9

ସୋନାଲିଙ୍କୁ ଏପରି ଭାଷାରେ ଗାଳି ଦେଲେ ରାନୀ ପଣ୍ଡା – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି , ତେବେ ଆଜି ଆମେ କଥା ହେବା ହୋଟ ଡ୍ୟାନ୍ସର ଲେଲା ଯିଏକି ରାନୀ ପଣ୍ଡା ,

ତାଙ୍କୁ ଓଡ଼ିଶାର ସୋନି ଲିଓନି ମଧ୍ୟ କୁହାଯାଏ , ସେ ଆମ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ସେଥିମଧ୍ୟରୁ ଗାଁ ର ନା ଗଲୁଆପୁର , ହଉ ହଉ ହେଇଗଲା ରେ , ଏପରି କି ସେ ଅନେକ ଗୀତରେ ଡୟାନ୍ସ କରୁଥିଵାର ନଜର ଆସିଛନ୍ତି , ଅନେକ ଯାତ୍ରା ଆଦି ମଞ୍ଚରେ ନିଜର ଜଲଵା ଦେଖାଇଛନ୍ତି , ଯେଉଁଠାରେ ସେ ନିଜର ହୋଟ ଡ୍ୟାନ୍ସ ଦେଖାଇ ଦର୍ଶକ ମାନଙ୍କ ମନକୁ ଜିତିଛନ୍ତି , ସେ ପ୍ରଥମେ ତାଙ୍କର ଲାଇଭ ଯାତ୍ରା ରଙ୍ଗ ମହଲ ରୁ ଆରମ୍ଭ କରିଥିଲେ ,

rani

ତେବେ ସେ ଓଡ଼ିଆ ବିହାରି ଏପରି ଅନେକ ଗୀତରେ ଆଲବମ ମଧ୍ୟ କରିସାରିଛନ୍ତି , ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ରାନି ପଣ୍ଡା ଶୋନାଲି ନନ୍ଦଙ୍କୁ ଏପରି ଗାଳି ଦେଇ କିଛି କଥା କହିଛନ୍ତି , ତେବେ ଆସନ୍ତୁ ଜାଣିବା ସେ ଏପରି କଣ କହିଛନ୍ତି , ରାନୀ ପଣ୍ଡା କହିଛନ୍ତି ” ଶୋନାଲି ଭଉଣୀ ତମକୁ ମୁ କଣ କହିବି ମୋ ପାଟିରେ କିଛି ଭାଷା ଆସୁନାହିଁ , ତମକୁ କହିବା ପାଇଁ ମୋ ପାଖରେ କିଛି ସର୍ତ ନାହିଁ ,

10

ଯଦି ତମେ ଠିକରେ ଅଛ ତେବେ ମୁଁ ସତ କହୁଛି ତମଠୁ ବହୁଚ ସାନ ଆମେ , ଗଣମାଧ୍ୟମରେ ଲୋକମାନଙ୍କୁ ଏମିତି କିଛି କଥା କୁହ ଯେଉଁ ଫଳରେ କି ଲୋକେ ତମକୁ ବିଶ୍ଵାସ କରିବେ, ନାଇ ଜାଣିବେ ଯେ ନାଇଁ ତମର କିଛି ଭୁଲ ନାହିଁ , ନାଇରେ ତେଲ ପକାଇ ଘରେ ଶୁଅ ନାହିଁ , ତମେ କି ତମ ବନ୍ଧୁ ବାନ୍ଧବ ଭିତରେ ରାନୀ ପଣ୍ଡା ର ଲାଇଭ ଭିଡିଓ ଦେଖୁଛନ୍ତି ତେବେ ମୋର କିଏ ବାଳ ବଙ୍କା କରିପାରିବେନି କି ଉପାଡି ପାରିବେନି , ଜାଣିଥିବେ ଯେ ମୁଁ କିପରି ଯନ୍ତୁ , ମୁଁ ନ୍ୟାୟରେ ସବୁବେଳେ ରୁହେ , ଯଦି ସୋନାଲି ଭଉଣୀ ତମର କିଛି ଭୁଲ ନାହିଁ ,

ତାହାହେଲେ ତୁମେ ଦୟା କରି ଗଣମାଧ୍ୟମରେ ଆସି କୁହ , ସବୁ ପ୍ରୁଭ ଦେଖାଅ , କାରଣ ତୁମ ପାଇଁ ଜଣଙ୍କ ଜୀଵନ ଯାଇଛି , ସେ ଯଦି ମରିବା ପୂର୍ବରୁ କୋର୍ଟରେ ଲେଖି ନାଥାନ୍ତା ଯେ ମୋ ମରିବା ପାଇଁ ଏହି ଦାୟୀ , ତାହହେଲେ ଲୋକମାନେ ତୁମକୁ ଏତେ ନିନ୍ଦା ଅପମାନ ଦେଇଥାନ୍ତେ ତୁମେ ଭାବୁଛ ଯେ ତୁମେ ବଡ କାମ କରିଦେଇଛ , ଆପଣଙ୍କ ପାଇଁ ଜଣେ ପୁଅ ଜୀଵନ ଯାଇ ସାରିଛି , ତମକୁ କିଛୀ ଇଜ୍ଜତ ମିଳୁଛି କି , ଏହିପରି ଭାଵରେ ରାନୀ ପଣ୍ଡା ଶୋନାଲିଙ୍କୁ ଗାଳି ଦେଇଛନ୍ତି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *