6

କହୁଣୀ ପିଟିହେବା ଦ୍ୱାରା ଆମକୁ ଦରଜ କାହିଁକି ହେଇଥାଏ |

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ କିଛି ଧ୍ୟାନଦାୟକ କଥା କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସତ୍ୟବଚନ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଯଦି ଆପଣଙ୍କ ମନରେ କିଛି ବି ପ୍ରକାରର ସନ୍ଦେହ ଥାଏ ତାହେଲେ ଆପଣଙ୍କ ପାଇଁ ଆଜିର ବିଷୟ ବହୁତ ଦରକାରୀ ଅଟେ। ତେବେ ଆଜି ଆମେ

ଆପଣଙ୍କ ପାଖରେ କିଛି ଫ୍ୟାକ୍ଟ ମାନଙ୍କ ବାବଦରେ କହିବାକୁ ଯାଉଛୁ। ଯଦି ଆପଣ ଜାଣିବାକୁ ଚାହାନ୍ତି କି କ୍ରିକେଟର ସିଧାପ୍ରାସାରଣ ମ୍ୟାଚରେ ଏଡିଟିଂ କିପରି ହେଇଥାଏ, ଏପରି ଏକ ବିଲେଇ ଯାହାକୁ ପୋଲିସ ଗିରଫ କରି ଦେଇଥିଲା ଆଉ ଏପରି ଏକ ମଣିଷ ଯିଏ କି ନିଜର ହାତ ବହୁତ ବର୍ଷରୁ ତଳକୁ ହି ଆଣି ନଥିଲା, ଆଉ କହୁଣୀ ଉପରେ ବାଜିଗଲେ ଆମକୁ କରେଣ୍ଟ କଣ ପାଇଁ ଲାଗେ ତେବେ ଆପଣ ଆମ ମାନଙ୍କ ସହ ଯୋଡ଼ା ରୁହନ୍ତୁ ଆଜି ଶେଷ ଯାଏ।

7

ତେବେ ଏପରି ଏକ ବିଲେଇ ଅଛି ଯାହାକୁ କି ପୋଲିସ ଆରେଷ୍ଟ କରି ଦେଇଥିଲା। ତାହା ହେଇଥିଲା ତାହାର ଘର ଲୋକଙ୍କର କମ୍ପ୍ଲେନ କରିବା ଦ୍ୱାରା। ତେବେ ଏହି ବିଲେଇ ତାଙ୍କ ଘରୁ ଟେବୁଲ ଉପରୁ ଖାଦ୍ୟ ଚୋରି କରିଥିଲା ଯାହା ଉପରେ ତାଙ୍କ ଘର ଲୋକ କମ୍ପ୍ଲେନ କଲେ କି ବିଲେଇକୁ ଗିରଫ କରାଯାଉ। ଏହା ଉପରେ ସେହି ବିଲେଇକୁ ଗିରଫ କରାଗଲା।

8
ଆପଣ ଥରେ ଏହି ପଶୁକୁ ଦେଖନ୍ତୁ ଯିଏ କି ନିଜର ହାତକୁ ଏପରି ଭାବେ ଆଗକୁ ରଖିଥାଏ। ତେବେ ଏହି ପଶୁ ଏପରି ଭାବେ ଚାଲିଥାଏ ଯେପରିକି ତାହା ବହୁତ ଅଧିକ ନର୍ଭସ ଅଛି ଆଉ ତାହା କାହାକୁ କିଛି କହିବାକୁ ଚାହାନ୍ତି। ତେବେ ଏହି ପଶୁର ନାମ ବେବି ପେଙ୍ଗୋଲୀନ ଅଟେ। ଏହା ଆପଣଙ୍କୁ ଯଦି କ୍ୟୁଟ ଲାଗେ ତ କୁହନ୍ତୁ। ଆପଣ ମାନେ ତକେସି କ୍ୟାସିନାକ ଶୋ ବାବଦରେ ଜାଣି ହି ଥିବେ। ଆମେମାନେ ଛୋଟବେଳେ ଯେବେ

ଏହି ଶୋ ଦେଖନ୍ତି ସେତେବେଳେ ଆମେ ଭାବିଥାଉ କି ଆମେ କାସ ଏହି ଶୋକୁ ଯାଇପାରନ୍ତେ। ତେବେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ଏହାର ପ୍ରଥମ ଏପିଷୋଡ଼ ୨୦୦୫ରେ ଭାରତରେ ଦେଖା ଯାଇଥିଲା ମାତ୍ର ଏହାର ଲାସ୍ଟ ଏପିଷୋଡ଼ ୧୯୮୯ ରେ ହି ହେଇ ଯାଇଥିଲା। ଅର୍ଥାତ ଆମେ ଯେବେ ଏହି ଶୋ ଦେଖିବା ଆରମ୍ଭ କଲୁ ସେତେବେଳେ ଏହି ଶୋ ସମାପ୍ତ ହେବାର ୧୬ ବର୍ଷ ହେଇ ସାରିଥିଲା। ଜଣେ ଡାକ୍ତର ୧୦ ଘଣ୍ଟା ସର୍ଜରି କରିବା ପରେ ନିଜର ଗ୍ଲୋବସ ବାହାର କଲେ ଆଉ ତାଙ୍କ ହାତ ଏଭଳି ଭାବେ ଦେଖା ଯାଉଥିଲା।

Leave a Reply

Your email address will not be published. Required fields are marked *