ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ଖାଦ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ। ଏହା ଏକ ଖାଦ୍ୟ ବାବଦରେ ଅଟେ ଯାହା ବାବଦରେ ହୁଏତ ଆପଣ ଅଜଣା ଥିବେ। ତେବେ ଆପଣ ଜାଣନ୍ତି କି ମଖନ ଏକ ଏପରି ଖାଦ୍ୟ ଅଟେ ଯାହାକୁ କି ଆମେ ଆମ ଦୈନନ୍ଦିନ ଜୀବନରେ ଅନେକ ଦେଖିବାକୁ ପାଇଥାଉ। ତେବେ ଏହି ମଖାନା ଆମେ କ୍ଷୀରରେ ମିଶାଇ ମଧ୍ୟ ଖାଇପାରିବା। ଏହାଦ୍ୱାରା ଆମ ଶରୀରକୁ ଅନେକ ପରିମାଣର ପ୍ରୋଟିନ ଆଉ ଫଇବାର ସହ କାର୍ବୋ ହାଇଡ୍ରେଟ ମଧ୍ୟ ମିଳିଥାଏ। ତେବେ ଏହି ମଖାନା ବାବଦରେ ଆମକୁ ଆଗରୁ ଜଣା ନଥାଏ ମାତ୍ର ଏହାର ଫାଇଦା ବାବଦରେ ଆଜି ଆମେ କହିବୁ କି ଏହା କିପରି ଭାବେ ଆମ ଶରୀରକୁ ଫାଇଦା ପହଂଚାଇଥାଏ।
ଆପଣ ଜାଣନ୍ତି କି ଆପଣଙ୍କ ଶରୀରର ଶକ୍ତି କେବଳ ଆପଣଙ୍କ ଖାଦ୍ୟ ଅଭ୍ୟାସ ଦ୍ୱାରା ହିଁ ଆସିଥାଏ। ଆପଣ ନିଜର ଦୁର୍ବଳତା ସେତେବେଳେ ଡିର କରିବେ ଯେତେବେଳେ ଆପଣ ନିଜର ଖାଦ୍ୟ ଅଭ୍ୟାସ ଦୂର କରିବେ। ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ
ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ତେବେ ଆପଣ ଜାଣନ୍ତି କି ଆମ ଶରୀର ପାଇଁ କାର୍ବୋହାଇଡ୍ରେଟ ଏବଂ ପୃଷ୍ଟିସାରର ଆବଶ୍ୟକତା ବହୁଳ ମାତ୍ରାରେ ଥାଏ। ମଖନକୁ କ୍ଷୀରରେ ମିଶାଇବା ପରେ ତାହା ଆମକୁ ସେହି ସବୁ ଖାଦ୍ୟସାରରେ ଭରି ଦେଇଥାଏ। ତେବେ ଏହାର କାରଣ ଥାଏ କି ତାହା ଖାଇବା ପରେ ଆମକୁ ଅନେକ ଫାଇଦା ପହଂଚି ଥାଏ।
ମଖାନାକୁ ଆପଣ କ୍ଷୀରରେ ଗୋଳାଇବା ପରେ ଏହା ଏକ ପୃଷ୍ଟିସାର ଆଉ ପ୍ରାଣୀଯ ଧାତବରେ ଭରା ହେଇ ଯାଇଥାଏ। ତେବେ ଏହା ହି କାରଣ ଥାଏ କି ତାହାର ସେବନ କରିବା ଦ୍ୱାରା ଆମକୁ ଅନେକ କିଛି ମିଳି ଯାଇଥାଏ। ତେବେ ଆପଣ ସକାଳେ ଆଉ ସଂଜେ ଏହାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ପୃଷ୍ଟିସାର ଜାତୀୟ ସବୁ ଅଭାବରୁ ବଞ୍ଚିତ ହୁଏ
ଆଉ ଆପଣଙ୍କ ମାଂସପେଶୀ ମାନଙ୍କର ଉନ୍ନତି ହେବା ସହ ଆପଣଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ବୈରାଗ ଦୂର ହେଇ ଯାଇଥାଏ। ଏହା ହି କାରଣ ଆପଣ ନିଜର ଏକ ସୁସ୍ଥ ଶରୀର ପାଇଁ ମଖାନା କ୍ଷୀରରେ ମିଶାଇ ସେବନ କରିବା ଦରକାର। ତେବେ ଏହା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ। ତାଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ।