12

ଭଲ ଖାଦ୍ୟ ଦେଖି ମୁହଁରେ ପାଣି କାହିଁକି ଆସିଯାଏ – ଜାଣନ୍ତୁ ।

HEALTH

ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ କିଛି ସତ୍ୟକଥା କହିବାକୁ ଯାଉଛୁ। ଆପଣଙ୍କ ପାଖରେ ବହୁତ କିଛି ସନ୍ଦେହ ଥାଇପାରେ ଆଉ ତାହାର ସମାଧାନ ଆପଣ ସମସ୍ତେ ଖୋଜୁଥିବେ। ତେବେ ଆପଣଙ୍କୁ ଏହା ପ୍ରଶ୍ନ ଆସୁଥିବ କି ଆପଣ ସ୍ୱାଦିଷ୍ଟ ଖାଦ୍ୟ ଦେଖିବା ପରେ ଆପଣଙ୍କ ମୁହଁରେ ପାଣି କାହିଁକି ଆସିଯାଏ ?

ଏପରି ମଧ୍ୟ ପ୍ରଶ୍ନ ଆସିଥିବ କି ଆପଣ ଭାବିଥିବେ କି ଚିପ୍ସ ପ୍ୟାକେଟ ମଝିରେ ଏପରି ଏକ ଧଳା ଲାଇନ କଣ ପାଇଁ ଥାଏ? ଅଥବା ଆପଣଙ୍କ ପାଖରେ ଏହା ମଧ୍ୟ ସନ୍ଦେହ ଆସିଥାଏ କି ଟିଭିରେ ଦେଖା ଯାଉଥିବା ଖାଦ୍ୟକୁ ଆମେ ସିଧା ସଳଖ କାହିଁକି ଟେଷ୍ଟ କରିପାରିବା ନାହିଁ। ତେବେ ଏହି ସମସ୍ତ ବାବଦରେ ଆମେ ଆଜି ଜାଣିବାକୁ ଯାଉଛୁ। ଆସନ୍ତୁ ଆପଣ ଜାଣିବେ ଭଲ ଭାବରେ।

foot 1
ତେବେ କର୍ଣ୍ଣାଟକର ଏକ ସ୍କୁଲରେ ଏହା ପ୍ରଶ୍ନ କରା ଯାଇଥିଲା କି କାରୀନା କପୁର ଆଉ ସୈଫ ଅଲି ଖାନଙ୍କର ପୁଅଙ୍କର ପୁରା ନାମ କଣ ଅଟେ। ଯେତେବେଳେ ଏହି ପ୍ରଶ୍ନକୁ ଅଥରିଟିର ଲୋକ ଦେଖିଲେ ତ ସେ ଏହା ଉପରେ ଅଭିଯୋଗ କଲେ ଆଉ ସେହିଭଳି ଭାବେ ଏହାକୁ ବ୍ୟାନ କରାଗଲା ଆଉ ସରକାରଙ୍କ ତରଫରୁ ଏହି ସ୍କୁଲକୁ ଏକ ନୋଟିସ ପଠାଗଲା ଆଉ ଏହି ନୋଟିସରେ ଏହା ସିଧା ଲେଖା ଯାଇଥିଲା କି ଏପରି ପ୍ରଶ୍ନ ଆଗକୁ ଯେପରି ପଚରା ନଯାଇଥାଏ।

food
ତେବେ ଏକ ଟିଭି ଏପରି ମଧ୍ୟ ଅଛି ଯାହା ଭିତରେ ଦେଖା ଯାଉଥିବା ଖାଦ୍ୟକୁ ଆପଣ ଟେଷ୍ଟ କରିପାରିବେ। ତେବେ ଏହି ଟିଭି ଭିତରେ କିଛି ଫ୍ଲେଭର ଅଛି। ଏହି ସବୁ ଫ୍ଲେବର ମିଶି ଯାଇଥାଏ ଆଉ କିଛି ବି ପ୍ରକାରର ଟେଷ୍ଟ ଆଗକୁ ଆଣିପାରେ। ଏହି ଟିଭି ଆମ ଛୋଟବେଳର ଏକ ବଡ଼ ପ୍ରଶ୍ନ ଯାହା ଆମ ମନକୁ ଆସିଥାଏ କି ଆମେ ଟିଭି ଭିତରେ ପଶି ଖାଦ୍ୟ ଖାଇପାରନ୍ତି ନାହିଁ କଣ ପାଇଁ।

ଅଲାସ୍କାରେ ଏକ ସ୍ଥାନ ଅଛି ଯାହାର ନାମ ହେଉଛି ପିଜ୍ଜା ପ୍ଲେସ। ଏଠାରେ ଯଦି ଆପଣ ପିଜ୍ଜା ଅର୍ଡର କରିବେ ତାହେଲେ ଏହା ହେଲିକପ୍ଟରରେ ଆସିଥାଏ। ଆପଣ ପିଜ୍ଜାରେ ଖାନ୍ତୁ ନ ଖାନ୍ତୁ ମାତ୍ର ହେଲିକପ୍ଟର ଦେଖି ହି ଆମ ଟଙ୍କା ଉଠି ଯାଇଥାଏ। ଏହା ମାଗଣାରେ ଏହି ସ୍ଥାନର ବ୍ରାଣ୍ଡିଂ ମଧ୍ୟ କରିଥାଏ। ଆପଣ ଯଦି କାହାରି ଘରକୁ ଖାଦ୍ୟ ଖାଇବାକୁ ଯାଆନ୍ତି ତାହେଲେ ଆପଣଙ୍କୁ ସେହି ଘରର ଖାଦ୍ୟ ମାନଙ୍କର ପ୍ରଶଂସା କରିବା ଦରକାର। ତାହା ଭଲ ହେଉ ଅଥବା ଖରାପ ଆପଣଙ୍କୁ ଗୋଟେ ମାତ୍ର ତରକାରୀର ପ୍ରଶଂସା କରିବା ଦରକାର।

Leave a Reply

Your email address will not be published. Required fields are marked *