8

ଉଚ୍ଚ ରକ୍ତଚାପ ଥିଲେ ଏହି ଖାଦ୍ୟର କରନ୍ତୁ ସେବନ |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଉଚ୍ଚ ରକ୍ତ ଚାପ ଏପରି ଏକ ରୋଗ ହେଲାଣି ଯାହାକି ସମସ୍ତ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ହେଲାଣି , ଏବଂ ଏହି ଉଚ୍ଚ ରକ୍ତଚାପ ଛୋଟ ବୟସରେ ହେବା କୈାଣସି ବଡ଼ କଥା ନୁହେଁ , ଏହାର କାରଣ ଆମର ଦିନଚର୍ଯ୍ୟା ଅଧିକ କାମ ପ୍ରେସର ଠାରୁ ଆରମ୍ଭ କରି ଆହୁରି ଅନେକ କାରଣ ହୋଇଥାଏ ,

ଏହା କାରଣରୁ ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଏହି ଉଚ୍ଚ ରକ୍ତଚାପ ହେଉଥିବା ଲୋକଙ୍କୁ କେଉଁ ପ୍ରକାରର ଖାଦ୍ୟ ପାନୀୟ ଗ୍ରହଣ କରିବା ଉଚିତ , ଉଚ୍ଚ ରକ୍ତଚାପ ରୋଗୀମାନଙ୍କୁ କମ ମାତ୍ରାରେ ଲୁଣର ସେବନ କରିବା ଉଚିତ , ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କୁ ଅଧିକ ମାତ୍ରିରେ ଖାଦ୍ୟ ସେବନ କରିବା ଉଚିତ ନୁହେଁ , ଏହା ସହିତ ଆପଣଙ୍କୁ ତେଲ ଜାତୀୟ ଖାଦ୍ୟ ଠାରୁ ଆରମ୍ଭ କରି ଅଧିକ ଲଙ୍କା ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ ,

bloodpressure1

ଆପଣ ନିଜ ଭୋଜନରେ ଫଳ ଓ ପନିପରିବା ଜାତୀୟ ଖାଦ୍ୟର ଅଧିକ ସେବନ କରିବା ଉଚିତ , ଏହା ସହିତ ସାଲାଟ୍ ର ସେବନ ମଧ୍ୟ କରିବା ଉଚିତ , ରସୁଣ , ପିଆଜ , ସୋୟାଵିନ , ଜାତୀୟ ଖାଦ୍ୟ ସେବନ କରନ୍ତୁ ଏହା ଆପଣଙ୍କ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିବ , ସବୁଜ ପନିପରିବା ମଧ୍ୟରେ ଲାଉକି , ଲେମ୍ବୁ , ଜହ୍ନି , ପୁଧିନା , ପୋଟଳ , ଭେଣ୍ଡି , ଫୁଲ କୋବି , କଲରା ଆଦିର ସେବନ କରିବା ଉଚିତ ,

kobi 1

ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ , ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କର ପୋଟାସିୟମର ମାତ୍ରା ଅଧିକ ଓ ସୋଡିୟମ ମାତ୍ରା କମ୍ ହେବା ଉଚିତ , ଆଜୱନ , ଓ ଅଦାର ସେବନ ବହୁତ ଲାଭ ପ୍ରଦ ଅଟେ , ଫଳ ମଧ୍ୟରେ ଅଙ୍ଗୁର , ବେଦନା ବା ଅନାର , ସେଓ , କମଳା , ଅମୃତ ଭଣ୍ଡା , ପିଜୁଳି ଆଦିର ସେବନ ଆପଣଙ୍କ ପାଇଁ ବହୁ ଲାଭକାରୀ ଅଟେ , ଏହା ଛଡା ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କୁ ତାଙ୍କ ଖାଦ୍ୟରେ ବାଦାମ ମଲେଇ କ୍ଷୀର , ସୋୟାଵିନ ତେଲ , ଗାଈ ଘିଅ , ଗୁଡ଼ , ଚିନି , ମିଠା ଆଦିର ସେବନ କରିବା ଉଚିତ , ରିଫାଇନ ଆଦି ପଦାର୍ଥ ,

ତେଲ ଜାତୀୟ ଖାଦ୍ୟ ଠାରୁ ଆପଣଙ୍କୁ କୋଷ ଦୂରରେ ରହିବା ଉଚିତ , ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କ ପାଇଁ କଫି ପିଇବା ବହୁତ ହାନିକାରକ ହୋଇଥାଏ , ଦିନରେ ଅତି କମରେ ୧୨ ଗ୍ଲାସ ପାଣି ପିଇଵା ଉଚିତ , ଵାଜ୍ରା , ଗହମ ଅଟା , ମୁଗ ଡାଲିର ସେବନ କରନ୍ତୁ , ଏହା ଛଡ଼ା ଆପଣ ଶାଗରେ ପାଲକ ଆଦି ସେବନ କରିପାରିବେ , ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ , ତେବେ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ତେବେ ଆମ ଦ୍ଵାରା କୁସାଯାଇଥିବା କଥା ନିଶ୍ଚୟ ଧ୍ୟାନ ରଖନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *