10

ସକାଳୁ ଉଠି ଏହି କାମ କରୁଥିଲେ ହୋଇଯାଆନ୍ତୁ ସାବଧାନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠିବା ପରେ ଏମିତି କିଛି କାମ କରୁଛନ୍ତି ଯେଉଁଥିରେ ଆପଣଙ୍କର ସମସ୍ତ କାର୍ଯ୍ୟ ବିଗିଡି ଯାଉଛି , କୁହାଯାଏ ଯେ ଆରମ୍ଭ ଭଲ ହେଉଥିଲେ ଶେଷ ମଧ୍ୟ ଭଲ ହୋଇଥାଏ , ଯଦି ଆରମ୍ଭ ଓ ଶେଷ ଦୁଇଟି ଜାଗ ଭଲ ହେଉଥାଏ ତେବେ ସବୁବେଳେ ସବୁ କିଛି ଶୁଭ ହୋଇଥାଏ , ଆପଣଙ୍କର ପୁରା ଦିନ କିପରି କଟିବ | ବହୁତ ସମୟରେ ଆପଣଙ୍କ ଦିନର ଆରମ୍ଭ ଉପରେ ନିର୍ଭର କରିଥାଏ , ଶାସ୍ତ୍ର ଅନୁସାରେ ଦିନ ଭଲରେ କଟିବ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟ ଭଲରେ କରିପାରିବେ ,

ଏଥିପାଇଁ ବହୁ ଜରୁରୀ ଆପଣ ଆପଣଙ୍କର ଆଖି ଖୋଲିବା ମାତ୍ରେ କିଛି କର୍ମକୁ କରିବାକୁ ବଞ୍ଚନ୍ତୁ , ଆଜି ଆମେ ଆପଣଙ୍କୁ ଏପରି ତିନୋଟି କାମ ଵିଷୟରେ କହିଵୁ ଯାହା ସକାଳେ ଉଠିବା ମାତ୍ରେ ଆପଣ ଏହାକୁ କେବେ କରନ୍ତୁ ନାହିଁ , ନହେଲେ ଆପଣଙ୍କ ଦିନ ବି ଭଲରେ କଟିବ , ଏବଂ ଆପଣଙ୍କର ଏହି ଅଭ୍ୟାସ ଗୁଡ଼ିକ ରହିଯିଵ ଆପଣ ଆପଣଙ୍କର ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଵେ , ତେବେ ଏହା କୁହାଯାଏ ଏହା ପାଇଁ ଆପଣଙ୍କ ସମସ୍ତ କାର୍ଯ୍ୟ ଵିଗିଡିଵା ସହିତ ହେଉଥିବା କାମ ମଧ୍ୟ ବିଗିଡି ଯିବ ,ବିନା କାରଣରେ ଚିନ୍ତା ଜୀବନରେ ଆସିଵ ,

sleep

ସେହି ଚିନ୍ତାକୁ ଛାଡି ଆପଣଙ୍କର ପାରିବାରିକ କଳହ ସହିତ ଆର୍ଥିକ ସମସ୍ୟା ଓ ଅସଫଳତା ମଧ୍ୟ ସୃଷ୍ଟି ହେବ , ବହୁତ ଲୋକଙ୍କ ଅଭ୍ୟାସ ଥାଏ ଯେ ସେମାନେ ସକାଳୁ ଉଠିବା ମାତ୍ରେ ଆଇନା ଦେଖିଥାନ୍ତି କିନ୍ତୁ ଶାସ୍ତ୍ର ଅନୁସାରେ ସକାଳେ ଉଠି ଶାସ୍ତ୍ରରେ ଆଇନା ଦେଖିବା ବା କାହାର ମୁହ ଦେଖିବି ମନା କରାଯାଇଛି , ଶାସ୍ତ୍ର ଅନୁସାରେ ସକାଳୁ ଆଖି ଖୋଲୁ ଖୋଲୁ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ , ଏବଂ ନିଜ ପାପୁଲିର ଦର୍ଶନ କରିବା ଉଚିତ , ଏହା ଦ୍ଵାରା ଆପଣଙ୍କ ପୁରା ଦିନ ଭଲରେ କଟିବ , ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ରହିବ , ଆପଣଙ୍କ ସମସ୍ତ କାର୍ଯ୍ୟ ଶ୍ରଦ୍ଧା ଓ ଭକ୍ତିରେ କରିବେ ,

sleepp

ଦ୍ଵିତୀୟ ହେଲା ସକାଳେ ଉଠିବା ମାତ୍ରେ ଶଙ୍ଖ ଧ୍ୱନି , ମନ୍ଦିର ଘଣ୍ଟି ଏବଂ ଗାୟତ୍ରୀ ମନ୍ତ୍ର ଶୁଣିବା ଅତ୍ୟନ୍ତ ଶୁଭ ମନାଯାଏ , ନିଜ ଶୟନ କକ୍ଷରେ ମୟୁର ଫୋଟ , ପଦ୍ମ ଚିତ୍ର ଓ ପ୍ରକୃତିକ ଚିତ୍ର ଲଗାଇବା ଉଚିତ , ସକାଳେ ଉଠି ସର୍ବପ୍ରଥମେ ଏହାକୁ ଦେଖନ୍ତୁ , ଅଧିକାଂଶ ଲୋକ ଏପରି ରହିଥାନ୍ତି ଯେଉଁମାନେ କି ସକାଳେ ଉଠିବା ମାତ୍ରେ ଖବର କାଗଜ ଦେଖିଥାନ୍ତି ଯେଉଁଥିରେ ବିଭିନ୍ନ ପ୍ରକାରର ନକରାତ୍ମକ ଶକ୍ତିର ବାସ ରହିଥାଏ , ଏବଂ ଆପଣଙ୍କ ମନରେ ଗୋଟିଏ ପ୍ରକାରର ଚିନ୍ତାକୁ ଜନ୍ମ ଦିଏ , ଯେଉଁ ଲମ୍ବା ନିଦ ପରେ ଆପଣଙ୍କୁ ଆରାମ ମିଳିଥାଏ ତାହା ନଷ୍ଟ ହୋଇଯାଏ , ସେଥିପାଇଁ ସକାଳୁ ଉଠିବା ମାତ୍ରେ ଏହି କାମ କରନ୍ତୁ ନାହିଁ ,

ତୃତୀୟ ହେଲା ସକାଳୁ କେବେ ହିଂସ୍ର ଜୀବଜନ୍ତୁଙ୍କ ବୋଟ ଦେଖିବା ଉଚିତ ନୁହେଁ , ଏବଂ କାହା ସହ ଝଗଡା କରନ୍ତୁ ନାହିଁ , ଏହା ଆପଣଙ୍କ ସମଗ୍ର ସ୍ଥିତିକୁ ଖରାପ କରିପାରେ , ଏବଂ ପୁରା ଦିନ ଆପଣଙ୍କ ମନ ଖରାପ ରହିଥାଏ। ଆପଣ ମାନେ ଦେଖିଥିବେ ଯେ ଅନେକ ଲୋକ ଵ୍ଳାକ ଟି ପିଅନ୍ତି , ଏହା ଦ୍ଵାରା ଆପଣଙ୍କ ରାହୁ ଉପରକୁ ଖରାପ ପ୍ରଭାବ ପଡିଥାଏ ଏବଂ ଆପଣଙ୍କର ଜୀବନରେ ଅନେକ ସମସ୍ୟା ଦେଖାଯାଇଥାଏ , ତେଣୁ ବେଡ଼ ଟି ର ଆନନ୍ଦ ନେବା ପୂର୍ବରୁ ବ୍ରସ କରନ୍ତୁ , ତେବେ ଏହା ଥିଲା କିଛି କଥା ଯାହା ଆପଣଙ୍କୁ ଧ୍ୟାନ ରଖିବା ଉଚିତ , ତେବେ ଏହା ଥିଲା କାମ ଯାହା ସକାଳୁ ଉଠି କରିବା ଉଚିତ ନୁହେଁ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *