ଏହି ଥର ତ ଆପଣ ମାନେ ନିଶ୍ଚିତ ଭାବେ ସହ ମତ ହେବେ ବି କେବଳ ଆମ ଦେଶ ରେ ହିଁ ସବୁଠୁ କଠିନ ପ୍ରଶ୍ନ ଇୟୁପିୟସ୍ ଇଣ୍ଟରଭିୟୁ ରେ ପଚରା ଯାଏ ବୋଲି । ସେମିତି ରେ ଯଦି ଆମେ ସାଧାରଣ ଭାବେ ସେହି ସବୁ ପ୍ରଶ୍ନ ବିଷୟ ରେ ଯଦି କହିବା କିଛି ଲୋକ ମାନେ ଏମିତି ବି ବାହାରିବେ ଯେଉଁ ମାନେ
ଏପରି କିଛି ପ୍ରଶ୍ନ ଦେଖି ଇଣ୍ଟରଭିୟୁ ଦେବା ପାଇଁ ଯିବା ହିଁ ଭୁଲି ଯିବେ । ତେବେ ଆମେ ଆପଣ ମାନଙ୍କ ସହିତ ସେମିତି ହିଁ କିଛି ପ୍ରଶ୍ନ ସଂମ୍ପର୍କ ରେ ସୂଚନା ଦେବା ପାଇଁ ଚାହିଁବୁ । ସେମିତି ରେ ଏହି କିଛି ଦିନ ତଳେ ଏହି ପ୍ରଶ୍ନ ସବୁ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ପରିମାଣ ରେ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳଇ ଥିଲା ।
ଏହି ଦିନ ରେ ଗୋଟିଏ ଯୁବକ ଙ୍କୁ ପଚରା ଗଲା କି । ବ୍ଲେଡ୍ ମଧ୍ୟରେ ରହି ଥିବା ଏହି ଖାଲି ସ୍ଥାନ ର ମାନେ କଣ । ସେହି ପରି ଯୁବକ ଜଣଙ୍କ ଉତ୍ତର ଦେଲା କି । 1904 ମସିହା ରେ ବ୍ଲେଡ୍ କୁ ସେଭିଙ୍ଗ୍ କରିବା ପାଇଁ ବ୍ୟବହାର କରା ଜାଉ ଥିଲା । ସେତି କି ବେଳେ ସେ କହିଲା କି ଏହି ବ୍ଲେଡ୍ ଆକାର ସର୍ବ ପ୍ରଥମେ କିଛି ଅଲଗା ପ୍ରକାରର ରହି ଥିବା ବେଳେ ପରେ ଏହା ସେଭର ସହିତ କିପରି ଭାବେ ସଂମ୍ପର୍ଣ୍ଣ ଭାବେ ଫଇଟ୍ ହେବ ସେହି ବିଷୟ ରେ ଚେକ୍ କରା ଗଲା ଏବଂ ପରେ ପରେ 2004 ମସିହା ରେ ଏହାକୁ ସେଭର ସହିତ ସଠିକ୍ ବସାଇ ଥିଲେ ।
ସେହି ପରି ବେଳେ ଅନ୍ୟ ଗୋଟିଏ ପ୍ରଶ୍ନ ରେ ପଚରା ଗଲା DJ ର ଫୁଲ ଫର୍ମ କଣ ଅଟେ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଆଜି ପର୍ଯ୍ୟନ୍ତ ବହୁତ ଲୋକ ମାନେ ରହିଛନ୍ତି । ଯେଉଁ ମାନେ DJ ର ଫୁଲ୍ ଫର୍ମ ଜାଣି ନାହାଁନ୍ତି । ତେବେ ସେମିତି ରେ ଆମେ ଆପଣ ମାନଙ୍କୁ କହିବୁ କି । DJ ଫୁଲ୍ ଫର୍ମ Disc Jockey ଅଟେ ।
ସେହି ପରି ବେଳେ ଅନ୍ୟ ଏକ ପ୍ରଶ୍ନ ରେ ବି ସେମିତି ଗୋଟିଏ ଚମକିବା ଭଳି ପ୍ରଶ୍ନ ପଚରା ଗଲା ଜାହାର ଉତ୍ତର ରେ ଏମିତି ଯବାବ୍ ଆସିଲା ।ଯୁବକ ଙ୍କୁ ପଚରା ଗଲା କି ଝିଅ ମାନଙ୍କ ସାର୍ଟ ରେ ପକେଟ୍ କାହିଁକି ନ ଥାଏ । ସେମିତି ବେଳେ ସେ ଉତ୍ତର ରେ ଜଣେଇଲେ । ଏହାର କାରଣ ହେଲା ସୁନ୍ଦରତା । ସାଧାରଣ ଭାବେ ଯଦି କୈଣସି ଯୁବତୀ ଙ୍କ ସାର୍ଟ ରେ ପକେଟ୍ ରହିବ । ତେବେ ସେ ସେଥିରେ କିଛି ନା କିଛି ରଖିବା ପାଇଁ ଚେଷ୍ଟା କରିବେ । ତେବେ ସେହି ପରି ବେଳେ ତାଙ୍କର ସୁନ୍ଦରତା କମି ଯିବ । ତେବେ ଆପଣ ମାନେ ବି ଜାଣି ସାରି ଥିବେ କି କାହିଁକି ଝିଅ ମାନଙ୍କ ସାର୍ଟ ରେ ପକେଟ୍ କାହିଁକି ନ ଥାଏ ।