଳା ଡନ, ଏବେ ହୋଇଛି ଜେଲ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ଆଜି ଆସିଛି ଏକ ଅମାନବୀୟ ଘଟଣା ଯେଉଁଠାରେ ଜଣେ ଝିଅ ହୋଇ ପାଲଟିଛି ଡନ ,

ସେ ଥିଲେ କଟକର ଲେଡି ଡନ , ବନ୍ଧୁକ ମୁନରେ ଡରାଇ ଆଦାୟ କରୁଥିଲେ ଜମି , ଯିଏ ଅଭିଯୋଗ କଲେ ତାଙ୍କ ମାମଲାରେ ହେଉଥିଲା ମିଛ ମାମଲା , ନଚେତ ହେଉଥିଲା ମାଡ଼ , ତେବେ ଜେଲ ଗଲେ ଏହି ଲେଡି ଵିଲଡର , ତେବେ ବ୍ଲୁ ଷ୍ଟାର ମାଲିକ ପିଙ୍କି ପ୍ରଧାନ ଆଜି ଜେଲ ଚାଲାଣ କରିଛି ବାରଙ୍ଗ ଥାନା ପୋଲିସ ,ଗତ ୧୭ ତାରିଖରୁ ଗତ

police 3

୧୭ ତାରିଖରୁ ପିଙ୍କିଙ୍କୁ କମିସନରେଟ ପୋଲିସ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ଦେହ ଅସୁସ୍ଥ ଥିଵା କାରଣରୁ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଦାଖିଲ କରାଯାଇଥିଲା , ତେବେ ବର୍ତ୍ତମାନ ତାଙ୍କୁ ଚୈଦୁଆର ଜେଲକୁ ପଠାଇଦିଆଯାଇଛି , କଟକ ବାରଙ୍ଗ ଥାନା ଅନ୍ତର୍ଗତ କୁନ୍ତି ପ୍ରଧାନ ନାମକ ଜଣେ ମହିଳା ଜମି ଉପରେ ଯୋର ଜବରଦସ୍ତ

ରାସ୍ତା ନିର୍ମାଣ କରିଥିଲେ ପିଙ୍କି , ଏହାର ପ୍ରତିବାଦ କରିବାରୁ ସେହି ମହିଳା ସମେତ ତାଙ୍କର ପରିବାର ଲୋକଙ୍କୁ ପିଙ୍କି ଲୋକେ ପିଟି ଗୁରୁତର କରିଦେଇଥିଲେ , ଓ ଏହା ପରେ ବାରଙ୍ଗ ପିଙ୍କି କୁ ଗିରଫ କରିଥିଲା , ତେବେ ଦିନକୁ ଦିନ ଟ୍ଵିନ ସିଟିଂରେ ଏପରି ଦ୍ଵରାତ୍ମ ବଢ଼ି ବଢ଼ି ଚାଲିଛି ,

ଯାହାଫଳରେ ଏହା କମିସନରେଟ ପୋଲିସଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି , ତେବେ ଏହା ପ୍ରତି ଆପଣଙ୍କ କଣ ରହିଛି ମତାମତ ନିଶ୍ଚୟ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *