19

ସନ ଟ୍ୟାନିଂ କିପରି ହଟେଇବା ଜାଣନ୍ତୁ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ଦରକାର। ତେବେ ଆପଣ ଜାଣନ୍ତି କି ଆମ ଚେହେରା ଉପରର ରଙ୍ଗ ଆମ ପାଇଁ କେତେ ଅଧିକ ମହତ୍ତ୍ୱପୂର୍ଣ ହେଇଥାଏ ଆଉ ତାହାର ଆବଶ୍ୟକତା ଆମକୁ କେତେ ଥାଏ। ତେବେ ଏହା ଉପରେ ସୂର୍ଯ୍ୟାଲୋକ ବହୁତ ପ୍ରଭାବ ପକାଇଥାଏ ଆଉ ଏହାର କାରଣ ହି ଆମ ସ୍କିନ ଉପରେ ଟ୍ୟାନିଂ ବହୁତ ମାତ୍ରାରେ ହେଇଥାଏ। ଆଜି ଆମେ ଏହା ବାବଦରେ ହି ଚର୍ଚା କରିବୁ।

ଆପଣ ଯଦି ଆପଣଙ୍କ ମୁହଁ ସଫା କରିବାକୁ ଚାହାନ୍ତି ଅଥବା ମୁହଁରୁ କଳାଦାଗ ଆଉ ଅନ୍ୟାନ୍ୟ ଜିନିଷ ଦୂର କରିବାକୁ ଚାହାନ୍ତି ତାହେଲେ ଆଜିର ବିଷୟ ଆପଣଙ୍କ ପାଇଁ ଅଟେ। ତେବେ ଆଜି ଆମେ ଆପଣଙ୍କ ପାଖରେ ଏକ ଉପାୟ କହିବାକୁ ଯାଉଛୁ। ଆଜିର ଉପାୟ ଆମେ କହିବୁ ଯାହା କି ଆପଣଙ୍କ ଚେହେରାର ସବୁ ଦାଗ ତଥା ଅନ୍ୟାନ୍ୟ ଚିହ୍ନ ବର୍ଣ ହଟାଇ ତାହାକୁ ପୁରା ସମାନ କରିବାରେ ସହାୟତା କରିବ।

ଏହା ଆପଣଙ୍କ ମୁହଁ ସଫା କରିବାରେ ସହାୟତା କରିବାକୁ ଯାଉଛି। ତେବେ ଆମେ କହିବୁ କି ଆପଣ ସୂର୍ଯ୍ୟାଲୋକରୁ ନିଜ ମୁହଁ କିପରି ରକ୍ଷା କରିବେ ଆଉ ସନ ଟ୍ୟାନିଂ ହେବାରୁ କିପରି ଆପଣ ଅଟକାଇ ପାରିବେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ। ଆପଣଙ୍କୁ ଆପଣଙ୍କ ଚେହେରାର ଟ୍ୟାନିଂ ହଟାଇବା ପାଇଁ ପ୍ରଥମେ ଦରକାର ଆଲୋଭେରା ଜେଲ।

facee

ତେବେ ଆଲୋଭେରା ଜେଲ ଆପଣ ନିଜ ସ୍କିନର ଯେଉଁଠାରେ ବି ଟ୍ୟାନିଂ ହେଇଛି ସେହିଠାରେ ଆପ୍ଲାଏ କରନ୍ତୁ ଆଉ ଧିରେ ଧିରେ ଆପ୍ଲାଏ କରନ୍ତୁ ଜମା ବି ଘସନ୍ତୁ ନାହିଁ। ତେବେ ଏହାପରେ ଆପଣ ଆଣନ୍ତୁ ଲାଲ ମସୁର ଡାଲି। ତାହାକୁ ଆପଣ ଏକ ଘଣ୍ଟା ପାଣିରେ ଭିଯାଇ ରଖିଦିଅନ୍ତୁ ଆଉ ରଖିବା ପରେ ଆପଣ ଏକ ବାଟିରେ ଦୁଇ ଚାମଚ ଲେମ୍ବୁ ରସ ,

ଦୁଇ ଚାମଚ ଆଳୁ ରସ ଆଣନ୍ତୁ ଆଉ ସେଥିରେ ଏକ ଚାମଚ ମହୁ ମିଶାଇ ତାହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଭିଜା ଯାଇଥିବା ଡାଲି ଆଣି ତାହାକୁ ଭଲ ଭାବେ ପେଷ୍ଟ ବନାଇ ତାହାକୁ ସେହି ମିଶ୍ରଣ ସହ ମିଶାନ୍ତୁ ଆଉ ଭଲ ଭାବେ ଗୋଳାନ୍ତୁ ଆଉ ଏହାପରେ ଆପଣ ଆଲୋଭେରା ଜେଲ ଲଗାଇଥିବା ସବୁ ସ୍ଥାନ ମାନଙ୍କରେ ଏହି ପେଷ୍ଟକୁ ଭଲ ଭାବେ ଆପ୍ଲାଏ କରିଦିଅନ୍ତୁ। ଏହା ଆପଣଙ୍କ ଟ୍ୟାନିଂ ସ୍କିନ ସେଲସ୍ କୁ ହଟାଇ ଦେବ ଆଉ ତାହାର ଆପ୍ଲିକେସନ ଭଲ ହେବ।

Leave a Reply

Your email address will not be published. Required fields are marked *