ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସତ୍ୟବଚନ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଯଦି ଆପଣଙ୍କ ମନରେ କିଛି ବି ପ୍ରକାରର ସନ୍ଦେହ ଥାଏ ତାହେଲେ ଆପଣଙ୍କ ପାଇଁ ଆଜିର ବିଷୟ ବହୁତ ଦରକାରୀ ଅଟେ। ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଫ୍ୟାକ୍ଟ ମାନଙ୍କ ବାବଦରେ କହିବାକୁ ଯାଉଛୁ। ଯଦି ଆପଣ ଜାଣିବାକୁ
ଚାହାନ୍ତି କି ଠିଆ ହେଇ ପାଣି ପିଇଲେ କଣ ହୁଏ, ଯଦି ଆମେ ଉଡାଯାହାଜ ଭିତରେ ଏରୋପ୍ଲେନ ମୋଡ଼ ଅନ କରିବା ତାହେଲେ କଣ ହେବ ଅଥବା ଏଲନ ମସ୍କଙ୍କର କପି କିପରି ହେଇଛି ତାହେଲେ ତାହା ଆମେ ଆଜି ହି କହିବାକୁ ଯାଉଛୁ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ ଯାହା କି ଆପଣଙ୍କ ପାଇଁ ବହୁତ ଧ୍ୟାନଦାୟକ ମଧ୍ୟ ଅଟେ ଆଉ ତାହା ଜାଣିବା ସଭିଙ୍କ ପାଇଁ ବହୁତ ଜରୁରୀ ମଧ୍ୟ ଅଟେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।
ତେବେ ଆପଣ ଏବେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଇଲୋନ ମସ୍କଙ୍କ ବାବଦରେ ଜାଣି ହି ଥିବେ ମାତ୍ର କଣ ଆପଣ ୟିଲୋଙ୍ଗ ମସ୍କଙ୍କ ବାବଦରେ ଜାଣିଛନ୍ତି। ଇଲନ ମସ୍କ ଆମେରିକାର ଅଧିବାସୀ ଅଟନ୍ତି ଆଉ ତାଙ୍କର ଜଣେ କପି ହେଇସାରିଛି ଯାହାର ନାମ ହେଉଛି ୟି ଲୋଙ୍ଗ ମସ୍କ। ଏହା କେବଳ ଟିକେ କପି ନୁହଁ ବରଂ ଏହା ସମ୍ପୂର୍ଣ ରୂପେ କପି ଅଟେ
ଯାହା କି ସମ୍ପୂର୍ଣ ରୂପେ ଇଲନ ମସ୍କଙ୍କ ଭଳି ଦେଖା ଯାଉଛନ୍ତି। ସେଠାରେ ଲୋକ ତାଙ୍କୁ ଇଲଙ୍ଗ ମସ୍କ ଭାବେ ଜାଣିଛନ୍ତି।ତେବେ କଣ ଆପଣ ଜାଣନ୍ତି କି ଏକ ଏପରି ଇଗଲ ମଧ୍ୟ ଅଛି ଯାହାର ଯଦି ପଙ୍ଖା କାଟିଦେବା ତାହେଲେ ସେ ଆର ପାଖରେ ମଧ୍ୟ ଉଡିବା ପାଇଁ ସେଭଳି ହି ଏକ ଲମ୍ବା ପଙ୍ଖା କାଢ଼ିଦେଵ। ଏହିପରି ଏକ ଇଗଲର ନାମ ହେଉଛି ବାଲଡ଼ ଇଗଲ। ଏହା ବହୁତ କ୍ରିଏଟିଭ ଇଗଲ ଅଟେ।
ଆଉ ଏକ ପ୍ରଶ୍ନ ଅଛି ଯାହାର ଉତ୍ତର ଜାଣିବା ବହୁତ କଷ୍ଟଦାୟକ ଅଟେ। ଏହା ଦୁନିଆର କିଛି ସବୁଠୁ କଷ୍ଟଦାୟକ ପ୍ରଶ୍ନ ମାନଙ୍କ ଭିତରୁ ଏକ ଅଟେ। ଯଦି ଦୁଇଜଣ ବ୍ୟକ୍ତି ଚେସ ଖେଳୁଛନ୍ତି ଆଉ ତାଙ୍କ ଭିତରେ ଜଣେ ଭବିଷ୍ୟତ ଦେଖିପାରେ ଆଉ ଜଣେ ମସ୍ତିଆକ ପଢିପାରେ ତାହେଲେ ତାଙ୍କ ଭିତରୁ କିଏ ଜିତିବ। ଏହାର ଉତ୍ତର ଆପଣ ଭାବି କହିବେ।
ଜଣେ ଚାଇନାର ଲୋକନିଜ ସହ ଅତିରିକ୍ତ ୩୦କେଜି ର କମଳା ନେଇ ଯାଉଥିଲା ଆଉ ଅତିରିକ୍ତ ପଇସା ଦେବାରୁ ବଞ୍ଚିବା ପାଇଁ ତାହାର ସାଙ୍ଗସାଥି ମାନେ ସେଠାରେ ହି ସବୁ କମଳା ଖାଇ ଦେଇଥିଲେ।