5

ପବିତ୍ର ପୁନିଆ ଓ ଇଯାଜ ଖାନଙ୍କ କିସ୍ ସିନ୍ ହେଲା ଭାଇରାଲ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଥିବା ୱଵ ସିରିଜ , ସିରିଏଲ , ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,

ଵଲିଉଡ ହେଉକି ଵୋଲିଉଡ ସବୁଥିରେ କିଛି ନା କିଛି ଏପରି ଘଟଣା ଶୁଣିବାକୁ ମିଳୁଛି ଯାହା ଦ୍ଵାରା ପୁରା ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ରେ ପଡିଯାଇଥାଏ , ତେବେ ନିକଟରେ ପବିତ୍ର ପୁନିଆ ଯିଏକି ଏମ୍ ଟିଭି ରିଏଲିଟି ସୋରେ ଫେମସ ଏକ୍ଟର ଅଟନ୍ତି , ସେ ଟିଭି ସୋ ମଧ୍ୟରୁ ଗୀତ ହୁଇ ସବଶେ ପରାଇ ,

6

ଏବଂ ସେ ଷ୍ଟାର ପ୍ଲସ ଚ୍ୟାନେଲରେ ଲିଡ ରୋଲ୍ ପାଇଛନ୍ତି , କିନ୍ତୁ ତାଙ୍କର ପ୍ରେମ ସଂପର୍କ ଇଜାନ ଖାନ ଙ୍କ ସହ ଦେଖିବାକୁ ମିଳୁଛି ଯିଏକି ଜଣେ ଅଭିନେତା ଅଟନ୍ତି , ସେ ଅନେକ ଟିଭି ସିରିଜ କରିଛନ୍ତି , ତା ମଧ୍ୟରୁ ମୋହ ମୋହ ର ଧାଗେ ଅନ୍ଯତମ ଅଟେ , ତେବେ ନିକଟରେ ପବିତ୍ର ପୁନିଆ ଓ ଇଯାଜ ଖାନଙ୍କ ସହ କିଛି ସିକ୍ରେଟ ଭିଡିଓ କ୍ଳିପ ଭାଇରାଲ ହୋଇଛି

7

ଯେଉଁଥିରେ ସେ ପରସ୍ପରକୁ କିସ୍ କରୁଥିଵାର ଦେଖିବାକୁ ମିଳିଛି , ଯାହା ନିଆଁ ପରି ଭାଇରାଲ ହେବାରେ ଲାଗିଛି , ତେବେ ଏହି ଦୁଇ ଯୋଡ଼ିକୁ ଲୋକେ ଅନେକ ପସନ୍ଦ କରୁଛନ୍ତି , ଏବଂ ଶୀଘ୍ର ହିଁ ଵିଵାହ କରିବେ ବୋଲି ସୂଚନା ଦେଇଛନ୍ତି ,

ତେବେ ଏହା ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି ତେବେ ଆପଣ କ’ଣ ଭାବୁଛନ୍ତି ନିଶ୍ଚିତ ଜଣାନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *