ଆପଣଙ୍କୁ ଲାଗୁଛି ସବୁ ଇଣ୍ଟରନେଟ ମଣିଷ ବ୍ୟବହାର କରୁଛି ବୋଲି। କିନ୍ତୁ ସେପରି ନୁହଁ ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇଣ୍ଟରନେଟ୍ ରେ ୫୧% ମଣିଷ ନୁହେଁ , ରୋବାଟ ଚଳାଇଥାଏ।
ଥରେ କିଛି ୱେବସାଇଟ ରୁ ଜଣାଗଲା କି ଏତେ ସବୁ ଇଣ୍ଟରନେଟ୍ କିଏ ବ୍ୟବହାର କରୁଛି ? ସେତେବେଳେ ଜଣାପଡ଼ିଲା କି ମଣିଷ ନୁହେଁ ରୋବଟ ବ୍ୟବହାର କରୁଛି।ସେଥିରେ ବି ୨୦% ମଣିଷ ଆଉ ୩୧% ହିଂସାମୂଳକ କାମ ଅଟେ। ଯାହା ମଣିଷ ନୁହଁ ,
ତାହା କିଏ କରୁଛି ସବୁ ସନ୍ଦେହ ରେ ଅଛନ୍ତି। ଆପଣଙ୍କ କମ୍ପ୍ୟୁଟର ରେ ଯେଉଁ ଭାଇରସ ଆସିଥାଏ ତାହା ଇଣ୍ଟରନେଟ୍ ରୁ ଆସିଥାଏ। ଯେଉଁ ଯେଉଁ ୱେବସାଇଟ ରେ ଭାଇରସ ଥାଏ
ଯଦି ତାକୁ ଆମେ ନିଜ କମ୍ପ୍ୟୁଟର ରେ ଚଳାଇବା ତାହେଲେ ସେ ନିଜକୁ ନିଜେ ଆମ ଯନ୍ତ୍ର କୁ ଆସିବ । ତାହା ଆମ ଯନ୍ତ୍ର କୁ କ୍ଷତି କରେ। ଯଦି ଆପଣ
ବିନା ଆଣ୍ଟି ଭାଇରସ ରେ ଚଳାଉଛନ୍ତି ତାହେଲେ ଯେଉଁ ୱେବସାଇଟ ରେ ଭାଇରସ ଥାଏ ତାହା ଆପଣଙ୍କ ଯନ୍ତ୍ର କୁ ଆସେ। ତେଣୁ ଆପଣ ସଦାବେଳେ ନିରାପଦ ୱେବସାଇଟ କୁ ଖୋଲିବେ।