ମଣିଷ ଶରୀରର ୧୧ ଟି ମଜଦାର ଘଟଣା – ବିଷୟରେ ଜାଣି ରଖନ୍ତୁ ।

HEALTH

ବନ୍ଧୁ ମାନେ ସେଣ୍ଟର ଅଫ ହିଲିଙ୍ଗ ଦ୍ୱାରା ଦିଆଯାଇଥିବା ଗୋଟିଏ ପର୍ଜ୍ୟବେଖ୍ୟଣ ଦ୍ୱାରା ୮୮ ପ୍ରତିଶତ ଲୋକ ଚିନ୍ତା ରେ ରୁହନ୍ତି । ଅଧିକା ଚିନ୍ତା ଦ୍ୱାରା ଆମ ଶରୀର ରକ୍ତ ବହୁତ ମୋଟା ହୋଇ ଯାଇଥାଏ ଯାହାଦ୍ଵରା ଶରୀର ରେ ରକ୍ତଜମା ହୋଇଯାଏ ,ଯାହାକି ହୃଦଘାତ ର କାରଣ ହୋଇଥାଏ । ଏମିତି କି ହଓଆର୍ଡ ୟୁନିଭେର୍ସିଟି ର ଏକ ପରୀକ୍ଷା ରୁ ଜଣା ପଡିଛି ଯେ ଚିନ୍ତା ଦ୍ୱାରା ଆମ ଶରୀର ରେ ସେହି ସବୁ ଅସୁବିଧା ହୋଇଥାଏ ଯାହା କି ସିଗାରେଟ ଟାଣିବା ଦ୍ୱାରା ହୋଇଥାଏ । ଏବଂ ଆପଣ ଜାଣିଛନ୍ତି କି ଆମର ବାସ୍ନା ଏବଂ ସ୍ୱାଦ ବହୁତ ସମାନ ଅଟେ ,ପାଖାପାଖି ୮୦ ପ୍ରତିଶତ ଯାହା ଆମକୁ ଲାଗେ କି ଏହା ଆମର ସ୍ୱାଦ କିନ୍ତୁ ସେ ସବୁ ଆମର ବାସ୍ନା ହୋଇଥାଏ। ଏବଂ ଆପଣ ଏହା ଜାଣିଛନ୍ତି କି ଆପଣ ଯେତେବେଳେ କିଛି ବି ଗୀତ ଶୁଣୁଛନ୍ତି ସେତେବେଳେ ଆପଣଙ୍କ ଗୀତ ର ତାଳ ସହ ଆପଣଙ୍କର ହୃଦୟର ର ସ୍ପନ୍ଦନ ମଧ୍ୟ ମିଶିଯାଇଥାଏ । ଆସନ୍ତୁ ଜାଣିବା ଏହି ଭଳି ୧୧ ଟି ଘଟଣା ।

୧) ଆମର ମସ୍ତିସ୍କ ନିଜେ କିଛି ବି କଷ୍ଟ କୁ ଅନୁଭବ କରିପାରେ ନାହିଁ । ଆପଣ ଙ୍କୁ କେମିତି ଲାଗିବ ଯଦି ଆମେ ଆପଣଙ୍କୁ କହିବୁ ଯେ ଆପଣ ଯେଉଁ କଷ୍ଟ କୁ ନିଜ ମସ୍ତିଷ୍କ ର କଷ୍ଟ ବୋଲି ଭାବୁଛନ୍ତି କିନ୍ତୁ ପ୍ରକୃତ ରେ ଏହା ମସ୍ତିଷ୍କ ର କଷ୍ଟ ନୁହେଁ । ଏହା ଏଇଥିପାଇଁ କାରଣ ପ୍ରକୃତ ରେ ଆମର ମସ୍ତିଷ୍କ କୁ କୌଣସି କଷ୍ଟ ଅନୁଭବ ହୁଏ ନାହିଁ କିନ୍ତୁ ଏହା ବାକି ସବୁ ଅଙ୍ଗ ର କଷ୍ଟ କୁ ଅନୁଭବ କରିପାରେ ।