ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦରତା ଏକ ଦୁର୍ଲଭ ବୋଲି ମନା ଯାଏ , ଯାହା ପାଖରେ ଏହା ରହିଥାଏ ସେ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ , ଏହି ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ ଲୋକେ ଅନେକ ଉପାୟ ଗ୍ରହଣ କରିଥାନ୍ତି , ଅନେକ ପ୍ରକାରର ଵିୟୁଟି ଟିପ୍ସ ଲଗାଇ ଥାନ୍ତି ଯାହା ଆମ ସ୍କିନକୁ ଅନେକ କ୍ଷତି ପହଞ୍ଚାଇଥାଏ , ତେବେ ଆପଣଙ୍କ ପାଇଁ ଏହା ଠିକ୍ ଅଟେ ଯେ ଆପଣ ଯେତେ କମ୍ କ୍ୟାମିକାଲ ଯୁକ୍ତ ପଦାର୍ଥ ବ୍ୟବହାର କରିବା ଉଚିତ , ଏଥିପାଇଁ ଆମେ ଆପଣଙ୍କୁ କିଛି ପ୍ରାକୃତିକ ଉପାୟ ବିଷୟରେ କହିବାକୁ ଯାଉଛୁ ,
ଯାହା ଦ୍ଵାରା ଆପଣଙ୍କ ତ୍ଵଚା ଆହୁରି ଚମକିଵାକୁ ଲାଗିବ , ତେବେ ଆସନ୍ତୁ ଘରେ ଆମେ କିପରି ଘରୋଇ ଉପଚାର ବନେଇବା ଆସନ୍ତୁ ଜାଣିବା , ଆଜିକାଲି ତ ଝିଅମାନେ ସୁନ୍ଦର ଦେଖା ଯିଵା ପାଇଁ ଅନେକ ଉପଚାର ବ୍ୟବହାର କରିଥାନ୍ତି , କିନ୍ତୁ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ଯାହା ଆପଣଙ୍କ ତ୍ଵଚାକୁ ଚମକାଇ ଦେଵ , ସେଥିପାଇଁ ଆପଣଙ୍କୁ ଲେମ୍ବୁ ଏବଂ ସେହଦକୁ ଭଲ ଭାବରେ ମିଶାନ୍ତୁ , ଏହାକୁ କେବଳ ତ୍ଵଚାରେ ହିଁ ଲଗାନ୍ତୁ ,
ପନ୍ଦର ମିନିଟ୍ ପରେ ସ୍ଵଛ ପାଣିରେ ମୁହଁକୁ ଧୋଇ ନିଅନ୍ତୁ , ତିନିରୁ ଚାରି ଥର ଏହାକୁ ବ୍ୟବହାର କରନ୍ତୁ ଦେଖିବେ ଗଧ ସେଥିପାଇଁ ଆପଣଙ୍କୁ ଫେସିଆଲ ପ୍ୟାକ ଆବଶ୍ୟକ , ଏଥିପାଇଁ କ୍ୟାମିକାଲ ଯୁକ୍ତ ପଦାର୍ଥର ବ୍ୟବହାର କରିବା ଅପେକ୍ଷା ଘରୋଇ ଉପଚାର ବ୍ୟବହାର କରିବା ଉଚିତ , ସେଥିପାଇଁ ଆପଣଙ୍କୁ ଏକ ଛୋଟ ଚାମଚ୍ ରେ ବାଦାମ ପେଷ୍ଟ ଓ ଗୋଟିଏ ଛୋଟ ଚାମଚ୍ କାଜୁ ପେଷ୍ଟ , ଅଧା ଛୋଟ ଚାମଚ୍ ପେସ୍ତା ପେଷ୍ଟ , ଗୋଟିଏ ଛୋଟ ଚାମଚ୍ ରେ ମଲାଇ, ଗୋଟିଏ ଛୋଟ ଚାମଚ୍ ଗୋଲାପ ଜଳ , ଏବଂ ଛୋଟ ଚାମଚ୍ ରେ ମସୁର ଦାଲର ପେଷ୍ଟ ,
ଏହି ସବୁ ଜିନିଷକୁ ମିଶାଇ ଆପଣ ଆପଣଙ୍କ ମୁହଁର ଖୋଲା ଅଂଶରେ ଲଗାନ୍ତୁ , ଏହାକୁ ଦଶ ମିନିଟ ପର୍ଯ୍ୟନ୍ତ ସ୍କର୍ଵ କରନ୍ତୁ , ଏହା ଦ୍ଵାରା ଆପଣଙ୍କ ଚେହେରାର ମୃତ୍ କୋଷିକା ସଫା ହୋଇ ନୂଆ କୋଷିକା ଆସିବାକୁ ଲାଗିବ , ଏହା ଦ୍ଵାରା ଆପଣଙ୍କ ମୁହଁରେ ଥିବା ଛିଦ୍ର ବନ୍ଦ ହେବାକୁ ଲାଗିବ ଓଃ ପୁରା ସଫା ଦେଖା ହେବ , ଏବେ ଜାଣିବା ଘରୋଇ ଫେସ୍ ମାସ୍କ ବିଷୟରେ , ଏଥିପାଇଁ ଆପଣଙ୍କୁ ଏକ ଚାମଚ ଚିନି ସହ ଏକ ଚାମଚ୍ କମଳା ରସ ମିଶାଇବା ଗରମ କରିନିୟନ୍ତୁ , ଚିନି ର ତରଳିଵା କ୍ଷଣି ଏଥିରେ ବାଦାମ ତେଲ ବା ସନ ଫ୍ଳାଵର ତେଲ ପକାନ୍ତୁ ,
ତାପରେ ଏହାକୁ ସଫା ଚେହେରା ବେକ ପିଠି ପାଗରେ ଲଗାନ୍ତୁ , ଏବଂ ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ , ଏହା ପରେ ଉଷୁମ ପାଣିରେ ଧୋଇ ନିଅନ୍ତୁ , ଏହା ଦ୍ଵାରା ଆପଣଙ୍କ ଚେହେରା ଚମକିଵାକୁ ଲାଗିବ , ଏବଂ ଆପଣଙ୍କର ରୁଖା ପଣ ଦୂର ହେବାକୁ ଲାଗିବ , ତେବେ ଆପଣ ଏହି ପରି ଭାବରେ ସ୍କିନ ଚମକାଇ ପାରିବେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।