ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଆଜି ଆମେ କହିବୁ ଆପଣଙ୍କ ଓଜନ ବାବଦରେ ଯାହା କି ଆଜିକାଲି ଏକ ବହୁତ ବଡ଼ ଚିନ୍ତାର କାରଣ ହେଇ ରହିଛି। ଯାହାର ଓଜନ ଅଧିକ ଅଛି ସେ ମଧ୍ୟ ଚିନ୍ତାରେ ଅଛି ଆଉ ଯାହାର ଓଜନ କମ ଅଛି ସେ ମଧ୍ୟ ଚିନ୍ତାରେ ଅଛି। ତେବେ ଆଜି ଆମେ ଓଜନ ବଢ଼େଇବା ଉପରେ କଥା କହିବାକୁ ଯାଉଛୁ ଯାହା କି ଆପଣଙ୍କ ନିମନ୍ତେ ବହୁତ ଅଧିକ ଜରୁରୀ ସାବ୍ୟସ୍ତ ହେଇପାରେ।
ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଜନିତ ବିଷୟ କହିବାକୁ ଯାଉଛୁ। ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ
ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ଏହି ଖାଦ୍ୟ ଆପଣଙ୍କ ଓଜନ ମାନଙ୍କୁ ମଧ୍ୟ ବୃଦ୍ଧି କରିବାରେ ନିତାନ୍ତ ଆବଶ୍ୟକ ହେଇଥାଏ। ତେବେ ଆଜି ଆମେ କହିବୁ କି ଆପଣ ନିଜର ଓଜନ କିପରି ବୃଦ୍ଧି କରିବେ ଆଉ ତାହା କିଭଳି ଭାବେ ଜରୁରୀ ଅଟେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ଆପଣ ଜାଣନ୍ତି କି ଓଜନ ବୃଦ୍ଧି କରିବା ପାଇଁ ଆପଣଙ୍କ କ୍ୟାଲୋରୀ ଅଧିକ ରହିବା ନିହାତି ଆବଶ୍ୟକ। ଅର୍ଥାତ ଆପଣ ଯେତିକି କ୍ୟାଲୋରୀ ସେବନ କରୁଛନ୍ତି ତାହା ଆପଣଙ୍କ ଦୈନନ୍ଦିନ କ୍ୟାଲୋରୀ ବର୍ଣ ଠାରୁ ଅଧିକ ହେବା ଦରକାର। ତେବେ ଆପଣ ଖାଇବା ଆଗରୁ ପାଣି ଜମା ବି ପିଅନ୍ତୁ ନାହିଁ କାରଣ
ଏହା ଆପଣଙ୍କ କ୍ୟାଲୋରୀ ମାତ୍ରା କମ କରି ଦେଇଥାଏ ଆଉ ଆପଣଙ୍କ ପେଟ ଭରିବାରେ ସହାୟକ ହେଇଥାଏ। ଅଧିକ ଖାନ୍ତୁ ଆଉ ଯେତେବେଳେ ଇଚ୍ଛା ନିଜର ଏକ ମିଲ ଆଡ଼ କରନ୍ତୁ। ଶୋଇବାକୁ ଯିବା ଆଗରୁ ମଧ୍ୟ ଆପଣ କିଛି ଟିଫିନ ଆଡ଼ କରିପାରିବେ। ତାହା କରନ୍ତୁ।
ଅଧିକ କ୍ଷୀର ପିଅନ୍ତୁ କାରଣ ଏହା ପ୍ରୋଟିନର ବହୁତ ଭଲ ଉତ୍ସ ହେଇଥାଏ ଆଉ ଏହା ଭିତରେ ବହୁତ ଅଧିକ କ୍ୟାଲୋରୀ ମଧ୍ୟ ଥାଏ। ଏହାର ସେବନ ଆପଣଙ୍କ ଦୈନନ୍ଦିନ କ୍ୟାଲୋରୀ ଇନଟେକକୁ ବୃଦ୍ଧି କରିଥାଏ। ଓଜନ ବର୍ଦ୍ଧକ ମିଳ୍କ ଶେକ ଟ୍ରାଏ କରନ୍ତୁ। ଯଦି ଆପଣଙ୍କ ଅଧିକ ସଂଘର୍ଷ କରିବାକୁ ପଡୁଛି ଓଜନ ବୃଦ୍ଧି ପାଇ ତାହେଲେ ଏହିଗୁଡା ବହୁତ ଭଲ ଉତ୍ସ ହେଇଥାଏ।