ଏହା ବହୁତ ଆଶ୍ଚର୍ଯ୍ୟ କର କଥା ନା , କିନ୍ତୁ ଆମ ମସ୍ତିସ୍କ କୁ କଷ୍ଟ କଣ ପାଇଁ ହୋଇଥାଏ । କାରଣ ଆମେ ଯେତେବେଳେ ବି କିଛି କଷ୍ଟ ଅନୁଭବ କରୁ ସେତେବେଳେ ଆମେ ଆମ ଶରୀର ରେ ସେନ୍ସୋରି ନର୍ଭ ଫାଇବର କୁ ତେଜ କରିଦେଇଥାଉ । ଯାହାକୁ ନସି ସେପଟର ମଧ୍ୟ କୁହାଯାଏ । ଏହି ଫାଇବର ଆପଣ ଙ୍କର ତ୍ଵଚା ଏବଂ ଆହୁରି ବହୁତ ଅଙ୍ଗ ରେ ରହିଥାଏ ।

ଯାହାକି ଆମ ଶରୀର ର କୌଣସି ବି ଜାଗାରେ କିଛି ବି ଅସୁବିଧା କିମ୍ବା କଷ୍ଟ ହେଲେ ଏହା ସାଙ୍ଗେ ସାଙ୍ଗେ ତେଜ ହୋଇ ମସ୍ତିଷ୍କ କୁ ବାର୍ତା ପଠାଇଥାଏ ,କିନ୍ତୁ ଆପଣ ଙ୍କ ମସ୍ତିଷ୍କ ରେ କୌଣସି ନସି ସେପଟର ନଥାଏ। ତେଣୁ ଏହା କୌଣସି କଷ୍ଟ କୁ ଅନୁଭବ କରିପାରେ ନାହିଁ ।କିନ୍ତୁ ଆପଣ ଏହା ଭାବୁଥିବେ ଯେ ଯେତେବେଳେ ମଝିରେ ମଝିରେ ଆପଣଙ୍କ ମସ୍ତିସ୍କ ରେ କଷ୍ଟ ଅନୁଭବ ହୁଏ ଏହା ପ୍ରକୃତ ରେ କଣ ଅଟେ। ପ୍ରକୃତ ରେ ଆପଣ ଙ୍କ ମସ୍ତିଷ୍କ ଏବଂ ତାଳୁ ମଧ୍ୟ ରେ ଗୋଟିଏ ଟିସୁ ର ଗୋଟିଏ ରକ୍ଷକାରି ପରସ୍ତ୍ ରହିଥାଏ ଯେଉଁଠି ଏହି ନସି ସେପଟର ରହିଥାଏ । ଏବଂ ଏହି ନସି ସେପଟର ରୁ ରକ୍ତ ର ପ୍ରବାହ ସମୟରେ କିଛି କେମିକାଲ କ୍ଷରଣ ହୋଇଥାଏ ଯାହା ଦ୍ୱାରା ଟିସୁ ରେ ଏହି ନସି ସେପଟର ତେଜ ହୋଇଯାଇଥାଏ । ଯାହା ଦ୍ୱାରା ଆପଣଙ୍କର ମୁଣ୍ଡ ବିନ୍ଧା ହେବାକୁ ଲାଗେ । କିନ୍ତୁ ପ୍ରକୃତ ରେ ଆପଣ ଙ୍କ ମସ୍ତିଷ୍କ ରେ କୌଣସି କଷ୍ଟ ହୁଏ ନାହିଁ । ୨)ଆପଣ ଶରୀର ରେପ୍ରକୃତ ପ୍ରତି ୧୦ ବର୍ଷ ରେ ଗୋଟିଏ ନୂଆ ହାଡ ସୃଷ୍ଟି ହୋଇଥାଏ :-

body 1
