3

ବିଧବା ନାରୀଙ୍କୁ ବିବାହ କରିବାର ଲାଭ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ |

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଝିଅ ର ପିଲା ବେଳୁ ହିଁ ସ୍ୱପ୍ନ ରହି ଥାଏ କି ତାରଙ୍କର ବିବାହ ଗୋଟିଏ ଭଲ ପରିବାର ହେଉ । ତାର ସ୍ୱାମୀ ତାଙ୍କୁ ସବୁ ବେଳ ପାଇଁ ଖୁସୀ ରେ ରଖନ୍ତୁ । ସେମିତି ରେ ଝିଅ ଯେତେ ବେଳେ ବଡ ହୋଇ ଥାଏ ତାର ହାତ କୁ ଅନ୍ୟ ଜଣ ଙ୍କ ହାତ ରେ ଦିଆ ଜାଇ ଥାଏ । ଏବଂ ଗୋଟିଏ ମୁହୂର୍ତ୍ତ ରେ ସେ ପର ହୋଇ ଯାଏ । ଝିଅ ମାନଙ୍କ ପାଇଁ ସେମାନଙ୍କ ଶାଶୁ ଘର ସବୁ କିଛି ଅଟେ ।

କିଛି ଘର ର ଝିଅ ମାନେ ଜିବନ ସାରା ସୁଖ ରେ ରହୁ ଥିବା ବେଳେ ଆଉ କିଛି ଘର ଝିଅ ମାନେ ଶାସୁ ଘର କୁ ଆସିବାର କିଛି ଦିନ ମଧ୍ୟ ରେ ବିଧବା ହୋଇ ଥାନ୍ତି । ତାହା ସେମାନଙ୍କ ଭାଗ୍ୟ ରେ ହିଁ ଲେଖା ରହି ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ବିଧବା ନାରୀ ମାନଙ୍କୁ ବିବାହ କରିଲେ କଣ ଫାଇଦା ହୋଇ ଥାଏ ସେହି ବିଷୟ ରେ ଆପଣ ମାନଙ୍କୁ କହିବୁ ।

marrage 1
ପ୍ରଥମେ ଯଦି ଆପଣ ମାନେ କୈଣସି ବିଧବା କୁ ବିବାହ କରିବା ପାଇଁ ଚେଷ୍ଟା କରନ୍ତି ତେବେ ସେ ପ୍ରଥମେ ଆପଣ ମାନଙ୍କୁ ସେ ସବୁ ସମୟ ରେ ଖୁସୀ ରେ ରଖିବା ପାଇଁ ଚେଷ୍ଟା କରିବ । ଏବଂ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଅନୁଭବ ହେବ । କାରଣ ସେ ନୂଆ ବହୁ ପରି ଆପଣଙ୍କ ସହିତ ଝଗଡା କରିବେ ନାହିଁ । ସବୁ ସମୟ ରେ ଆପଣ ଙ୍କୁ ଆଦର କରିବେ ।

ଯେତେ ବେଳେ ଆପଣ ଙ୍କ ପାଖରେ ଛିଡା ହେବାକୁ କେହି ନ ଥିବେ ସେ ସେହି ସମୟ ରେ ଆପଣଙ୍କ ପାଖରେ ଆସି ଛିଡା ହେବେ ଏବଂ ଆପଣ ଙ୍କ ଆଦର କରିବେ । ଆପଣଙ୍କୁ ସବୁ ସମୟ ରେ ନିଜର ମହତ୍ୱ ପୂର୍ଣ୍ଣ ସମୟ ଦେବେ । ସେହି ପରି ଭାବେ ସେମାନଙ୍କୁ ପ୍ରଥମେ ଯେମିତି ଗର୍ବ ରହି ଥାଏ ଏବଂ ଜିବନ କୁ ସେମାନେ ବୁଝି ନ ଥାନ୍ତି ହେଲେ ବିଧବା

ହେବା ପରେ ପ୍ରତ୍ୟେକ ନୀରୀ ମାନେ ସବୁ କିଛି ବୁଝି ପାରି ଥାନ୍ତି । ଏବଂ ପରେ ଯେଉଁ ମାନଙ୍କୁ ବିବାହ କରି ଥାନ୍ତି ସେମାନଙ୍କୁ ଖୁସୀ ରେ ରଖିବା ପାଇଁ ଚେଷ୍ଟା କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *