rasi

୧୬ ଫେବୃଆରୀ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ – ଆଜି ଆପଣଙ୍କୁ ଆପଣଙ୍କର କୌଣସି ବନ୍ଧୁ ସାହାଯ୍ୟ ମାଗି ପାରନ୍ତି ।ଏହି ବନ୍ଧୁଙ୍କୁ ବୋଧହୁଏ ଆପଣଙ୍କ ସାହାଯ୍ୟର ଆବଶ୍ୟକତା ଅଛି । ତାହା ସହିତ ଆପଣ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ତାଙ୍କ ଭଲ ପାଇଁ ଆପଣ ସବୁପ୍ରକାର ଚ଼େଷ୍ଟା କରନ୍ତୁ । ଆଜି ଆପଣ ନିଜର ଘରର ଖୁସି ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବେ। ଆପଣଙ୍କ ଏହି ଚେଷ୍ଟା ବହୁତ ସଫଳ ହେବ। ଯାହାଫଳରେ ଆପଣ ଖୁସି ହେବେ। ଯଦି ଆପଣ ବିବାହର ଯୋଗ୍ୟ, ତେବେ ଆଜି ଆପଣଙ୍କୁ ଅନୁକୂଳ ଜୀବନ ସାଥୀ ପ୍ରାପ୍ତ ହେବାର ସ୍ଥିତି ବନୁଛି। ବ୍ୟାପାର କରିବା ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ହେବ।

ବୃଷ – ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ଆଜି ଆପଣ ନିଜର କଥାକୁ ପ୍ରମୁଖ ରୂପେ କହିବାକୁ ଲାଗିବେ। ଯାହାଫଳରେ ସବୁ ଲୋକ ତାକୁ ବୁଝିପାରିବେ। ସେ ପ୍ରବନ୍ଧନର କଥା ହେଉ କିମ୍ବା ରାଜନୈତିକ ବା ସାମାଜିକ ମଂଚର କଥା ହେଉ। ଏହା ଫଳରେ ଆପଣଙ୍କୁ ଭଲ ଲାଭ ହେବ। ଶ୍ୱଶୁରଘର ସହିତ ଆପଣଙ୍କ ସଂମ୍ପର୍କ ବଢ଼ିବ। ଯାହାଫଳରେ ଆପଣ ଖୁସି ହେବେ। ସ୍ଵାସ୍ଥ୍ୟରେ କିଛି ଅସୁବିଧା ଆସିପାରେ।

ମିଥୁନ – ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି । ଆଜି ଆପଣ ନିଜର ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ। ଅର୍ଥାତ୍ ଆପଣଙ୍କ ଜ୍ଞାନରେ ବୃଦ୍ଧି ହେବ। ଯାହା ଫଳରେ ଆପଣ ନିଜର ଗତ ଦିନରେ ହୋଇଥିବା କ୍ଷତିକୁ ରୋକିବାରେ ସକ୍ଷମ ହେବେ। କିନ୍ତୁ ଶରୀର ସୁସ୍ଥ ରଖିବା ପାଇଁ କଷ୍ଟ ହୋଇପାରେ। ପ୍ରେମ ସମ୍ବନ୍ଧରେ ସାଥୀ ସହିତ ମଧୁର ସମ୍ପର୍କ ହେବ। ବାହନ ମାମଲାରେ ଚିନ୍ତିତ ହେବେ।

mithun

କର୍କଟ – ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ । ଆଜି ଆପଣ ଗୋଟିଏ ପରେ ଗୋଟିଏ ଅନେକ କାମ ସମ୍ପୂର୍ଣ୍ଣ କରିବା ଉପରେ ଜୋର ଦେବେ। ଆପଣଙ୍କ ଏହି ଚେଷ୍ଟା ଦ୍ୱାରା ଧୀରେ-ଧୀରେ ଆଗକୁ ପ୍ରଗତି ହେବ। ଚାକିରି କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସହିତ ସେମାନଙ୍କ ଦାୟୀତ୍ତ୍ୱକୁ ନିଶ୍ଚିତ କରିବାରେ ଲାଗିବେ। ଯାହାଫଳରେ ସେମାନେ ନିଜର କାମରେ ବ୍ୟତିକ୍ରମ ନକରିପାରନ୍ତି। କିନ୍ତୁ ବଡ଼ ଭାଇ ସହିତ କୌଣସି କଥାରେ ଝଗଡ଼ା ହୋଇପାରେ।

ସିଂହ – ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ଆଜି ଆପଣ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଶାତୀତ ପରିଣାମକୁ ଅର୍ଜନ କରିବାକୁ ଧ୍ୟାନ ଦେବେ। ଯାହାଫଳରେ ଭଲ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କ ଅଛି, ତେବେ ତାଙ୍କୁ ସହଯୋଗ କରିବାକୁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ। ଆଜି ଆପଣ କୌଣସି ଧର୍ମ ଲାଭର କାମକୁ କରିବା ପାଇଁ ମନ ବଳାଇବେ। ଧନ ନିବେଶ ଏବଂ ବିଦେଶ କାମରେ ବୃଦ୍ଧି ହେବ।

କନ୍ୟା – ଆଜି ହଠାତ୍ ଆପଣଙ୍କର କୌଣସି ବନ୍ଧୁ ଫୋନ୍ କିମ୍ବା ଇମେଲ କରିପାରନ୍ତି । ଏହି ବନ୍ଧୁ ବୋଧହୁଏ ଆପଣଙ୍କ ଘରେ କିଛି ଦିନ ରହିବାକୁ ଆସିପାରନ୍ତି । ଆପଣ ତାଙ୍କର ଆତିଥ୍ୟ ଚ଼ର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ। କିନ୍ତୁ ପୁଞ୍ଜି ନିବେଶରେ ଅସୁବିଧା ଆସିପାରେ।

kanya

ତୁଳା – ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ଆଜି ଆପଣ ବ୍ୟାପାରିକ ଏବଂ କାର୍ମିକ ଜୀବନରେ ଉଚ୍ଚ ସ୍ତରୀୟ ସଫଳତାକୁ ଗଢ଼ିବାରେ ଲାଗି ରହିବେ। ଆପଣଙ୍କ କାମରେ ଭଲ ବୃଦ୍ଧି ହେବ। ସ୍ଵାସ୍ଥ୍ୟ ପାଇଁ ଆଜିର ଦିନ ଭଲ। କିନ୍ତୁ ନିଜର ସମ୍ବନ୍ଧରେ ନିଜନିଜ ମଧ୍ୟରେ ତାଳମେଳର କ୍ରମରେ ଅସୁବିଧା ଦେଖାଯାଉଛି। ଯାହା ଫଳରେ ଆପଣ ଅସୁବିଧାରେ ପଡ଼ିବେ। ପୁଞ୍ଜି ବିନିଯୋଗରେ ଆପଣଙ୍କର ବୃଦ୍ଧି ହେବା ହେତୁ ପରିଶ୍ରମ କରିବାକୁ ପଡ଼ିବ।

ବିଚ୍ଛା – ନିକଟରେ ହୋଇଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏବେ ଆପଣ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ଆଜି ଆପଣ ବାହାରକୁ ଯାଇ ପାରନ୍ତି । ଆଜି କିଛି ଏପରି ଲୋକମାନଙ୍କର ସହ ମିଶିକରି କାମକୁ ଲକ୍ଷ ସ୍ଥଳ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଲାଗି ରହିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଅଧିକ ଭଲ ନୁହେଁ। ଯାହାଫଳରେ ଆପଣଙ୍କୁ ଅସୁବିଧା ହୋଇପାରେ। କୌଣସି ବୃଦ୍ଧ ବ୍ୟକ୍ତିଙ୍କର ସହଯୋଗ ପ୍ରାପ୍ତ ହେବ।

ଧନୁ – ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି । ଆଜି ଆପଣ କୌଣସି ସମ୍ପତ୍ତି ବିକ୍ରୀର କାମକୁ ଅନ୍ତିମ ରୂପ ଦେବାକୁ ଲାଗିପାରନ୍ତି। ଏହି କାମରେ ଆପଣଙ୍କୁ ନିଜର ଘରର ଲୋକମାନଙ୍କର ମଧ୍ୟ ସାଥି ମିଳିବ। ଯାହାଫଳରେ ଆପଣ ଖୁସି ହେବେ। ଅବଶ୍ୟ ସମ୍ବନ୍ଧରେ ତାଙ୍କ ସହିତ କିଛିଟା ପରିବର୍ତ୍ତନ ଆସିପାରେ। ଯାହା ଫଳରେ ଆପଣ ଚିନ୍ତିତ ହେବେ। ଆଜି ଚାକିରି ବିଷୟରେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିପାରେ।

dhanu

ମକର – ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ । ଆଜି ଆପଣ ନିଜର କାମର ଭଲ କରିବା ପାଇଁ ତଥା ବୃଦ୍ଧି କରିବା ଉପରେ ଧ୍ୟାନ ଦେବେ। ଯେପରିକି ଆସୁଥିବା ସମୟରେ ଆପଣଙ୍କୁ ଭଲ ଲାଭ ହେବ। ଆପଣ ଗୋଟିଏ ପରେ ଗୋଟିଏ କାମ ସମ୍ପୂର୍ଣ୍ଣ କରିବାକୁ ଲାଗିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଭଲ। ଘର ପରିବାରରେ ହସଖୁସିର ସମୟ ଆସିବ। କିନ୍ତୁ ଋଣ ପଇଠ କରିବାରେ ଆପଣ ଚିନ୍ତିତ ହେବେ।

କୁମ୍ଭ – ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ଆଜି ଆପଣ ଦେଶ ହିଁ ନୁହେଁ ବିଦେଶରେ ମଧ୍ୟ ନିଜର କାର୍ମିକ ଯୋଗ୍ୟତାକୁ ବୃଦ୍ଧି କରିବା ପାଇଁ ଧ୍ୟାନ ଦେବେ। ଯାହାଫଳରେ ଆସୁଥିବା ସମୟରେ ଆପଣଙ୍କୁ ଭଲ ଲାଭ ହେବ। ଯଦ୍ୟପି କିଛି ମାମଲାରେ ଅଧିକ ଧନ ବ୍ୟୟର ସ୍ଥିତି ହେବ। କିନ୍ତୁ ପ୍ରେମ ସମ୍ବନ୍ଧରେ ସାଥୀ ସହିତ ଚିନ୍ତା ହେବ। ଧୈର୍ଯ୍ୟ ଜରୁରୀ ଅଟେ।

ମୀନ – ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । ଆଜି ଆପଣ ପୁଞ୍ଜି ମାମଲାକୁ ଠିକ କରିବା ପାଇଁ ଅଧିକ ସକ୍ରିୟ ହେବେ। ଅବଶ୍ୟ ବିରୋଧୀ ପକ୍ଷରୁ କିଛି ନା କିଛି ଅସୁବଧା ଆସିବ। ଯାହା ଆପଣଙ୍କୁ ଅସୁବିଧା ହେବ। ଚାକିରିରେ ଆପଣଙ୍କୁ ଯାତ୍ରା କରିବାକୁ ହେବ। ଧନ ନିବେଶ ଏବଂ ବିଦେଶ କ୍ଷେତ୍ରରେ ଭଲ ପ୍ରଗତିର ଆଶା ଅଛି।

Leave a Reply

Your email address will not be published. Required fields are marked *