ଆମେ ସମସ୍ତେ ଆମ ଜୀବନ ରେ କେବେ ନାକେବେ ହାଡ଼ ଭାଙ୍ଗିବା ର କଷ୍ଟ ଅନୁଭବ କରିଥିବା । କିନ୍ତୁ ହାଡ କୁ ଭାଙ୍ଗିବା ଏତେ ସହଜ ନୁହେଁ କିଛି ମେଡିକାଲ ର ରିପୋର୍ଟ ଅନୁସାରେ ଆପଣ ଙ୍କ ହାଡ ଷ୍ଟିଲ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଥାଏ । ଏହା ସହିତ ଆପଣ ଏହା ଜନିକରି ଆଶ୍ଚର୍ଯ୍ୟ ହୋଇଯିବେ ଯେ କିଛି ପୁରୁଣା ହାଡ ନୂଆ ହାଡ ଦ୍ୱାରା ପୁଣି ଥରେ ଗଢିଉଠିଥାଏ ।ମାନେ ଏବେ ଆପଣଙ୍କର ହାଡ ଗୁଡିକ ଯେମିତି ଅଛି ୧୦ ବର୍ଷ ପରେ ସେଗୁଡିକ ପୁଣି ଥରେ ନୂଆ ହୋଇଯାନ୍ତି । ଏହି ପ୍ରକ୍ରିୟା ବୟସ ର ସହିତ ଧୀର ହୋଇଯାଇଥାଏ । ଏବଂ ଆପଣ ଙ୍କ ହାଡ ଗୁଡିକ ପତଳା ହୋଇଯାଏ ସେଥିପାଇଁ ଆପଣ ଶରୀର କୁ ସଠିକ ପରିମାରଣର ଆଇରନ ଏବଂ କାଲସିଅମ ସବୁବେଳେ ଦିଅନ୍ତୁ ।
୩) ଆପଣ ଆପଣଙ୍କ ନାକ କୁ ଦେଖିପାରିବେ । ଆପଣ ଆପଣଙ୍କ ଆଖି ଦ୍ୱାରା ଦେଖନ୍ତି ଯାହା ବହୁତ କିଛି ତଥ୍ୟ ଆପଣଙ୍କ ମସ୍ତିସ୍କ ପାଖରେ ପହଞ୍ଛାଇଥାଏ , ଯାହା ପରେ ଆପଣ ଙ୍କ ମସ୍ତିସ୍କ ଏହା ନିଷ୍ପତି ନେଇଥାଏ ଯେ ଆପଣଙ୍କୁ କେଉଁଠି କୁ ଦେଖିବାର ଅଛି । ସେଥିପାଇଁ ଆପଣ ଙ୍କ ଆଖି ର ତଳ ଭାଗରେ ଆପଣ ଙ୍କ ନାକ ହୋଇଥାଏ । କାରଣ ଆପଣ ଯେତେବେଳେ କିଛି ଦେଖୁଥାନ୍ତି ନାକ ଆପଣଙ୍କୁ ଦେଖିବା ରେ କିଛି ବି ବାଧା ପ୍ରାପ୍ତ କରେ ନାହିଁ । ମାନେ ସେ ଆଖି ର ତଳେ ଥିଲେ ମଧ୍ୟ ସେ କିଛି ମଝିରେ ବାଧା ସୃଷ୍ଟି କରେ ନାହିଁ କାରଣ ଆପଣଙ୍କର ମସ୍ତିଷ୍କ ଏହା ର ଦୃଶ୍ୟ କୁ ବାଦ ଦେଇଦିଏ । ଯଦି ଆପଣ କୌଣସି ମଣିଷ ଚିତ୍ର କରୁଛନ୍ତି ତେବେ ଆପଣ ନାକକୁ ସର୍ବ ପ୍ରଥମେ ତିଆରି କରନ୍ତୁ । କିନ୍ତୁ ଆମର ମସ୍ତିଷ୍କ ଏହି ଭଳି ହୋଇନଥାଏ ଆମେ ସବୁ କିଛି ଦେଖିଥାଉ କିନ୍ତୁ ଆମର ମସ୍ତିଷ୍କ ସବୁ କିଛି କୁ ବ୍ଲକ କରି କେବଳ ସେହି ଜିନିଷ କୁ ଧ୍ୟାନ ଦେଇଥାଏ ଯାହା ଜରୁରୀ ଅଟେ । ଏମିତି ନୁହେଁ କି ଆପଣ ଆପଣଙ୍କ ନାକ କୁ ଦେଖିପାରିବେ ନାହିଁ ଆପଣ ଦେଖିପାରିବେ କିନ୍ତୁ ଆମ ମସ୍ତିଷ୍କ ସବୁ କୁ ବଡ଼ ଦେଇ ଦେଇଥାଏ ।
