rasi

୧୯ ଫେବୃଆରୀ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜି ବିଜନେସ୍ ରେ କର୍ମଚାରୀଙ୍କର ଅଧିକା ଧ୍ୟାନ ଦେବାକୁ ହେବ , ନିଜ ପାଖ ସହଯୋଗୀଙ୍କ ସହ ବିବାଦ କିମ୍ବା ଆଇନଗତ କାର୍ଯ୍ୟନୁଷ୍ଠାନ ହୋଇପାରେ , ଯାହା ଚିନ୍ତାରେ ପକାଇବ , ବିଜନେସ୍ ରେ ଉନ୍ନତି କରିବେ , ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ , ପାର୍ଟନରଙ୍କ ସହ ଖୋଲା ଓ ଇମାନଦାରୀ କଥା କହିବା ଫାଈଦାଦାୟକ ହେବ ।

୨)ବୃଷ ରାଶି : ଆଜି ଅଚାନକ କେଉଁ ଆଡେ ଯାତ୍ରାରେ ଯାଇପାରନ୍ତି , ତେବେ ବିପଦରୁ ବଞ୍ଚନ୍ତୁ , ପାରିବାରିକ ପରିବେଶରେ ଆଜି ଆପଣଙ୍କୁ ଶାନ୍ତ ରହିବାର ଆବଶ୍ୟକତା ଅଛି , ପରିସ୍ଥିତି ସହ ଲଢିବାପାଇଁ କୁଟନୀତିର ପ୍ରୟୋଗ କରନ୍ତୁ , ଆପଣ ନିଜ ଦୁନିଆଁରେ ହଜିଯିବେ , ମନର କଥା ମନରେ  ହିଁ ରଖିବାକୁ ଚେଷ୍ଟା କରନ୍ତୁ , ନିଜର ଉର୍ଜାର ସ୍ତର ବଢିପାରେ , ବାଦ ବିବାଦ ହୋଇପାରେ , ବଞ୍ଚନ୍ତୁ ।

୩)ମିଥୁନ ରାଶି : ପ୍ରେମରେ ସଫଳତା ମିଳିବ , ନୁଆ କାର୍ଯ୍ୟର ଆରମ୍ଭ ଶୁଭ ରହିବ , ଆପଣଙ୍କୁ କ୍ୟାରିୟରରେ ସଂମ୍ଭାବନାକୁ ଆଗକୁ ବଢାଇବାକୁ ନୁଆ ସଂମ୍ପର୍କ ଓ ବନ୍ଧୁ ବନାଇବାକୁ ହେବ । ଆପଣ ଚେଷ୍ଟା କରିବେ ତେବେ ପ୍ରାୟ ସବୁ କାମରେ ସଫଳତା ମିଳିବାର ସଂମ୍ଭାବନା ଅଛି  ,ବିବାହ ଯୋଗ୍ୟ ଲୋକଙ୍କ ସହ ବିବାହ ହୋଇପାରେ , ନିଜ ଗୋପନୀୟ କଥା ନିଜ ପ୍ରିୟଜନଙ୍କୁ ଜଣାଇବାରେ ଆଜି ସଠିକ୍ ସମୟ ଅଟେ , ଆୟର ସାଧନ ମଜବୁତ୍ ହେବ ।

mithun

୪)କର୍କଟ ରାଶି : ରଚନାତ୍ମକ କ୍ଷେତ୍ରରେ ଆପଣଙ୍କୁ ଅଧିକା ଚର୍ଚ୍ଚିତ ହେବାକୁ ପଡିବ , କାମର ପ୍ରେସର କାରଣରୁ ଆପଣ ଚିନ୍ତାରେ ଆସିପାରନ୍ତି , ପାରିବାରିକ ସଦସ୍ୟଙ୍କ ସହ ତାଳମେଳ ରହିବ , ଓ ଆପଣ ଖୁସିରେ ରହିବେ , ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଜଲଦି ବିବାହ କରିପାରନ୍ତି , ମହତ୍ତ୍ୱପୁର୍ଣ୍ଣ କ୍ୟାରିୟର ପରିବାର ସାହାଯ୍ୟରେ ସମନ୍ନ ହେବ , ମନର ରାଗ ବାହାର କରିବା ଦ୍ୱାରା କ୍ଷତି ସହିବାକୁ ପଡିପାରେ , ଭାଇ ଓ ବନ୍ଧୁଙ୍କ ସହ ମତଭେଦ ହୋଇପାରେ ।

୫)ସିଂହ ରାଶି : ଆର୍ଥିକ ହିସାବରେ ଏହି ବିଶେଷ ସମୟ ଲାଭଦାୟକ ସିଦ୍ଧ ହେବ , ଆପଣଙ୍କୁ କିଛି ଲୋକ ବଦନାମୀ ଓ ଅପମାନର ଶିକାର କରିପାରନ୍ତି , ପାରିବାରିକ ପରିବେଶ ଆଜି ଆପଣଙ୍କୁ କିଛି ଭାବନାତ୍ମକ ଚିନ୍ତାରେ ପକାଇପାରେ , ନିଜ ପଇସାରେ ଦୃଶ୍ୟରେ ନଜର ରଖନ୍ତୁ କାରଣ କିଛି ଅପ୍ରତ୍ୟାଶିତ ଆୟ କିମ୍ବା ସଂମ୍ପତ୍ତି ପ୍ରଭାବିତ କରିବ , ବନ୍ଧୁ ଓ ପ୍ରେମୀଜନଙ୍କ ସହ ସଂମ୍ପର୍କ ମଧୁର ହେବ ,

୬)କନ୍ୟା ରାଶି : ଆଜି ନିଜ ପ୍ରେମୀଙ୍କ ସହ ପ୍ରେମାଳପ ଦେବାରେ ବିଚାର କରିପାରନ୍ତି । କାମରେ ସଫଳତା ମିଳିବ , ଆର୍ଥିକ ଲାଭ ଅବସର ପ୍ରାପ୍ତ ହେବ , ଆପଣଙ୍କୁ ସୁଖ ସୁବିଧା ବୃଦ୍ଧିହେବ , କ୍ରୋଧ ଉପରେ ଆପଣଙ୍କ କ୍ଷତିକାରକ ହୋଇପାରେ , ମାତାପିତାଙ୍କ ସହ ସଂବନ୍ଧରେ ସୁଧାର ଆଣିବାର ଯୋଗ ଅଛି , ସାମାଜିକ ସମ୍ମାନ ବୃଦ୍ଧି ହେବ , ବ୍ୟବସାୟରେ ଉତ୍ତୋରତ୍ତର ବୃଦ୍ଧି ହେବ । ଧନର୍ ସମସ୍ୟା ସମାଧାନ ହେବ ।

kanya

୭)ତୁଳା ରାଶି : ପ୍ରେମ ସଂବନ୍ଧ ପାଇଁ ଦିନଟି ଶୁଭ ଅଛି , କାର୍ଯ୍ୟାଳୟରେ ସବୁ କିଛି ଆପଣଙ୍କ ପକ୍ଷରେ ଆସିବାର ନଜର ଆସିବ , ଆପଣଙ୍କ ପ୍ରତିଭା ଦେଖାଇବା କିମ୍ବା ନିଜର ନାଁ କମାଇବା ଅବସର ମିଳିବ , ପାରିବାରିକ ଜୀବନରେ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ଆଜି ଆପଣ ନିଜକୁ ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରିବେ , ଲୋକ ଆପଣଙ୍କୁ ନାନା ପ୍ରକାରର ଅପେକ୍ଷା କରିବେ , ଲୋକ କିଛି ନା କିଛି ସାହାଯ୍ୟ କରିବାର ଦରକାର ପଡିବ ।

୮)ବିଛା ରାଶି : ଆଜି ବହୁତ ଲୋକଙ୍କ ସହ ସାକ୍ଷାତ,ସଂମ୍ପର୍କ ଓ ସଂବାଦ ରହିବ , ଚାକିରିପେଶା ଜାତକରେ କାର୍ଯ୍ୟସ୍ଥଳରେ କୌଶଳ ପ୍ରଦର୍ଶନ କରିବେ , ଛୁଆଙ୍କ ପ୍ରଗତି ହେବ , ଓ ଆପଣ ଏକ ସୁଖଦ ଜୀବନ ଅତିବାହିତ କରିବେ , ଆଜି କେଉଁ ନୁଆ କାର୍ଯ୍ୟ କରିବା ପୁର୍ବରୁ ନିଜ ବଡ ପରିଜନଙ୍କ ଉପଦେଶ ନିଅନ୍ତୁ , ଆପଣଙ୍କ ଭାବନା ସକରାତ୍ମକ ରଖନ୍ତୁ ।ଆଇନଗତ ମାମଲାରେ ସଫଳତା ମିଳିବ , କିଛି ମହତ୍ତ୍ୱପୁର୍ଣ୍ଣ ବ୍ୟବସାୟରେ ଲାଭ ହେବ । ଉନ୍ନତି ପାଇଁ ପରିଶ୍ରମ କରିବାକୁ ପଡିବ ।

୯)ଧନୁ ରାଶି : ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଅଧିକା ସମୟ ଯାଏଁ ତିଷ୍ଠିକରି ରହିବାକୁ ପଡିବ , ଜୀବନସାଥୀ ସହ ମତଭେଦ ଉପନ୍ନ ହେବାରୁ ସଙ୍କେତ ମିଳୁଛି , ଅତଃ ସ୍ୱୟଂକୁ ଶାନ୍ତ ରଖନ୍ତୁ , ଓ ତାଙ୍କ ସହ ସମୟ ବ୍ୟତିତ୍ କରନ୍ତୁ , ଆଜି ସମାଜ କଲ୍ୟାଣ ସଂବନ୍ଧିତ କାର୍ଯ୍ୟ କରିବାର ଯୋଜନା ହେଉଛି , ଆଜି ନିଜ କାର୍ଯ୍ୟରେ ସନ୍ତୁଳନ ବନାଇବାରେ ଚେଷ୍ଟା କରିବେ , ଅନ୍ୟଙ୍କୁ ସାହାଯ୍ୟ କରିବାରେ ଚେଷ୍ଟିତ ରହିବେ , ସ୍ଥାୟୀ ସଂମ୍ପତ୍ତିରେ ଅସୁବିଧା ଦେଖାଦେଇପାରେ ।

dhanu

୧୦)ମକର ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ , ଯାତ୍ରାରେ ଟିକିଏ ସାବଧନତା ରଖନ୍ତୁ , ଯେଉଁଠି ହୋଇପାରିବ କାହାକୁ ନିଜ ସାଙ୍ଗରେ ନିଅନ୍ତୁ , ଖୋଲାମନରେ କଥା ହୁଅନ୍ତୁ , ଓ ଅନ୍ୟଙ୍କ ଅସୁବିଧାରେ ତାଙ୍କ୍ ଅସୁବିଧା କୁ ବୁଝିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ , ସନ୍ତାନର୍ ମାମଲାରେ ସମସ୍ୟା ଆସିପାରେ , ଚାକିରି ପେଶାରେ ଅବରୋଧ ଆସିଲେ ନିର୍ଦ୍ଧାରିତ କାର୍ଯ୍ୟ ପୁରା କରିବାରେ ଅସୁବିଧା ଆସିପାରେ , ଆଇନଗତ କାର୍ଯ୍ୟରେ ଚିନ୍ତାର ବିଷୟ ହୋଇପାରେ ।

୧୧)କୁମ୍ଭ ରାଶି : କାମର ବୋଝ ବରାବର ରହିବ , ଆପଣଙ୍କନିଜ କାମରେ ନିଜ ଘରୁ ଦୁରରେ ରହିବାକୁ ପଡୀପାରେ , ପ୍ରେମ ପ୍ରସଙ୍ଗ ପାଇଁ ଦିନ ବହୁତ ଅନୁକୁଳ ଅଛି , ପଇସାର ମାମଲା ବୁଝାମଣା ହୋଇଯିବ , ସ୍ଥିତିକୁ ସୁଧାରିବାକୁ ବିଚାର କରିବେ , ଆପଣଙ୍କୁ ସ୍ୱସ୍ଥ୍ୟ ସଂବନ୍ଧି ଚିନ୍ତାର ସାମ୍ନା କରିବାକୁ ପଡିପାରେ , ଏଥିପାଇଁ ସ୍ୱାସ୍ଥ୍ୟକୁ ନେଇକରି ବିଶେଷ ଧ୍ୟାନ ରଖନ୍ତୁ , ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଜୀବନସାଥୀ ସହ ବିବାଦ ହୋଇପାରେ । ଛୋଟ୍ ଭାଇ ଭଉଣୀଙ୍କ ପୁରା ସହଯୋଗପାଇବେ ।

୧୨)ମୀନ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ , ଆପଣଙ୍କ ନିଜକୁ ନିୟନ୍ତ୍ରଣରେ ଆଣିବାରେ କଡା ପରିଶ୍ରମ କରିବାକୁ ପଡିବ , ଖାସ୍ ମାମଲାରେ କେଉଁ ଅନୁଭବୀ ଲୋକଙ୍କ ଉପଦେଶ ନେବାରେ ଆପଣଙ୍କୁ ଠିକ୍ ରହିବ , ଭୌତିକ ସୁଖ ସୁବିଧାଗୁଡିକ ଆପଣଙ୍କ ରୁଜ୍ଞାନ ବଢିବ , ନିଜ ବିତ୍ତିୟ ସ୍ଥିତି ମଜବୁତ୍ କରିବାପାଇଁ ନିଜ ବିତ୍ତିୟ କୌଶଲ ପ୍ରଦର୍ଶନ କରିବେ , ଜୀବନର ସବୁ କ୍ଷେତ୍ରରେ ସହଜରେ ସଫଳତା ହାସିଲ୍ କରିବେ , ନୁଆ ଲୋକଙ୍କର ସହ ଚିହ୍ନା ପରିଚିତ ହେବ ।

Leave a Reply

Your email address will not be published. Required fields are marked *