୪) ଆପଣଙ୍କ ମସ୍ତିଷ୍କ ବହୁତ କରେଣ୍ଟ ପ୍ରସ୍ତୁତ କରିଦିଏ ଗୋଟିଏ ଲାଇଟ ବଲ କୁ ଜଳାଇବା ଭଳି :-

HEART1
ଆମର ମସ୍ତିସ୍କ ରେ ପାଖାପାଖି ୧୦୦ ନିୟୁତ ମାଇକ୍ରୋସ୍କୋପିକ ସେଲ ରହିଥାଏ ।ଯାହାକୁ ଆମେ ନିଉରନ ବୋଲି କହିଥାଉ ,ଯାହାକି ଆମର ଶରୀର ର ଅଲଗା ଅଲଗା ଅଙ୍ଗ ରୁ ମସ୍ତିସ୍କ୍ କୁ ବାର୍ତା ପହଞ୍ଚାଇଥାଏ। ଯେମିତି କି ଆପଣ କୌଣସି ଗରମ ଜିନିଷ କୁ ଛୁଇଲେ ନେଉରନ ଏହି ବାର୍ତା କୁ ମସ୍ତିଷ୍କ ପାଖ ରେ ପହଞ୍ଛେଇଥାଏ। ବିଜ୍ଞାନ ହିସାବରେ ଏହି ନିଉରନ ଇଲେକ୍ଟ୍ରିକ ସିଗନାଲ ପ୍ରସ୍ତୁତ କରିଥାଏ ।ଯେତେବେଳେ ଆପଣ ସୋଇନଥାନ୍ତି ସେତେବେଳେ ଆପଣ ଙ୍କ ମସ୍ତୁସ୍କ ୧୫-୨୦ ଓଆଟ ର ଇଲେକ୍ଟ୍ରିସିଟି ପ୍ରସ୍ତୁତ କରିଥାଏ ଯାହା ଦ୍ୱାରା ଆପଣ ଗୋଟିଏ ଛୋଟ ବଲ
ଜଳାଇପାରିବେ । ୫)କେଶ ର ଉପକାରୀତା:-
ଆପଣ ଜାଣିଛନ୍ତି କି ଆମ ଶରୀର ରେ ଦେଢ଼ ଲକ୍ଷ୍ୟ ର କେଶ ଥାଏ। କିନ୍ତୁ ଏହା ମଣିଷ କୁ ମଣିଷ ଅଲଗା ହୋଇଥାଏ। କାରଣ ପ୍ରତ୍ୟେକ ଦିନ କିଛି ନା କିଛି ଲୋକ ୫୦-୧୦୦ ଟି କେଶ ହରାଇ ଦିଅନ୍ତି । କିନ୍ତୁ କିଛି ଲୋକ ଙ୍କର କେଶ ଝଡ଼ିବା ପରେ ନୂଆ କେଶ ହୋଇଯାଏ । ଏବଂ କିଛି ଲୋକ ଙ୍କର କେଶ ଝଦେ କିନ୍ତୁ ଏହା ପୁଣି ଥରେ ହୁଏ ନାହିଁ ଏବଂ ସେହି ଲୋକ ମାନେ ଏଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଏହା ର କାରଣ ହେଉଛି ଖାଇବା ପିଇବା କୁ ଏପଟ ସେପଟ କରିବା ଏବଂ ସଠିକ ଖାଇବା ନ ଖାଇବାଦ୍ଵାରା । କିନ୍ତୁ ଆପଣ ଯଦି ଏହାକୁ ରୋକିବାକୁ ଚାଁହୁଚନ୍ତି ତେବେ ମ୍ୟାନ ମ୍ୟାଟରସ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣ ଙ୍କ କେଶ କୁ ସଠିକ ପୋଷଣ ମିଳିଥାଏ।ଯାହା ଦ୍ୱାରା କେଶ ଝଡ଼ିବା କମ ହୋଇଥାଏ । ଏହାକୁ ଆପଣ କେବେ ବି ବ୍ୟବହାର କରିପାରିବେ କିନ୍ତୁ ଏହାକୁ ଗୋଟିଏ ଦିନରେ କେବଳ ଗୋଟିଏ ଥର ହାନି ବ୍ୟବହାର କରନ୍ତୁ ।

୬)କର୍ଟ୍ଇସଲ :-
କର୍ଟ୍ଇସଲ ଯାହାକୁ ଆମେ ଚିନ୍ତା ପାଇଁ କ୍ଷରଣ ବୋଲି ମଧ୍ୟ ଆମେ କହିପରିବା । ଏହା କ୍ଷରଣ ହେବ ଦ୍ୱାରା ଆମେ ବହୁତ ଚିନ୍ତା ଯୁକ୍ତ ଅନୁଭବ କରିଥାଉ । ଏହାକୁ ଶରୀର ରୁ ବାହାର କରିବା ପାଇଁ କେବଳ ଆଉ କେବଳ ୨ ଟି ଉପାୟ ହିଁ ଅଛି ଏହା ହେଉଛି ଆପଣ ଙ୍କର ଲୁହ କିମ୍ବା ଝାଳ ଏବଂ ଆପଣ ଯଦି ଏହାକୁ ଆପଣ ଙ୍କ ଶରୀର ରୁ ବାହାର କରନ୍ତି ନାହିଁ ତେବେ ଏହା ଆପଣଙ୍କ ଶରୀର ରେ ଚର୍ବି ହୋଇ ଜମା ହୋଇଯାଏ । ଏହାକୁ ବାହାର କରିବା ପାଇଁ ସବୁଠାରୁ ଭଲ କାମ ହେଲା ଆପଣ ଦୌଡ଼ି ପାରିବେ କିମ୍ବା ଶାରୀରିକ କରିପାରିବେ ଯାହା ଦ୍ୱାରା ଆପଣଙ୍କ ଶରୀର ରୁ ଝାଳ ଭାବରେ ଏହା ବାହାରିଯିବ ।
୭)ଆଶ୍ଚର୍ଯ୍ୟଜନକ ଫିଟ:-
ଏକ ମଣିଷ ର ଶରୀର ରେ ୨୦୬ ଖଣ୍ଡ ହାଡ ହୋଇଥାଏ । ଏବଂ ସବୁଠାରୁ ଛୋଟ ହାଡ ଆପଣଙ୍କ କାନ ରେ ଥାଏ ଯାହାର ଆକାର କେବଳ ୨.୮ ମିଲିମିଟର ହୋଇଥାଏ । ଏବଂ ଆପଣଙ୍କ ର ସବୁଠାରୁ ଶକ୍ତିଶାଳୀ ହାଡ ଆପଣଙ୍କ ଦାନ୍ତ ରେ ହୋଇଥାଏ ।
୮)ଆପଣ ଠାରୁ କାହିଁକି ଅଧିକା ଝାଳ ବାହାରେ :-
ଆପଣ ଙ୍କ ଶରୀର ରେ ୨-୪ ଅୟୁତ ସ୍ଵେତଗଲାଣ୍ଡ ହୋଇଥାଏ ।କିନ୍ତୁ ଏହା ଆମକୁ ଅନୁଭବ ହୋଇନଥାଏ । କିନ୍ତୁ ଯଦି ଆପଣ ଙ୍କୁ ଝାଳ ର ଗନ୍ଧ ରେ ଅସୁବିଧା ଅଛି ତେବେ ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ଏହା କେବଳ ଆପଣ ଙ୍କ ଶରୀର ର ପାଣି ଆଉ କିଛି ବି ନୁହେଁ। ଏବଂ ଏହି ଗନ୍ଧ ଆମ ଶରୀର ରେ ଥିବା ଜୀବାଣୁ ଦ୍ୱାରା ହୋଇଥାଏ ।
୯)ମାମାଲିଆନ ଡାଇଭ ରିଫ୍ଲେକସ :-

ମଣିଷ ଏବଂ ବାକି ସବୁ ଜିବ ଙ୍କର ଶରୀର ରେ ଏକ ଡାଇଭିଙ୍ଗ ରେସ୍ପନ୍ସ୍ ରହିଥାଏ ।ଯାହା ପାଇଁ ଆପଣଙ୍କ ଶରୀର ପାଣି କୁ ଯିବା ମାତ୍ରେ ଏହା ନିଜେ ନିଜେ ବ୍ୟବହାର ହେବାରେ ଲଗିଥାଏ ।
୧୦)ଆପଣଙ୍କର ଫୁସଫୁସ ଗୁଡିକ ବଡ଼ ଅଟେ :-
ଏକ ସୁସ୍ଥ ମଣିଷ ଗୋଟେ ଦିନରେ ପାଖା ପାଖି ୫୫୦ ଲିଟର ର ଅକ୍ସିଜେନ୍ ବ୍ୟବହାର କରିଥାଏ। କିନ୍ତୁ ଆପଣ ଜନିଛନ୍ୟି କି ଆର ୨ ଟି
ଫୁସଫୁସ ସମାନ ସାଇଜ଼ ର ନୁହେଁ । ବାମ ପଟ ର ଫୁସଫୁସ ସାଇଜ଼ ରେ ଟିକିଏ ଛୋଟ ହୋଇଥାଏ ।ଏବଂ ଆପଣ ଯେତେବେଳ ନିଶ୍ୱାସ ନେଉଛନ୍ତି ସେତେବେଳେ ଆପଣ ଙ୍କ ଶରୀର ଅଙ୍ଗରକାମ୍ଲ ସହିତ କିଛି ପରିମାଣ ରେ ପାଣି ମଧ୍ୟ ବାହାରକୁ ଛାଡି ଥାଏ ।
୧୧)ଆଶ୍ଚର୍ଯ୍ୟଜନକ ଜିଭ:-
ଆପଣଙ୍କ ଶରୀର କିଛି ନା କିଛି ହାଡ ସହ ଜଡିତ ହୋଇଥାଏ କିନ୍ତୁ ଆପଣ ଙ୍କର ଜିଭ କେବଳ ଗୋଟିଏ ହାଡ ସହିତ ଜଡିତ ଥାଏ ଯାହାକି ହାଇଓଏଡ ବୋନ ଯାହାକି ଆପଣ ଙ୍କ ବେକ ରେ ହୋଇଥାଏ ।ଆମର ଜିଭ ର କାମ ହେଉଛି ସ୍ୱାଦ ବାରିବା କିନ୍ତୁ ଆପଣ ଜାଣିଛନ୍ତି କି ଆମର ବୟସ ବଢିବା ସହ ଆମର ସ୍ୱାଦ ବାରିବା ର ଶକ୍ତି କମି କମି ଯାଇଥାଏ ।

Leave a Reply

Your email address will not be published. Required fields are marked *